ଜନ୍ମ ହୋଇଛନ୍ତି ବଜରଙ୍ଗବାଲି !

ଆମେମାନେ ଜାଣିଛେ ପଶୁମାନଙ୍କର ଲାଙ୍ଗୁଡ ଥାଏ। କେବେ ଭାବିଛନ୍ତି କି ଏମିତି କେହି ମଣିଷ ଥିବେ ଯାହାର ଲାଞ୍ଜ ଥିବ। ନିଶ୍ଚିତ ଭାବେ ଉତ୍ତର ଆପଣଙ୍କର ନାଁ ହେବ। କିନ୍ତୁ ଆମେ ଆଜି ଆପଣଙ୍କୁ ଏମିତି ଗୋଟିଏ ଶିଶୁ ସହ ଭେଟ କରାଇବୁ ଯାହା ଛୋଟ ଲାଙ୍ଗୁଡଟିଏ ଅଛି। ବୟସ ବଢ଼ିବା ସଙ୍ଗେ ବଢ଼ୁଛି ଲାଙ୍ଗୁଡ। ଘଟଣାଟି ହେଉଛି ଆଲ୍ଲାହାବାଦ୍‌ କୋଧିୟାର କୁକଢ଼ି ଗାଁରେ। ଏହି ଗାଁରେ କୃଷ୍ଣ ନାମକ ଏକ ୫ ବର୍ଷିୟ ଶିଶୁ ପାଖରେ […]

d4

d4

Rakesh Mallick
  • Published: Friday, 05 January 2018
  • Updated: 05 January 2018, 06:58 PM IST

Sports

Latest News

ଆମେମାନେ ଜାଣିଛେ ପଶୁମାନଙ୍କର ଲାଙ୍ଗୁଡ ଥାଏ। କେବେ ଭାବିଛନ୍ତି କି ଏମିତି କେହି ମଣିଷ ଥିବେ ଯାହାର ଲାଞ୍ଜ ଥିବ। ନିଶ୍ଚିତ ଭାବେ ଉତ୍ତର ଆପଣଙ୍କର ନାଁ ହେବ। କିନ୍ତୁ ଆମେ ଆଜି ଆପଣଙ୍କୁ ଏମିତି ଗୋଟିଏ ଶିଶୁ ସହ ଭେଟ କରାଇବୁ ଯାହା ଛୋଟ ଲାଙ୍ଗୁଡଟିଏ ଅଛି। ବୟସ ବଢ଼ିବା ସଙ୍ଗେ ବଢ଼ୁଛି ଲାଙ୍ଗୁଡ। ଘଟଣାଟି ହେଉଛି ଆଲ୍ଲାହାବାଦ୍‌ କୋଧିୟାର କୁକଢ଼ି ଗାଁରେ। ଏହି ଗାଁରେ କୃଷ୍ଣ ନାମକ ଏକ ୫ ବର୍ଷିୟ ଶିଶୁ ପାଖରେ ଦେଖିବାକୁ ମିଳିଛି ଏମିତି ସ୍ଥିତି।

ପିଲାଟିର ଏଭଳି ସ୍ଥିତି ପରବର୍ତ୍ତି ସମୟରେ ହୁଏତ ଶାରୀରିକ ସମସ୍ୟା ସୃଷ୍ଟି କରିବ କିନ୍ତୁ ଏବେଠୁ ଏଇ ଲାଞ୍ଜ ପାଇଁ ସେ ଭାରି ଚର୍ଚ୍ଚିତ ହୋଇଗଲାଣି। ସେହ୍ନରେ ଲୋକେ ତାକୁ ବଜରଙ୍ଗବାଲି ହନୁମାନ ନାଁରେ ଡାକୁଛନ୍ତି। ସେ  ଭଗବାନଙ୍କ ଅବତାର ବୋଲି ଭାବୁଛନ୍ତି। ଶିଶୁଟିକୁ ଦେଖିବା ପାଇଁ  ଲୋକଙ୍କର ଭିଡ଼ ଜମୁଛି। ଏଣେ ଶିଶୁଟିର ହରମୋନରେ ଅସୁବିଧା ଥିବାରୁ ଏହାର ଚିକିତ୍ସା ଜରୁରୀ ବୋଲି ଡାକ୍ତର କହୁଛନ୍ତି।

୨୦୧୪ ଅକ୍ଟୋବର ୩ ତାରିଖରେ ରାମ ସୁମଦ୍ରଙ୍କ ପତ୍ନୀ କିବତା ଏହି ଲାଞ୍ଜ ଥିବା ଶିଶୁଟିର ଜନ୍ମ ଦେଇଥିଲେ। କବିତା କହିଛନ୍ତି, କୃଷ୍ଣ ଜନ୍ମ ହେଲାବେଳେ ତାର କମର ପାଖରେ ମାଂସ ପେଣ୍ଡୁଳା ଥିଲା। ଯାହା ଲାଙ୍ଗୁଡ ବାହାରିବା ଭଳି ଦେଖାଯାଉଥିଲା। ବୟସ ବଢ଼ିବା ସଙ୍ଗେ ସଙ୍ଗେ ଲାଙ୍ଗୁଡଟି ମଧ୍ୟ ବଢ଼ୁଥିଲା। ଆମେ କୃଷ୍ଣଙ୍କୁ ଡାକ୍ତର ପାଖକୁ ନେଇ ଯାଇଥିଲୁ। ଡାକ୍ତର ଏହାକୁ ଅପରେସନ କରିବା ପାଇଁ ପରାମର୍ଶ ଦେଇଥିଲେ । ହରମୋନ୍ସରେ ଅସୁବିଧା ଅଛି ବୋଲି କହିଥିଲେ।

କବିତା ଆହୁରି କହିଛନ୍ତି- ଆମେ ଯେତେବେଳେ କୃଷ୍ଣର ଲାଙ୍ଗୁଡ଼ ଅପରେସନ କରିବା ପାଇଁ ଚିନ୍ତା କରୁଥିଲୁ, ସେତେବେଳେ କୌଣସି ନା କୌଣସି ଅସୁବିଧା ଦେଖାଯାଉଥିଲା।  ଏହାସହ  କୃଷ୍ଣର ଦେହ ଖରାପ ହେଇ ଯାଉଥିଲା। ସେଥିପାଇଁ  ଅପରେସନ୍‌ କରିପାରି ନାହୁଁ।

ଚିକିତ୍ସିତ ଡାକ୍ତର ୟୁ. ବି, ସିଂହ କହିଛନ୍ତି,  ହରମୋନ୍ସରେ ଅସୁବିଧା ଥିବା ଯୋଗୁଁ   କୃଷ୍ଣର ଶରୀରରେ ଏପରି ଲାଙ୍ଗୁଡ ଅଛି। ଏହାକୁ ଅପରେସନ୍ କରି ବାହାର କରି ଦିଆଯାଇପାରିବ। ମେଡିକାଲ ସାଇନ୍ସରେ ଏହାର ଚିକିତ୍ସା ପାଇଁ ବ୍ୟବସ୍ଥା ରହିଛି। ପ୍ରାୟ ୨୦ ହଜାର ଲୋକଙ୍କ ମଧ୍ୟରେ ଜଣେ ଲୋକଙ୍କର ଏଭଳି ହୋଇଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story