TCSରେ ଖାଲି ପଡିଥିବା ୩୦ ହଜାର ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି

ନୂଆଦିଲ୍ଲୀ: ଆଇଟି କ୍ଷେତ୍ରରେ ନିଯୁକ୍ତି ସୁଯୋଗ ସୃଷ୍ଟି କରି ସାରା ବିଶ୍ୱରେ ରେକର୍ଡ ସୃଷ୍ଟି କରିଥିବା Tata Consultancy Services Limited (TCS)ରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ଆଇଟି ସଂସ୍ଥାର ୩୦ ହଜାର ପଦବୀରେ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି। ମୁମ୍ବାଇର ଥାଣେ ଅଞ୍ଚଳରେ TCSର ନୂଆ କ୍ୟାମ୍ପସ୍‌ ସ୍ଥାପିତ ହୋଇଛି । ଏଠାରେ ନିଯୁକ୍ତି ପାଇଁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ନୂଆ କେନ୍ଦ୍ରକୁ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ୍‌ […]

TCS-1

Rakesh Mallick
  • Published: Saturday, 09 December 2017
  • , Updated: 09 December 2017, 08:08 PM IST

ନୂଆଦିଲ୍ଲୀ: ଆଇଟି କ୍ଷେତ୍ରରେ ନିଯୁକ୍ତି ସୁଯୋଗ ସୃଷ୍ଟି କରି ସାରା ବିଶ୍ୱରେ ରେକର୍ଡ ସୃଷ୍ଟି କରିଥିବା Tata Consultancy Services Limited (TCS)ରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ଆଇଟି ସଂସ୍ଥାର ୩୦ ହଜାର ପଦବୀରେ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି।

ମୁମ୍ବାଇର ଥାଣେ ଅଞ୍ଚଳରେ TCSର ନୂଆ କ୍ୟାମ୍ପସ୍‌ ସ୍ଥାପିତ ହୋଇଛି । ଏଠାରେ ନିଯୁକ୍ତି ପାଇଁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି।

ଏହି ନୂଆ କେନ୍ଦ୍ରକୁ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ୍‌ । କାର୍ଯ୍ୟାଳୟ ବ୍ୟତୀତ ଏହି ପରିସରରେ ଅନ୍ୟ କେତେକ ମୌଳିକ ସୁବିଧା ମଧ୍ୟ ଦିଆଯାଉଛି, ଯେମିତିକି ଟ୍ରେନିଂ ବ୍ଳକ, କ୍ଳବ ହାଉସ୍ ଏବଂ ଜିମ୍‌ ପାଇଁ ମଧ୍ୟ ସମସ୍ତ ସୁବିଧାସୁଯୋଗ ରହିଛି। ଯାହାପାଇଁ ଆପଣ ଖୁବ୍ ଶୀଘ୍ର ଆବେଦନ କରିପାରିବେ। ନୂଆ ପରିସରକୁ ଅନ୍ତର୍ଭୁକ୍ତି କରି TCSର ଆହୁରି ୧୯ଟି ଅଫିସ୍ ମୁମ୍ବାଇରେ ରହିଛି।

Related story