ଅନ୍ଧବିଶ୍ୱାସୀ ନେତା: କିଏ ଭୂତକୁ ଡରନ୍ତି ତ’ କିଏ ପ୍ରତିଦିନ ବଳି ପକାନ୍ତି

ବିଶ୍ୱାସ ଓ ଅନ୍ଧବିଶ୍ୱାସ ଏ ଦୁଇଟି ଜିନିଷ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ ସଦୃଶ୍ୟ। ମଣିଷ ମନରେ ବିଶ୍ୱାସ ଅଛିମାନେ କେଉଁଠି ନା କେଉଁଠି  ଅନ୍ଧବିଶ୍ୱାସ ମଧ୍ୟ ଅଛି।  ଏହି ତତ୍ତ୍ୱକୁ କେହି କେହି ଠିକ୍‌ କହୁଥିବା ବେଳେ ଆଉ କାହା ବିଚାରରେ ଏହା ଅର୍ଥହୀନ। ସାଧାରଣ ମଣିଷଠୁ ଆରମ୍ଭ କରି ବଡ ବଡ ରାଜନେତା ପର୍ଯ୍ୟନ୍ତ ସମସ୍ତେ ଏହି ଅନ୍ଧବିଶ୍ୱାସର ଶିକାର ହୋଇଛନ୍ତି।  ସାରା ବିଶ୍ୱରେ ଏମିତି କିଛି ରାଜନେତା ଅଛନ୍ତି ଯେଉଁମାନେ ଭୂତ, ପ୍ରେତ […]

upset woman in bed with her boyfriend snoring

Rakesh Mallick
  • Published: Wednesday, 24 January 2018
  • Updated: 24 January 2018, 08:13 PM IST

Sports

Latest News

ବିଶ୍ୱାସ ଓ ଅନ୍ଧବିଶ୍ୱାସ ଏ ଦୁଇଟି ଜିନିଷ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ ସଦୃଶ୍ୟ। ମଣିଷ ମନରେ ବିଶ୍ୱାସ ଅଛିମାନେ କେଉଁଠି ନା କେଉଁଠି  ଅନ୍ଧବିଶ୍ୱାସ ମଧ୍ୟ ଅଛି।  ଏହି ତତ୍ତ୍ୱକୁ କେହି କେହି ଠିକ୍‌ କହୁଥିବା ବେଳେ ଆଉ କାହା ବିଚାରରେ ଏହା ଅର୍ଥହୀନ। ସାଧାରଣ ମଣିଷଠୁ ଆରମ୍ଭ କରି ବଡ ବଡ ରାଜନେତା ପର୍ଯ୍ୟନ୍ତ ସମସ୍ତେ ଏହି ଅନ୍ଧବିଶ୍ୱାସର ଶିକାର ହୋଇଛନ୍ତି।  ସାରା ବିଶ୍ୱରେ ଏମିତି କିଛି ରାଜନେତା ଅଛନ୍ତି ଯେଉଁମାନେ ଭୂତ, ପ୍ରେତ ଏବଂ ଭବିଷ୍ୟବାଣୀ ଉପରେ ସମ୍ପୂର୍ଣ୍ଣ ଭରସା କରନ୍ତି।  ଆଉ କେତେକ କରୁଥିଲେ ମଧ୍ୟ।  ତେବେ  ଆସନ୍ତୁ ଜାଣିବା ସେମିତି କିଛି ନେତା ଓ ନେତ୍ରୀଙ୍କ ବିଷୟରେ।

୧-କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧ ରମେୟା

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧ ରମେୟା ନିଜ କାରକୁ ବଦଳାଇ ଦେଇଥିଲେ। କାରଣ ତାଙ୍କ କାର ଉପରେ ଗୋଟେ କଳା କାଉ ବସିଯାଇଥିଲା।

୨-ତୁର୍କମେନିସ୍ଥାନ ରାଷ୍ଟ୍ରପତି

ତୁର୍କମେନିସ୍ଥାନ ରାଷ୍ଟ୍ରପତି ଗୁର୍ବଙ୍ଗୁଲି ବେର୍ଡିମୁହାମେଡୋ କଳା ରଙ୍ଗର କାର ବ୍ୟବହାର କରିନ୍ତି ନାହିଁ। କାରଣ ସେ ଭାବୁଥିଲେ କଳା ଏକ ଶୁଭ ରଙ୍ଗ ନୁହେଁ। ତାଙ୍କର ଧଳା ରଙ୍ଗ ପସନ୍ଦ। ତେଣୁ  ତୁର୍କମେନିସ୍ଥାନ ରାଜଧାନୀ ଅଶ୍ୱଗାବଟ୍‌ରେ କଳା କାର ନିଷିଦ୍ଧ କରାଯାଇଛି। ସେଠାରେ ସାଧାରଣ ଲୋକଙ୍କୁ କଳାକାର କିଣିବା ପାଇଁ ଅନୁମତି ମିଳେନି। ଗୁର୍ବଙ୍ଗୁଲି ସବୁଜ ରଙ୍ଗର ବୁଗାଟି ୱେରନ ଚଲାନ୍ତି।

୩-ବାରାକ ଓବାମା

ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଭୋଟ୍ ସମୟରେ  ବାସ୍କେଟ୍‌ବଲ୍ ଖେଳନ୍ତି। ୨୦୦୮ ରାଷ୍ଟ୍ରପତି ନିର୍ବାଚନରେ ପ୍ରାରମ୍ଭିକ ପର୍ଯ୍ୟାୟରେ  ସେ ବାସ୍କେଟ୍‌ବଲ୍‌ ଖେଳିପାରି ନ ଥିଲେ।  ତେଣୁ ସେ ଭୋଟରେ ପଛରେ ପଡ଼ିଯାଇଥିଲେ ବୋଲି ତାଙ୍କର ବିଶ୍ୱାସ। ସେବେଠୁ ସେ ବାସ୍କେଟେବଲ୍‌ ଖେଳିବା ଉପରେ ଅଧିକ ଭରଷା କରିବାରେ ଲାଗିଛନ୍ତି। କୁହାଯାଏ ଓବାମା ତାଙ୍କ ଜୀବନର ସମସ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଖେଳିବା ସମୟରେ ନିଅନ୍ତି।

୪)ଜର୍ଜ ଡବ୍ଲ୍ୟୁ  ବୁଶ

ଆମେରିକାର ୪୩ତମ ରାଷ୍ଟ୍ରପତି ଜର୍ଜ ଡବ୍ଲ୍ୟୁ ବୁଶ ଭୂତ ଉପରେ ବିଶ୍ୱାସ କରନ୍ତି। ବୁଶ୍‌ଙ୍କ ଝିଅ  ଏକ ସାକ୍ଷାତକାରରେ କହିଥିଲେ ବୁଶ ଥରେ ହ୍ୱାଇଟ୍ ହାଉସ୍‌ରେ ଭୟଙ୍କର ସ୍ୱର ଶୁଣିବାକୁ ପାଇଥିଲେ। ଏହାପରେ ସେ ପୁରା ଡରିଯାଇଥିଲେ।

୫-ରୋନାଲ୍ଡ ରିଏଗନ

ଆମେରିକାର ୪୦ତମ ରାଷ୍ଟପତି ରୋନାଲ୍ଡ ରିଏଗନ ଜ୍ୟୋତିଷଙ୍କ ପାଖକୁ ଯାଆନ୍ତି। ରିଏଗନ ନିଜ ବହି 'ଫର ଦ ରେକର୍ଡ'ରେ ଏ ବିଷୟରେ ଉଲ୍ଲେଖ କରିଛନ୍ତି। 'ଜୋଆନ କ୍ୱିଙ୍ଗଲି' ନାମକ ଜଣେ ଜ୍ୟୋତିଷଙ୍କୁ ସେ ମାନନ୍ତି। ରିଏଗନଙ୍କୁ ନେଇ ଜୋଆନଙ୍କ ଜ୍ୟୋତିଷ ବାଣୀ ସବୁବେଳେ ସତ ହୋଇଛି ବୋଲି କୁହାଯାଏ।

୬-ଆସିଫ ଅଲ୍ଲୀ ଜରଦାରୀ

ପାକିସ୍ଥାନର ୧୧ତମ ରାଷ୍ଟ୍ରପତି ଆସିଫ ଅଲ୍ଲୀ ଜରଦରୀ କଳାଜାଦୁ ଉପରେ ବିଶ୍ୱାସ ରଖିଥିଲେ। ତାଙ୍କୁ କଳାଜାଦୁରୁ ଦୂରେଇ ରଖିବା ପାଇଁ ପ୍ରତ୍ୟେକ ଦିନ ତାଙ୍କ ଘରେ ଏକ କଳା ରଙ୍ଗର ଛେଳି ବଳି ପଡୁଥିଲା। ସୂଚନା ଅନୁଯାୟୀ ତାଙ୍କୁ ନକରାତ୍ମକ ଶକ୍ତିରୁ ଦୂରେଇ ରଖିବା ପାଇଁ ପ୍ରତ୍ୟକ ଦିନ ଗରିବଙ୍କୁ ସେ ମାଂସ ପ୍ରଦାନ କରୁଥିଲେ।

୭-ନୋପେଲିୟନ ବୋନାପାର୍ଟେ

ଫ୍ରାନ୍ସର ଯୋଦ୍ଧା ନୋପେଲିୟନ ବୋନାପାର୍ଟେ ତାଙ୍କ ପାଖରେ ମ୍ୟାଡାମ ନୋର୍ମଣ୍ଡ ନାମକ ଜଜଣେ ଭବିଷ୍ୟବକ୍ତା ରଖିଥିଲେ। ତାଙ୍କ  ପରାମର୍ଶ ବିନା ସେ ଯୁଦ୍ଧକୁ ଯାଉ ନ ଥିଲେ। ନୋପେଲିୟନ ପ୍ରବଳ ଅନ୍ଧବିଶ୍ୱାସର ବଶବର୍ତ୍ତୀ ଥିଲେ। ତାଙ୍କ ଆଗରେ ଏକ କଳା ବିଲେଇ ଚାଲି ଯାଇଥିବାରୁ ସେ ଏଥିପାଇଁ  ୱାଟର ଲୁ ଯୁଦ୍ଧ ହାରି ଯାଇଥିବା କହିଥିଲେ।

୮-ଆଡଲଫ୍‌ ହିଟ୍‌ଲର

ଜର୍ମାନର ନାଜିପାର୍ଟି ଦଳର ମୁଖ୍ୟ ଥିଲେ ଆଡଲଫ୍‌ ହିଟ୍‌ଲର। ହିଟଲରଙ୍କ ପାଖରେ ମଧ୍ୟ ଜଣେ  ଭବିଷ୍ୟବକ୍ତା ଥିଲେ। ହିଟଲର ୭ ନଭେମ୍ବରକୁ ବହୁତ ଲକି ଭାବୁଥିଲେ। ତାଙ୍କୁ ଏଲିଅନ୍‌ ଉପରେ ମଧ୍ୟ ଭରଷା ଥିଲା।

୯-ଇନ୍ଦିରା ଓ ରାଜିବ ଗାନ୍ଧି

ଭାରତର ପୂର୍ବତନ ଇନ୍ଦିରା ଗାନ୍ଧି ଏବଂ ରାଜୀବ ଗାନ୍ଧି ଦୁଇ ଜଣ ଚନ୍ଦ୍ର ମହାରାଜାଙ୍କ ଭକ୍ତ ଥିଲେ। ରାଜୀବ ସମସ୍ତ କାର୍ଯ୍ୟ ଚନ୍ଦ୍ର ସ୍ୱାମୀଙ୍କ କଥାରେ କରୁଥିଲେ। ଇନ୍ଦିରା ଗାନ୍ଧୀଙ୍କୁ ମଧ୍ୟ ଜ୍ୟୋତିଷ ଓ  ବାବା ମାନଙ୍କ ଉପରେ ଭରଷା ଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story