ଜାଣନ୍ତି ହୋଟେଲରେ କାହିଁକି ଧଳାରଙ୍ଗର ବେଡ୍‌ସିଟ୍‌ ବ୍ୟବହାର କରାଯାଏ?

ଆମେ କୌଣସି କାମରେ ବାହାରକୁ ଗଲେ କିମ୍ବା ବୁଲିବାକୁ ଗଲେ ପ୍ରାୟତଃ ହୋଟେଲ୍‌ରେ ରହିଥାଉ। କାରଣ ସମସ୍ତେ କାମ ସାରି କିମ୍ବା ବୁଲିବା ପରେ ଟିକେ ଶାନ୍ତିରେ ଶୋଇବାକୁ ଚାହାଁନ୍ତି। ତେଣୁ ହୋଟେଲ୍‌ ମାନଙ୍କରେ ଲୋକଙ୍କ ପସନ୍ଦ ଓ ଆରାମକୁ ଦୃଷ୍ଟିରେ ରଖି ସେମାନଙ୍କୁ ସମସ୍ତ ସେବା ଯୋଗାଇ ଦିଆଯାଏ। କିନ୍ତୁ ଆପଣ ଲକ୍ଷ୍ୟ କରିଥିବେ ବଡ଼ ହେଉ କିମ୍ବା ଛୋଟ ହୋଟେଲ୍‌ ସବୁଠି ପ୍ରାୟ ଧଳା ବେଡ୍‌ ସିଟ୍‌ ବ୍ୟବହାର କରାଯାଏ। ତେବେ କେବେ ଜାଣିବାକୁ […]

whitebedshit

whitebedshit

Rakesh Mallick
  • Published: Saturday, 03 March 2018
  • Updated: 03 March 2018, 11:21 AM IST

Sports

Latest News

ଆମେ କୌଣସି କାମରେ ବାହାରକୁ ଗଲେ କିମ୍ବା ବୁଲିବାକୁ ଗଲେ ପ୍ରାୟତଃ ହୋଟେଲ୍‌ରେ ରହିଥାଉ। କାରଣ ସମସ୍ତେ କାମ ସାରି କିମ୍ବା ବୁଲିବା ପରେ ଟିକେ ଶାନ୍ତିରେ ଶୋଇବାକୁ ଚାହାଁନ୍ତି। ତେଣୁ ହୋଟେଲ୍‌ ମାନଙ୍କରେ ଲୋକଙ୍କ ପସନ୍ଦ ଓ ଆରାମକୁ ଦୃଷ୍ଟିରେ ରଖି ସେମାନଙ୍କୁ ସମସ୍ତ ସେବା ଯୋଗାଇ ଦିଆଯାଏ। କିନ୍ତୁ ଆପଣ ଲକ୍ଷ୍ୟ କରିଥିବେ ବଡ଼ ହେଉ କିମ୍ବା ଛୋଟ ହୋଟେଲ୍‌ ସବୁଠି ପ୍ରାୟ ଧଳା ବେଡ୍‌ ସିଟ୍‌ ବ୍ୟବହାର କରାଯାଏ। ତେବେ କେବେ ଜାଣିବାକୁ ଚେଷ୍ଟା କରିଛନ୍ତି ଏହା ପଛର କାରଣ କ’ଣ ହୋଇପାରେ।
ମନୋବୈଜ୍ଞାନିକ କାରଣ: ହୋଟେଲମାନଙ୍କରେ ଧଳାରଙ୍ଗର ବେଡ୍‌ସିଟ୍‌ ଓ ତଉଲିଆ ବ୍ୟବହାର କରିବା ପଛରେ ମନୋବୈଜ୍ଞାନିକ କାରଣ ଅଛି। ଧଳାରଙ୍ଗର ବେଡ୍‌ସିଟ୍‌ ଦେଖିବାକୁ ଖୁବ୍‌ ପରିଷ୍କାର ଲାଗେ। ଏହାକୁ ଦେଖି ମନକୁ ଖୁବ୍‌ ଶାନ୍ତି ଲାଗେ।
ଧୋଇବାକୁ ସହଜ ହୁଏ: ଧଳାରଙ୍ଗର ବେଡ୍‌ସିଟ୍‌ ଓ ଚାଦର ବ୍ୟବହାର କରିବାର ଦ୍ୱିତୀୟ କାରଣ ହେଉଛି ଏଗୁଡ଼ିକୁ ଧୋଇବା ସହଜ ହୋଇଥାଏ। ବେଳେବେଳେ ରଙ୍ଗୀନ ବେଡ୍‌ସିଟ୍‌ ଧୋଇବା ସମୟରେ କଲର ଫେଡ୍‌ ହୋଇଯାଏ। କିନ୍ତୁ ଧଳା କପଡ଼ା ସହ ଏମିତି କିଛି ଅସୁବିଧା ହୋଇନଥାଏ।
ଶାନ୍ତିର ପ୍ରତୀକ: ଧଳାରଙ୍ଗକୁ ଶାନ୍ତିର ପ୍ରତୀକ କୁହାଯାଏ। ଯେତେବେଳେ ଲୋକ ଛୁଟି କାଟିବାକୁ ବାହାରକୁ ବୁଲିବାକୁ ଯାଇ ହୋଟେଲ୍‌ରେ ରୁହନ୍ତି ସେଠାରେ ସେମାନେ ପ୍ରତ୍ୟେକ କ୍ଷେତ୍ରରେ ଶାନ୍ତି ଚାହାଁନ୍ତି। ଧଳା ରଙ୍ଗର ବେଡ୍‌ସିଟ୍‌ ଦେଖିବାପରେ ମନକୁ ଖୁବ୍‌ ଶାନ୍ତି ମିଳିଥାଏ। ସେଥିପାଇଁ ହୋଟେଲରେ ଧଳା ରଙ୍ଗର ବେଡ୍‌ସିଟ୍‌ ଓ ତଉଲିଆ ବ୍ୟବହାର କରାଯାଏ।
କ୍ୱାଲିଟି: ଧଳା ରଙ୍ଗ ବାକି ରଙ୍ଗ ତୁଳନାରେ ଖୁବ୍‌ ସଫା ସୁତୁରା। ଯେତେବେଳେ ଆପଣ କୌଣସି ହୋଟେଲକୁ ଯାଆନ୍ତି ସେଠାରେ ସଫା ସୁତୁରା ବେଡ୍‌ସିଟ୍‌ ଦେଖି ଆପଣଙ୍କୁ ସେହି ହୋଟେଲ୍‌ର କ୍ୱାଲିଟି ବିଷୟରେ ଜଣାପଡ଼ିଯାଏ।
ଅପରିଷ୍କାର ବା ଦାଗ ଦେଖାଯାଇଥାଏ: ହୋଟେଲ୍‌ରେ ଧଳା ରଙ୍ଗର ବେଡ୍‌ସିଟ୍‌ ଓ ତଉଲିଆ ଥିବାରୁ ସେଥିରେ କୌଣସି ଦାଗ ଲାଗିଲେ ବା ଅପରିଷ୍କାର ହେଲେ ତାହା ତୁରନ୍ତ ଜଣା ପଡ଼ିଯାଏ। ତେଣୁ ଧୋଇବାରେ ସହଜ ହୋଇଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story