ଘରେ ପାଳନ୍ତୁ ଏହି ପଶୁପକ୍ଷୀ: ଦୂର ହୋଇଯିବ ଅଭାବ ଅନଟନ, ଧନ ବର୍ଷା ହେବ

ସମସ୍ତଙ୍କର ଇଚ୍ଛା ସେମାନଙ୍କ ପାଖରେ କେବେ କୌଣସି ଜିନିଷର ଅଭାବ ନରହୁ। ହେଲେ ବହୁ ଲୋକ ବିଭିନ୍ନ କାରଣ ପାଇଁ ଅଭାବ ଅନଟନର ଶିକାର ହୋଇଥାନ୍ତି। ଯେତେ ରୋଜଗାର କଲେ ମଧ୍ୟ ମାସ ଶେଷକୁ ପକେଟ୍‌ ଖାଲି। ଯେତେ ଉପାୟ ଅବଲମ୍ବନ କଲେ କିଛି ଲାଭ ହୁଏନାହିଁ। ଏଥିପାଇଁ ଯିଏ ଯାହା ବତାନ୍ତି ଲୋକେ ଆପଣାଇଥାନ୍ତି। ଜାଣିଛନ୍ତି ଏପରି କିଛି ପଶୁପକ୍ଷୀ ଅଛନ୍ତି ଯେଉଁମାନଙ୍କୁ ଘରେ ରଖିଲେ ଅଭାବ ଅନଟନ ଦୂର ହୋଇଯାଇଥାଏ ଓ ଧନ ବୃଦ୍ଧି […]

Rakesh Mallick
  • Published: Wednesday, 18 October 2017
  • Updated: 18 October 2017, 12:31 PM IST

Sports

Latest News

ସମସ୍ତଙ୍କର ଇଚ୍ଛା ସେମାନଙ୍କ ପାଖରେ କେବେ କୌଣସି ଜିନିଷର ଅଭାବ ନରହୁ। ହେଲେ ବହୁ ଲୋକ ବିଭିନ୍ନ କାରଣ ପାଇଁ ଅଭାବ ଅନଟନର ଶିକାର ହୋଇଥାନ୍ତି। ଯେତେ ରୋଜଗାର କଲେ ମଧ୍ୟ ମାସ ଶେଷକୁ ପକେଟ୍‌ ଖାଲି। ଯେତେ ଉପାୟ ଅବଲମ୍ବନ କଲେ କିଛି ଲାଭ ହୁଏନାହିଁ। ଏଥିପାଇଁ ଯିଏ ଯାହା ବତାନ୍ତି ଲୋକେ ଆପଣାଇଥାନ୍ତି। ଜାଣିଛନ୍ତି ଏପରି କିଛି ପଶୁପକ୍ଷୀ ଅଛନ୍ତି ଯେଉଁମାନଙ୍କୁ ଘରେ ରଖିଲେ ଅଭାବ ଅନଟନ ଦୂର ହୋଇଯାଇଥାଏ ଓ ଧନ ବୃଦ୍ଧି ଘଟିଥାଏ। ଆସନ୍ତୁ ଜାଣିବା ଏହି ପଶୁପକ୍ଷୀଙ୍କ ସମ୍ପର୍କରେ।

dogକୁକୁର: ପ୍ରାୟ ସମସ୍ତେ ଘରେ କୁକୁର ରଖିଥାନ୍ତି। କୁକୁରକୁ ଭୈରବଙ୍କ ସେବକ କୁହାଯାଏ। ଶାସ୍ତ୍ର ଅନୁସାରେ ଘରେ କୁକୁର ରଖିଲେ ଅଭାବ ଦୂର ହୋଇଯାଇଥାଏ।

toad-house1ବେଙ୍ଗ: ଘରେ ବେଙ୍ଗ ପାଳିବା ଶୁଭ ବିବେଚନା କରାଯାଏ। ଯଦି ଅସଲି ବେଙ୍ଗ ପାଳିବା ସମ୍ଭବ ହେଉନାହିଁ ତେବେ ଘରେ ପିତ୍ତଳର ବେଙ୍ଗ ରଖି ପାରିବେ। ବେଙ୍ଗ ଘରେ ରହିଲେ ତା’ର ପ୍ରଭାବରେ ପରିବାର ଲୋକେ ରୋଗ ବୈରାଗରୁ ଦୂରେଇ ରହିଥାନ୍ତି। ଅଫିସ ଯିବା ସମୟରେ ବେଙ୍ଗ ଦେଖିଲେ ଦିନ ଭଲରେ କଟିଥାଏ।

parrotଶୁଆ: ଘରେ ଶୁଆ ରଖିବାକୁ ସମସ୍ତେ ଭଲ ପାଇଥାନ୍ତି। ଜାଣିଛନ୍ତି ଶୁଆ ଘରେ ଥିଲେ ଅଘଟଣ ଘଟିବାର ପୂର୍ବାଭାଷ ମିଳି ଯାଇଥାଏ। ଏଥିପ୍ରତି ସାମାନ୍ୟ ଧ୍ୟାନ ଦେଲେ ସମସ୍ୟାରେ ପଡିବେ ନାହିଁ କି ଖର୍ଚ୍ଚାନ୍ତ ହେବେ ନାହିଁ।

Horseଘୋଡା: ବାସ୍ତୁ ଅନୁସାରେ ଘୋଡା ଐଶର୍ଯ୍ୟର ପ୍ରତୀକ। ଘୋଡା ପାଳିଲେ କିମ୍ୱା ଏହାର ମୂର୍ତ୍ତିକୁ ଘରେ ରଖିଲେ ଧନ ବଢି ପାଇଥାଏ ବୋଲି ବିଶ୍ୱାସ ରହିଛି।

maxresdefaultକଇଁଛ: ଦଶ ଅବତାର ମଧ୍ୟରୁ ବିଷ୍ଣୁଙ୍କର ଗୋଟିଏ ଅବତାର ହେଉଛି କଇଁଛ। ତେଣୁ ଘରେ କଇଁଛ ରଖିଲେ ମା’ ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ବୋଲି ବିଶ୍ୱାସ ରହିଛି। ମା’ ପ୍ରସନ୍ନ ରହିଲେ ଆପଣ କେବେ ଅର୍ଥାଭାବରେ ପଡିବେ ନାହିଁ।

Golden-Fishମାଛ: ଆକ୍ୱାରିୟମରେ ମାଛ ରଖିବାକୁ ଆଜିକାଲି ଲୋକେ ପସନ୍ଦ କରୁଛନ୍ତି। ତେବେ ବାସ୍ତୁ ଅନୁସାରେ ଘରେ ସୁନେଲି ମାଛ ରଖନ୍ତୁ, ସୁଖଶାନ୍ତି ବୃଦ୍ଧି ପାଇବ।

rabbitଠେକୁଆ: ଠେକୁଆ ଦେଖିବାକୁ ବହୁତ ସୁନ୍ଦର। ଘରେ ଠେକୁଆ ପାଳିଲେ ସୁଖ ସମୃଦ୍ଧି ଆସିଥାଏ ବୋଲି ବିଶ୍ୱାସ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story