ଜାଣନ୍ତୁ କେଉଁ ରାଶି ପାଇଁ କେଉଁ ରଙ୍ଗର ଫଗୁ ଶୁଭ

ଆସନ୍ତାକାଲି  ଖୁସି ଓ ଉଲ୍ଲାସର ପର୍ବ ହୋଲି। ବିନା ରଙ୍ଗରେ ହୋଲି ଫିକା ଫିକା ଲାଗିଥାଏ। ପୂର୍ବରୁ ଲୋକେ ପରସ୍ପର ପରସ୍ପର ମଧ୍ୟରେ ରଙ୍ଗ ଲଗାଉଥିଲେ। କିନ୍ତୁ ସମୟ ବଦଳିବା ସହ ରଙ୍ଗ ବଦଳରେ ଫଗୁର ସ୍ଥାନ ନେଲା। ରଙ୍ଗ ଠାରୁ ଫଗୁ ଅଧିକ ଭଲ ହୋଇଥାଏ। ନା ଏହା ଆପଣଙ୍କ ପୋଷାକ ଖରାପ କରେ ନା ତ୍ୱଚା ଉପରେ କିଛି ଖରାପ ପ୍ରଭାବ ପକାଏ। ହୋଲିରେ ଫଗୁ ଜଣେ ଜଣଙ୍କୁ ଲଗାଇଥାନ୍ତି। କିନ୍ତୁ ଆଜି ଆପଣଙ୍କୁ […]

holicolour

holicolour

Rakesh Mallick
  • Published: Thursday, 01 March 2018
  • Updated: 01 March 2018, 11:25 AM IST

Sports

Latest News

ଆସନ୍ତାକାଲି  ଖୁସି ଓ ଉଲ୍ଲାସର ପର୍ବ ହୋଲି। ବିନା ରଙ୍ଗରେ ହୋଲି ଫିକା ଫିକା ଲାଗିଥାଏ। ପୂର୍ବରୁ ଲୋକେ ପରସ୍ପର ପରସ୍ପର ମଧ୍ୟରେ ରଙ୍ଗ ଲଗାଉଥିଲେ। କିନ୍ତୁ ସମୟ ବଦଳିବା ସହ ରଙ୍ଗ ବଦଳରେ ଫଗୁର ସ୍ଥାନ ନେଲା। ରଙ୍ଗ ଠାରୁ ଫଗୁ ଅଧିକ ଭଲ ହୋଇଥାଏ। ନା ଏହା ଆପଣଙ୍କ ପୋଷାକ ଖରାପ କରେ ନା ତ୍ୱଚା ଉପରେ କିଛି ଖରାପ ପ୍ରଭାବ ପକାଏ। ହୋଲିରେ ଫଗୁ ଜଣେ ଜଣଙ୍କୁ ଲଗାଇଥାନ୍ତି। କିନ୍ତୁ ଆଜି ଆପଣଙ୍କୁ କହିବାକୁ ଯାଉଛୁ ଯେ ରାଶି ଅନୁସାରେ କେଉଁ ରଙ୍ଗର ଫଗୁ ବ୍ୟବହାର କରିବା ଶୁଭ।

ମେଷ: ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଲାଲ, ହଳଦିଆ ଓ ଧଳା ରଙ୍ଗର ଫଗୁ ଶୁଭ ।

ବୃଷ: ଏହି ରାଶିର ବ୍ୟକ୍ତି  ଧଳା, ହଳଦିଆ ଓ ନୀଳରଙ୍ଗର ଫଗୁରେ ଖେଳିବା ଭଲ।

ମିଥୁନ: ଏହି ରାଶିର ଲୋକେ ସବୁଜ, ନୀଳ ଓ ଧଳା ରଙ୍ଗରେ ହୋଲି ଖେଳିବା ଶୁଭ ହୋଇଥାଏ।

କର୍କଟ: ଏହି ରାଶିର ବ୍ୟକ୍ତି ହଳଦିଆ ଓ ଲାଲ ରଙ୍ଗର ଫଗୁରେ ଖେଳିବା ଲାଭଦାୟକ।

ସିଂହ: ଲାଲ, ଗୋଲାପି, ହଳଦିଆ ଓ ଧଳା ରଙ୍ଗର ଫଗୁରେ ଖେଳନ୍ତୁ।

କନ୍ୟା: ସବୁଜ, ନୀଳ ଓ ଚମକୁଥିବା ଫଗୁରେ ହୋଲି ଖେଳନ୍ତୁ। ଶୁଭ ଫଳ ପାଇବେ।

ତୁଳା: ଧଳା, ସବୁଜ ଓ ନୀଳ ରଙ୍ଗର ଫଗୁରେ ହୋଲି ଖେଳନ୍ତୁ।

ବିଚ୍ଛା: ଲାଲ , ଗୋଲାପି ଓ ନାରଙ୍ଗୀ ରଙ୍ଗର ଫଗୁ ଖେଳିବା ଏହି ରାଶି ପାଇଁ ଖୁବ୍‌ ଭଲ।

ଧନୁ: ହଳଦିଆ, ଗୋଲାପି ଓ ନାରଙ୍ଗୀ ରଙ୍ଗ ଫଗୁ ଏହି ରାଶି ପାଇଁ ଭଲ।

ମକର: ନୀଳ, ସବୁଜ ଓ ବାଇଗଣୀ ରଙ୍ଗର ଫଗୁରେ ହୋଲି ଖେଳନ୍ତୁ।

କୁମ୍ଭ: ନୀଳ, ସବୁଜ ଓ ଧଳା ରଙ୍ଗର ଫଗୁରେ ଖେଳନ୍ତୁ।

ମୀନ: ହଳଦିଆ, ଗୋଲାପି, ଲାଲ ଓ ଧଳା ରଙ୍ଗର ଫଗୁରେ ଖେଳିବା ଏହି ରାଶି ପାଇଁ ଶୁଭ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story