ବୋରିଂ ହୋଇଗଲାଣି କି ଲଭ୍‌ ଲାଇଫ୍‌ ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବେଳେ ବେଳେ ଜଣକ ସହିତ ଅନେକ ସମୟ ଧରି ଡେଟିଂ କରିବା ଆପଣଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ୍‌ ସଦୃଶ ହୋଇଥାଏ। ଅଧିକ ସମୟ ପାର୍ଟନର ସହିତ ରହିବା କାରଣରୁ ଭଲ ପାଇବା ଏତେ ମାତ୍ରା ବଢ଼ି ଯାଇଥାଏ କି ଆପଣ ତାଙ୍କ ବିନା ଜୀବନର କଳ୍ପନା ମଧ୍ୟ କରି ପାରନ୍ତି ନାହିଁ। ଏହା ପରେ ମଧ୍ୟ ଆପଣଙ୍କ ସମ୍ପର୍କରେ ପୂର୍ବ ଭଳି ପ୍ରେମ ଏବଂ ଉତ୍ସାହ ରହେ ନାହିଁ। ସମୟ ସହିତ ଆପଣ […]

love-life

love-life

Rakesh Mallick
  • Published: Monday, 02 July 2018
  • Updated: 02 July 2018, 01:35 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବେଳେ ବେଳେ ଜଣକ ସହିତ ଅନେକ ସମୟ ଧରି ଡେଟିଂ କରିବା ଆପଣଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ୍‌ ସଦୃଶ ହୋଇଥାଏ। ଅଧିକ ସମୟ ପାର୍ଟନର ସହିତ ରହିବା କାରଣରୁ ଭଲ ପାଇବା ଏତେ ମାତ୍ରା ବଢ଼ି ଯାଇଥାଏ କି ଆପଣ ତାଙ୍କ ବିନା ଜୀବନର କଳ୍ପନା ମଧ୍ୟ କରି ପାରନ୍ତି ନାହିଁ। ଏହା ପରେ ମଧ୍ୟ ଆପଣଙ୍କ ସମ୍ପର୍କରେ ପୂର୍ବ ଭଳି ପ୍ରେମ ଏବଂ ଉତ୍ସାହ ରହେ ନାହିଁ। ସମୟ ସହିତ ଆପଣ ପାର୍ଟନର୍‌କୁ ଭଲ ତ ପାଇଥାନ୍ତି କିନ୍ତୁ ପ୍ରଥମ ଦିନର ଭଲ ପାଇବା ପରି ଉତ୍ସାହ ନ ଥାଏ। ଯାହାକୁ ଆମେ ଲଭ୍‌ ଲାଇଫ୍‌ ବୋରିଂ ହୋଇଯାଇଛି ବୋଲି କହିଥାଉ। ଏପରି ସମସ୍ୟାରେ ବ୍ୟସ୍ତ ହୁଅନ୍ତୁ ନାହିଁ। ଅନେକ ଯୋଡ଼ିଙ୍କ ଜୀବନରେ ଏପରି ସମସ୍ୟା ଦେଖା ଦେଇଥାଏ।
ଏମିତି କିଛି ଉପାୟ ଅଛି ଯାହା ଆପଣଙ୍କ ସମ୍ପର୍କରେ ପ୍ରଥମ ଦିନ ପରି ପ୍ରେମ ଏବଂ ସୁନ୍ଦର ଅନୁଭୂତିରେ ଭରିଦେବ। ଆସନ୍ତୁ ଜାଣିବା ଏହି ଟିପ୍ସ ବିଷୟରେ...
love-life- ଅନେକ ଦିନ ଧରି ସମ୍ପର୍କରେ ରହିବା ପରେ ଅନେକ ଲୋକ ନିଜ ପାର୍ଟନର୍‌କୁ ଆଇ ଲଭ୍‌ ୟୁ କହିବା ବନ୍ଦ କରି ଦିଅନ୍ତି। ସେମାନଙ୍କୁ ଲାଗିଥାଏ କି ତାଙ୍କ ପାର୍ଟନର୍‌ ଜାଣିଛି ସେ ତାକୁ ବହୁତ ଭଲ ପାଉଛନ୍ତି ବୋଲି। କିନ୍ତୁ ଅସଲରେ ଆପଣ ପାର୍ଟନର୍‌କୁ ଆଇ ଲଭ୍‌ ୟୁ କହିବା ଦ୍ୱାରା ଆପଣଙ୍କ ସମ୍ପର୍କ ଏକ ନୂଆ ଜୀବନ ପାଇଥାଏ। ନିଜ ପାର୍ଟନର୍‌ଟାଠରୁ ଆଇ ଲଭ୍‌ ୟୁ ଶୁଣିବା ପରେ ଅନେକଙ୍କୁ ଖୁସି ମିଳିଥାଏ। ଯେବେ ବି ଆପଣଙ୍କ ପାର୍ଟନର୍‌ ଆପଣଙ୍କ ପାଇଁ କିଛି ନୂଆ କରୁଛନ୍ତି, ତେବେ ତାଙ୍କ ଆଖିରେ ଆଖି ମିଶାଇ ଆଲିଙ୍ଗନ କରି କାନରେ ଧିରେ ଆଇ ଲଭ୍‌ ୟୁ କୁହନ୍ତୁ।
- ସମୟ ସହିତ ଅନେକ ଲୋକ ତାଙ୍କ ପାର୍ଟନର୍‌କୁ ସର୍‌ପ୍ରାଇଜ୍‌ ଦେବା ମଧ୍ୟ ଛାଡ଼ିଦିଅନ୍ତି। ଏମିତିରେ ସମ୍ପର୍କ ବୋରିଂ ହେବାକୁ ଲାଗିଥାଏ। ପାର୍ଟନର୍‌କୁ ମନେ ପକାଇଲେ ମଧ୍ୟ ଉତ୍ସାହ ଲାଗି ନ ଥାଏ। ଏହି ସମୟରେ ଆପଣ ନିଜ ପାର୍ଟନର୍‌ଙ୍କ ପାଇଁ ତାଙ୍କ ପସନ୍ଦର ଖାଇବା କରି ତାଙ୍କୁ ସର୍‌ପ୍ରାଇଜ୍‌ ଦିଅନ୍ତୁ।
-ହଲ୍‌ରେ ବସି ଫିଲ୍ମ ଦେଖିବା ପାଇଁ ସମସ୍ତଙ୍କୁ ପସନ୍ଦ। କିନ୍ତୁ ଫିଲ୍ମ ଦେଖିବାକୁ ଯିବା ବଦଳରେ ନିଜ ପାର୍ଟନର୍‌କୁ ଏକ ରୋମାଣ୍ଟିକ୍‌ ଡିନର୍‌ ଡେଟ୍‌ରେ ନିଅନ୍ତୁ। ପାର୍ଟନର୍‌ ସହିତ ଅନେକ ବର୍ଷ ସମ୍ପର୍କରେ ରହିଥିଲେ ମଧ୍ୟ ଡିନର୍‌ରେ ନେବା ପାଇଁ ଭଲ ସମୟକୁ ଅପେକ୍ଷା କରନ୍ତୁ ନାହିଁ। ସମୟ ସମୟରେ ବାହାରକୁ ବୁଲିବାକୁ ଯିବା ପାଇଁ ଯୋଜନା କରନ୍ତୁ।
love-life-ଯଦି ଆପଣ ଦୁହେଁ ନିଜ ନିଜ ଜୀବନରେ ବ୍ୟସ୍ତ ରହୁଛନ୍ତି ତେବେ ଦିନରେ ଗୋଟିଏ ଥର ସାଙ୍ଗ ହୋଇ ବସି ଖାଦ୍ୟ ଖାଆନ୍ତୁ। ଯେତେବେଳେ ଆପଣ ନିଜ ପାର୍ଟନର୍‌ ପାଖରେ ରହୁଛନ୍ତି, ସେହି ସମୟରେ ମୋବାଇଲ୍‌,ଲାପ୍‌ଟପ୍‌ର କମ୍‌ ବ୍ୟବହାର କରନ୍ତୁ। ପୂରା ଦିନର ଅଭିଜ୍ଞତା ତାଙ୍କ ସହିତ ସେୟାର କରନ୍ତୁ।
-ଆପଣଙ୍କୁ ସତରେ ଭଲ ପାଉଥିବା ମଣିଷକୁ ଆପଣଙ୍କ ଲୁକ୍ସ କିପରି ଅଛି ତାହା ଫରକ ପଡ଼ି ନ ଥାଏ। ଏହାର ଅର୍ଥ ନୁହେଁ ଆପଣ ନିଜ ଚେହେରାକୁ ସଜେଇ ରଖିବେ ନାହିଁ। ଅତି କମ୍‌ରେ ମାସକୁ ଥରେ ଗୋଟିଏ ଯୋଡି ନୂଆ ଡ୍ରେସ୍‌ କରନ୍ତୁ।
- ଯେତେବେଳେ ଆପଣଙ୍କ ପାର୍ଟନର୍‌ ରୋଷେଇ ଘର କିମ୍ବା ଲାପ୍‌ଟପ୍‌ରେ ବ୍ୟସ୍ତ ଅଛନ୍ତି ତେବେ ତାଙ୍କୁ ଆଲିଙ୍ଗନ କରି ତାଙ୍କୁ ପ୍ରଶଂସା କରନ୍ତୁ। ଏମିତି କରିବା ଦ୍ୱାରା ଦିନ ସାରା ତାଙ୍କ ମୁହଁରେ ହସ ରହିଥାଏ।
-କିଛି ଲୋକଙ୍କୁ ପୂରା ବିଶ୍ୱାସ ଥାଏ କି ତାଙ୍କ ପାର୍ଟନର୍‌ ତାଙ୍କୁ କେବେ ଛାଡ଼ିବ ନାହିଁ। ଏଥିପାଇଁ ସେ ତାଙ୍କ ପାର୍ଟନର୍‌କୁ ପ୍ରଶଂସା କରିବା ଏବଂ ଫ୍ଲଟ୍‌ କରିବା ବନ୍ଦ କରି ଦେଇଥାନ୍ତି।  ଏପରି କରିବା ଦ୍ୱାରା ସମ୍ପର୍କ ବୋରିଂ ଲାଗିଥାଏ। ଯଦି ଆପଣ ନିଜ ସମ୍ପର୍କକୁ ସବୁ ଦିନ ଖୁସିରେ ଦେଖିବା ପାଇଁ ଚାହୁଁଛନ୍ତି, ତେବେ ନିଜ ପାର୍ଟନର୍‌କୁ ଫ୍ଲଟ୍‌ ଏବଂ ସର୍‌ପ୍ରାଇଜ୍‌ ଦେବା ବଜାୟ ରଖନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story