ବର୍ଷାଦିନେ କାଠ ସାମଗ୍ରୀର ସୁରକ୍ଷା ଚିନ୍ତା ଘାରୁଛି କି? ଆପଣାନ୍ତୁ ଏହି ଉପାୟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗ୍ରୀଷ୍ମ ଯିବ ବର୍ଷା ଆସିବ। ଏହାକୁ ସମସ୍ତେ ଚାତକ ପରି ଅନାଇ ବସିଥାନ୍ତି। ବର୍ଷା ଆସେ ଅସହ୍ୟ ଗରମରୁ ମୁକ୍ତି ଦିଏ। ହେଲେ କିଛିଦିନ ପରେ ବର୍ଷା ମଧ୍ୟ ଆମକୁ ଅସହ୍ୟ ଲାଗେ। କାରଣ ଘର ଓଦାରେ ପଚରପଚର ହେବା ସହ ବାହାରକୁ ବାହାରିବା କାଠିକର ପାଠ ହୋଇଯାଏ। ଲୁଗାପଟା ସଫାଠାରୁ ଆରମ୍ଭ କରି ପ୍ରାୟ ସବୁ କାମରେ ସମସ୍ୟା ଦେଖାଦେଇଥାଏ। ଏହାସହ ଏମିତି କିଛି ଜିନିଷ ଅଛି, ଯାହାର ଯତ୍ନ ନିଆ ନ […]

furniture

furniture

Rakesh Mallick
  • Published: Monday, 02 July 2018
  • Updated: 02 July 2018, 09:59 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗ୍ରୀଷ୍ମ ଯିବ ବର୍ଷା ଆସିବ। ଏହାକୁ ସମସ୍ତେ ଚାତକ ପରି ଅନାଇ ବସିଥାନ୍ତି। ବର୍ଷା ଆସେ ଅସହ୍ୟ ଗରମରୁ ମୁକ୍ତି ଦିଏ। ହେଲେ କିଛିଦିନ ପରେ ବର୍ଷା ମଧ୍ୟ ଆମକୁ ଅସହ୍ୟ ଲାଗେ। କାରଣ ଘର ଓଦାରେ ପଚରପଚର ହେବା ସହ ବାହାରକୁ ବାହାରିବା କାଠିକର ପାଠ ହୋଇଯାଏ। ଲୁଗାପଟା ସଫାଠାରୁ ଆରମ୍ଭ କରି ପ୍ରାୟ ସବୁ କାମରେ ସମସ୍ୟା ଦେଖାଦେଇଥାଏ। ଏହାସହ ଏମିତି କିଛି ଜିନିଷ ଅଛି, ଯାହାର ଯତ୍ନ ନିଆ ନ ଗଲେ ଏହା ନଷ୍ଟ ହୋଇଯିବାର ସମ୍ଭାବନା ରହିଛି। ଏହା ମଧ୍ୟରେ ରହିଛି କାଠ ଫର୍ଣ୍ଣିଚର। ଯଦି ବର୍ଷା ଦିନେ ଏହାର ଯତ୍ନ ନିଆ ନ ଯାଏ, ଏଗୁଡ଼ିକ ନଷ୍ଟ ହୋଇଯିବ।

ଆସନ୍ତୁ ଜାଣିବା କେମିତି ନେବେ କାଠ ଜିନିଷର ଯତ୍ନ
-ବର୍ଷାଦିନେ ଯେତେ ହୋଇପାରିବ ଘରର କାଠ ଫର୍ଣ୍ଣିଚରକୁ ଖୋଲା ପବନରେ ରଖନ୍ତୁ।
-ବେଶି ଗରମ ହୋଇଥିବା ଜିନିଷ କିମ୍ବା ଖାଦ୍ୟ ପଦାର୍ଥକୁ କାଠ ଜିନିଷ ଉପରେ ରଖନ୍ତୁ ନାହିଁ।
-ବେଳେ ବେଳେ ଫର୍ଣ୍ଣିଚରର ଜାଗାକୁ ପରିବର୍ତ୍ତନ କରନ୍ତୁ।
- ଘରେ ଥିବା କାଠ ସୋଫାରେ ଓଦା ତକିଆ ରଖନ୍ତୁ ନାହିଁ।
-ବର୍ଷାଦିନ ଆସିବା ପୂର୍ବରୁ ହିଁ ଫର୍ଣ୍ଣିଚରରେ ୱାକ୍ସ ଓ ବାର୍ନିସ୍‌ର କୋଟ୍‌ ଲଗାନ୍ତୁ। ଏହା ଆପଣଙ୍କ ଫର୍ଣ୍ଣିଚରରେ ଏକ ସୁରକ୍ଷା ବଳୟ ପରି କାମ କରିବ।
- ଫର୍ଣ୍ଣିଚରକୁ ସବୁବେଳେ ଘରର କାନ୍ଥଠାରୁ ଦୂରେଇ ରଖନ୍ତୁ ।
-ବର୍ଷାଦିନେ କାଠର ଝରକା ଏବଂ କବାଟ ଫୁଲିବାକୁ ଲାଗିଥାଏ। ଏଥିରୁ ରକ୍ଷା ପାଇବା ପାଇଁ କାଠ ଜିନିଷରେ ତେଲ ଦିଅନ୍ତୁ।
- ଆପଣଙ୍କ ଫର୍ଣ୍ଣିଚରର ମରାମତି ବର୍ଷାଦିନ ପୂର୍ବରୁ କରାଇ ନିଅନ୍ତୁ। ଏହି ଦିନେ ପବନରେ ଆର୍ଦ୍ରତା ଥିବା କାରଣରୁ କାଠ ଜିନିଷ ଖରାପ ହୋଇପାରେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story