ଆଜି ୭୧ତମ ସ୍ୱାଧୀନତା ଦିବସ: ରାଜ୍ୟବାସୀଙ୍କୁ ସମ୍ୱୋଧନ ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଆଜି ୭୧ତମ ସ୍ୱାଧୀନତା ଦିବସ। ଏଥିପାଇଁ ପଲ୍ଲୀଠୁ ଦିଲ୍ଲୀ ସବୁଠି ଚଳଚଞ୍ଚଳ। ସ୍ୱାଧୀନତା ଦିବସକୁ ନେଇ ରାଜଧାନୀ ଭୁବନେଶ୍ୱରରେ ଆୟୋଜିତ ହୋଇଛି ରାଜ୍ୟସ୍ତରୀୟ ସମାରୋହ।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଠାରେ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପରେଡରେ ଅଭିବାଦନ ଗ୍ରହଣ କରିବେ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି।  ମହାତ୍ମାଗାନ୍ଧୀ ମାର୍ଗରେ ନିୟୋଜିତ ହୋଇଛନ୍ତି ୨୫ ପ୍ଲାଟୁନ୍ ଫୋର୍ସ, ୨ ଶହ ଅଫିସର ପ୍ରଥମ ଥର ପାଇଁ ସୁଇଫ୍ଟ […]

bbsr

Rakesh Mallick
  • Published: Tuesday, 15 August 2017
  • , Updated: 15 August 2017, 07:42 AM IST

ଭୁବନେଶ୍ୱର: ଆଜି ୭୧ତମ ସ୍ୱାଧୀନତା ଦିବସ। ଏଥିପାଇଁ ପଲ୍ଲୀଠୁ ଦିଲ୍ଲୀ ସବୁଠି ଚଳଚଞ୍ଚଳ। ସ୍ୱାଧୀନତା ଦିବସକୁ ନେଇ ରାଜଧାନୀ ଭୁବନେଶ୍ୱରରେ ଆୟୋଜିତ ହୋଇଛି ରାଜ୍ୟସ୍ତରୀୟ ସମାରୋହ।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଠାରେ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପରେଡରେ ଅଭିବାଦନ ଗ୍ରହଣ କରିବେ

ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି।  ମହାତ୍ମାଗାନ୍ଧୀ ମାର୍ଗରେ ନିୟୋଜିତ ହୋଇଛନ୍ତି ୨୫ ପ୍ଲାଟୁନ୍ ଫୋର୍ସ, ୨ ଶହ ଅଫିସର ପ୍ରଥମ ଥର ପାଇଁ ସୁଇଫ୍ଟ ‌ଆକ୍ସନ ଫୋର୍ସ ସହ ଏସ୍ଓଜି, କ୍ୟୁଏଟି, ବୋମା ନିଷ୍କ୍ରିୟକାରୀ ଦଳ ଓ ସାଧା ପୋଷାକରେ ମୁତୟନ ରହିବେ ସୁରକ୍ଷାକର୍ମୀ। ମାଷ୍ଟର କ୍ୟାଣ୍ଟିନରୁ ପିଏମ୍‌ଜି ପର୍ଯ୍ୟନ୍ତ ସବୁ ଗତିବିଧି ଉପରେ ନଜର ରଖିବ ୫୦ଟି ସିସି କ୍ୟାମେରା। ଏଥିସହ ପରେଡ୍ ପାଇଁ ସ୍ୱତନ୍ତ୍ର ଟ୍ରାଫିକ୍ ବ୍ୟବସ୍ଥା ବି କରାଯାଇଛି।

Related story