ମାନବ ସମାଜକୁ ମାଡ଼ି ଆସୁଛି ବିପତ୍ତି: ଚିତ୍ର ଦେଖନ୍ତୁ, ଜାତି ସଂଘର ହିସାବ ଜାଣନ୍ତୁ

ନୂଆଦିଲ୍ଲୀ: ଜଙ୍ଗଲ ହେଉଛି ଅମୂଲ୍ୟ ସମ୍ପଦ। ଆଗରୁ ଏ ଧରାପୃଷ୍ଠ ଯେମିତି ସବୁଜ ବନାନୀରେ ଭରପୁର ଥିଲା ଏବେକାର ସେ ଚିତ୍ର ଆଉ ନାହିଁ।  ଜାତି ସଂଘ ଦ୍ୱାରା ଜାରି କରାଯାଇଥିବା ଏକ ରିପୋର୍ଟ ମୁତାବକ ୨୦୧୬ରୁ ଏବେ ପର୍ଯ୍ୟନ୍ତ (୭.୩କୋଟି ଏକର) ଜଙ୍ଗଲ ନଷ୍ଟ ହୋଇ ସାରିଲାଣି। ୨୦୧୫ ଅନୁସାରେ ମଧ୍ୟ ଏହା ୫୧ ପ୍ରତିଶତରୁ ଅଧିକ ହୋଇ ସାରିଲାଣି। ପ୍ରତି ବର୍ଷ ଏକ ପ୍ରତିଶତ ଜଙ୍ଗଲ ସଫା କରିଦିଆ ଯାଉଛି। ବିକାଶ ନାମରେ ଚାଲୁଛି […]

jungle

jungle

Rakesh Mallick
  • Published: Wednesday, 21 March 2018
  • Updated: 21 March 2018, 04:14 PM IST

Sports

Latest News

ନୂଆଦିଲ୍ଲୀ: ଜଙ୍ଗଲ ହେଉଛି ଅମୂଲ୍ୟ ସମ୍ପଦ। ଆଗରୁ ଏ ଧରାପୃଷ୍ଠ ଯେମିତି ସବୁଜ ବନାନୀରେ ଭରପୁର ଥିଲା ଏବେକାର ସେ ଚିତ୍ର ଆଉ ନାହିଁ।  ଜାତି ସଂଘ ଦ୍ୱାରା ଜାରି କରାଯାଇଥିବା ଏକ ରିପୋର୍ଟ ମୁତାବକ ୨୦୧୬ରୁ ଏବେ ପର୍ଯ୍ୟନ୍ତ (୭.୩କୋଟି ଏକର) ଜଙ୍ଗଲ ନଷ୍ଟ ହୋଇ ସାରିଲାଣି। ୨୦୧୫ ଅନୁସାରେ ମଧ୍ୟ ଏହା ୫୧ ପ୍ରତିଶତରୁ ଅଧିକ ହୋଇ ସାରିଲାଣି। ପ୍ରତି ବର୍ଷ ଏକ ପ୍ରତିଶତ ଜଙ୍ଗଲ ସଫା କରିଦିଆ ଯାଉଛି।

ବିକାଶ ନାମରେ ଚାଲୁଛି ବିନାଶ। ଫଳରେ ଜଳବାୟୁ ପରିବର୍ତ୍ତନ ଏବଂ ପରିବେଶର ଅସନ୍ତୁଳନ କାରଣରୁ ଆଣ୍ଟାର୍କଟିକାର ସବୁଠୁ ବଡ଼ ହିମସ୍ରୋତ ତରଳି ସମୁଦ୍ରପତ୍ତନ ବୃଦ୍ଧି ହେବାକୁ ବସିଲାଣି। ଏହା ମାନବ ସମାଜ ପାଇଁ ଘୋର ବିପତ୍ତିର ସଙ୍କେତ। ଜଙ୍ଗଲର ଅଭୁତପୂର୍ବ କ୍ଷୟ ମାନବ ସମାଜ ପାଇଁ  ମାଡ଼ି ଆସୁଛି ବିପତ୍ତି।

ବଢୁଥିବା ଲୋକସଂଖ୍ୟା, ସହରୀକରଣର ତିବ୍ର ବିକାଶ କରିବାର ଲାଳସା ଓ ଆଧୁନିକତା ଆଡ଼କୁ ଗତି କରିବା ଆମକୁ ଅନ୍ଧ କରିଦେଇଛି। ଫଳରେ  ଜୋରଦାର ଜଙ୍ଗଲ କଟା ଚାଲିଛି। ଅପରପକ୍ଷରେ ଜଙ୍ଗଲ ବଞ୍ଚେଇବା ପାଇଁ ଲୋକଙ୍କୁ ଜାଗ୍ରତ କରିବା ଉଦ୍ଦେଶ୍ୟରେ ଆଜିର ଦିନଟିକୁ ଅନ୍ତର୍ଜାତୀୟ  ଜଙ୍ଗଲ ଦିଜା ପାଳନ କରାଯାଉଛି। ଏହିପରିପ୍ରେକ୍ଷୀରେ ଚୀନ୍‌ର ଏକ କମ୍ପାନୀ ଏମିତି ଦୁଇଟି ବଗିଚା ତିଆରି କରିବାକୁ ଯାଉଛି  ଯେଉଁଠି ଏକ ହଜାରରୁ ଅଧିକ ଗଛ ଓ ଅଢ଼େଇ ହଜାରରୁ ଅଧିକ ଚାରା ଲଗାଯିବ। ଏହି ଗଛ ଓ ଚାରା ପ୍ରତିଦିନ ୬୦ କିଲୋଗ୍ରାମ ଅମ୍ଳଜାନ ଉତ୍ପାଦନ କରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story