ଘରେ ରଖନ୍ତୁ ନାହିଁ ଏସବୁ ଜିନିଷ,ଦୋହଲି ଯାଇପାରେ ଆର୍ଥିକ ସ୍ଥିତି 

ବ୍ୟକ୍ତିର ଜୀବନରେ ବାସ୍ତୁର ଗୁରୁତ୍ୱପୂର୍ଣ୍ଣ ସ୍ଥାନ ରହିଛି। ସାମାନ୍ୟରୁ ସାମାନ୍ୟତମ ବାସ୍ତୁ ଦୋଷ ଆପଣଙ୍କୁ ଧନୀରୁ ଗରିବ କରିଦେଇପାରେ। ଘରର ବାସ୍ତୁ ଠିକ୍‌ ନ ଥିଲେ ଧନୀଙ୍କୁ ଗରିବ ହେବାକୁ ସମୟ ଲାଗି ନଥାଏ। ଏହା ଆମେ କହୁନାହୁଁ, ବାସ୍ତୁଶାସ୍ତ୍ରରେ ବିସ୍ତୃତ ଭାବେ ଉଲ୍ଲେଖ କରାଯାଇଛି। ଏଥିପାଇଁ ଘରର ବାସ୍ତୁଦୋଷ ଉପରେ ବିଶେଷଧ୍ୟାନ ଦେବାକୁ ପଡ଼ିଥାଏ। ଜ୍ୟୋତିର୍ବିଦମାନେ ଏଥିପାଇଁ ଘରେ କିଛି ଜିନିଷ ନ ରଖିବା ପାଇଁ ପରାମର୍ଶ ଦେଇଛନ୍ତି। ଏହା ରଖିଲେ ଆପଣଙ୍କ ଘରର ଆର୍ଥିକ ସ୍ଥିତି […]

hro

hro

Rakesh Mallick
  • Published: Saturday, 30 June 2018
  • Updated: 10 July 2018, 05:54 PM IST

Sports

Latest News

ବ୍ୟକ୍ତିର ଜୀବନରେ ବାସ୍ତୁର ଗୁରୁତ୍ୱପୂର୍ଣ୍ଣ ସ୍ଥାନ ରହିଛି। ସାମାନ୍ୟରୁ ସାମାନ୍ୟତମ ବାସ୍ତୁ ଦୋଷ ଆପଣଙ୍କୁ ଧନୀରୁ ଗରିବ କରିଦେଇପାରେ। ଘରର ବାସ୍ତୁ ଠିକ୍‌ ନ ଥିଲେ ଧନୀଙ୍କୁ ଗରିବ ହେବାକୁ ସମୟ ଲାଗି ନଥାଏ। ଏହା ଆମେ କହୁନାହୁଁ, ବାସ୍ତୁଶାସ୍ତ୍ରରେ ବିସ୍ତୃତ ଭାବେ ଉଲ୍ଲେଖ କରାଯାଇଛି। ଏଥିପାଇଁ ଘରର ବାସ୍ତୁଦୋଷ ଉପରେ ବିଶେଷଧ୍ୟାନ ଦେବାକୁ ପଡ଼ିଥାଏ। ଜ୍ୟୋତିର୍ବିଦମାନେ ଏଥିପାଇଁ ଘରେ କିଛି ଜିନିଷ ନ ରଖିବା ପାଇଁ ପରାମର୍ଶ ଦେଇଛନ୍ତି। ଏହା ରଖିଲେ ଆପଣଙ୍କ ଘରର ଆର୍ଥିକ ସ୍ଥିତି ବିଗିଡ଼ି ଯାଇପାରେ। ତାହାହେଲେ ଆସନ୍ତୁ ଜାଣିବା ଘରେ କ’ଣ ରଖିଲେ ଭଲ ନୁହେଁ।

ଭଙ୍ଗାରୁଜା ଜିନିଷ: ନିତିଦିନ ଜୀବନରେ ଆମେ ବିଭିନ୍ନ ପ୍ରକାର ଜିନିଷ ବ୍ୟବହାର କରିଥାଉ। କେତେକ ଜିନିଷ  ଖରାପ ହୋଇଗଲେ ବା ଭାଙ୍ଗିଗଲେ ତାକୁ ପିଙ୍ଗିଦେଇଥାଉ, ବେଳେବେଳେ ତାକୁ ଘରେ ମଧ୍ୟ ରଖିଦେଇଥାଉ। ଜ୍ୟୋତିଷଶାସ୍ତ୍ର ଅନୁସାରେ ଏହା କରିବା ଅନୁଚିତ। ଘରେ ଭଙ୍ଗା ବାସନ ଓ  ଭାଙ୍ଗିଯାଇଥିବା  ଜିନିଷ ରଖିବା ଅନୁଚିତ। ଘରେ ଭଙ୍ଗାରୁଜା ଜିନିଷ ରଖିଲେ ମା’ ଲକ୍ଷ୍ମୀଙ୍କ କୃପା ଘର ଉପରେ ରହି ନ ଥାଏ। ଘରେ ନକରାତ୍ମକ ଶକ୍ତି ବୃଦ୍ଧି ହୋଇଥାଏ। ଏହି କାରଣରୁ ଘରେ ମଧ୍ୟ ଅଶାନ୍ତି ଲାଗି ରହିଥାଏ। ଏହାସହ ଜ୍ୟୋତିର୍ବିଦମାନେ ଘରର ଛାତ ଓ ଘରେ ଥିବା ଆଲମାରୀକୁ ସଫାସୁତରା ରଖିବା ପାଇଁ ପରାମର୍ଶ ଦେଇଛନ୍ତି।

ସଫାସୁତରା: ଘରକୁ ସବୁବେଳେ ସଫାସୁତାରା ରଖିବା ଉଚିତ। ଏହାଦ୍ୱାରା ଘରେ ସକାରାତ୍ମ ଶକ୍ତି ବୃଦ୍ଧି ହୋଇଥାଏ। ମାଆ ଲକ୍ଷ୍ମୀଙ୍କ କୃପା ସବୁବେଳେ ଘର ଉପରେ ରହିଥାଏ। ଜ୍ୟୋତିଷଶାସ୍ତ୍ର ଅନୁସାରେ ଘରେ ଅଦରକାରୀ  ଜିନିଷ ଓ ଛିଡ଼ିଯାଇଥିବା ଚପଲ ରଖିବା ଉଚିତ ନୁହେଁ। ଏହା ଦ୍ୱାରା  ଘରର ଉନ୍ନତି ହୁଏ ନାହିଁ  ଓ ସବୁବେଳେ ଆର୍ଥିକ ଅନଟନ ଲାଗି ରହିଥାଏ।

ବୁଢ଼ୀଆଣିଜାଲ: ପ୍ରାୟତଃ ସମସ୍ତେ ନିଜ ଘରକୁ ସଫା ସୁତରା ରଖିବାକୁ ଚାହାଁନ୍ତି, ଏହା ସତ୍ତ୍ୱେ ବୁଢ଼ିଆଣୀ ଘରର ଯେକୌଣସି ସ୍ଥାନରେ ତାର ଜାଲ ଭିଡ଼ି ରଖିଥାଏ। ବୁଢ଼ିଆଣୀ ଜାଲ ଭିଡ଼ିଲେ ଅଶୁଭ ବୋଲି କୁହାଯାଇଥାଏ । ବୁଢ଼ିଆଣୀ ଜାଲ ଘରେ ନକରାତ୍ମକ ଶକ୍ତି ବୃଦ୍ଧି କରିଥାଏ। ଏହାସହିତ ବିଭିନ୍ନ ରୋଗକୁ ନିମନ୍ତ୍ରଣ କରିଥାଏ।। ପରିବାରରେ ଅଶାନ୍ତି ଦେଖାଯାଇଥାଏ ।ଏହାର ପ୍ରଭାବ ମଧ୍ୟ ଘରର ଛୋଟପିଲାଙ୍କ ଉପରେ ମଧ୍ୟ ପଡ଼ିଥାଏ। ଘରେ ବୁଢ଼ିଆଣୀ ଜାଲ ହେଲେ ଶୀଘ୍ର ତାକୁ ସଫା କରିବା ଉଚିତ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story