ରାସ୍ତା ଉପରେ କାହିଁକି ଟପ୍ସ ଖୋଲିଦେଲେ ଯୁବତୀ, ଦେଖନ୍ତୁ ଭିଡିଓ

Ordigital Desk
  • Published: Friday, 08 December 2017
  • , Updated: 08 December 2017, 06:04 PM IST
<p>ନୂଆଦିଲ୍ଲୀ: ମହିଳାଙ୍କୁ ଅସଦାଚରଣ ଏବେ ନିତିଦିନିଆ ଘଟଣା ହୋଇଗଲାଣି। &nbsp;ଯାହାକୁ ଦେଖି ଲାଗୁଛି ମଣିଷ ଭିତରେ ଯୌନ କ୍ଷୁଧା ବୃଦ୍ଧି ପାଉଛି, ଯାହା କେବେହେଲେ ସୁସ୍ଥ ସମାଜ ଲାଗି ଶୁଭଙ୍କର ନୁହେଁ। ଏହିଭଳି ଘଟଣାରେ ସାଧାରଣତଃ ଦେଖାଯାଏ ମହିଳାମାନେ ନୀରବ ରୁହନ୍ତି ଅଥବା ସୁବିଧା ଦେଖି ନିଜକୁ ମୁକୁଳାଇ ଚାଲିଯାଆନ୍ତି। ପୀଡିତା ସ୍ୱର ଉତ୍ତୋଳନ କରିବା କାଁ ଭାଁ ଦେଖାଯାଏ। ଯେମିତି ସେଦିନ ପଶ୍ଚିମ ବ୍ରାଜିଲରେ ଘଟିଛି। ଘଟଣା ବାବଦରେ ଆପଣ ଶୁଣିଲେ ହତ୍&zwnj;ବାକ୍&zwnj; ହେଇଯିବେ ନିଶ୍ଚିତ। କାରଣ ଯାହା ହୋଇଥିଲା ସେ କଥାରେ ଆପଣ ମହିଳା ଜଣଙ୍କୁ ପ୍ରଶଂସା କରିବେ କି ନିନ୍ଦା ସେ କଥା ଏବେଠୁ ଠିକ୍&zwnj; କରିନିଅନ୍ତୁ। ନ ହେଲେ ପୁରା ଘଟଣା ଶୁଣିବା ପରେ ଆଉ ଏହି ପ୍ରତିକ୍ରିୟାର ଭିଡିଓ ଦେଖିବା ପରେ ହୁଏତ ଆପଣଙ୍କ ମୁହଁ ବନ୍ଦ ହୋଇଯାଇପାରେ।</p> <p>ଘଟଣାଟି ଏମିତି। ପଶ୍ଚିମ ବ୍ରାଜିଲ୍&zwnj;ର Ribeirao Preto ସହରରେ ଏକ ପ୍ରମୁଖ ବଜାର ଅଞ୍ଚଳରେ ଜମିଥିଲା ଲୋକଙ୍କ ଭିଡ। କିଏ ମୋବାଇଲରେ ତ କିଏ କ୍ୟାମେରାରେ କଏଦ କରି ଚାଲିଥିଲେ ଜଣେ ଗୌରବର୍ଣ୍ଣ ସୁନ୍ଦରୀ ମହିଳାଙ୍କ ଉଗ୍ର ତାଣ୍ଡବର ଦୃଶ୍ୟକୁ। ଯୁବତୀ ଜଣଙ୍କ ଦେହରେ ସୁତାଟିଏ ବି ନ ଥିଲା। ମାନେ ତାଙ୍କ ଦେହଟା ଥିଲା ଫୁଙ୍ଗୁଳା। ଆଣ୍ଠୁ ତଳେ ପଡିଥିଲେ ଜଣେ ଯୁବକ। ଯୁବତୀ ଜଣକ ନିଜ ବକ୍ଷୋଜକୁ ବାରମ୍ବାର ଉକ୍ତ ଯୁବକଙ୍କ ମୁହଁରେ ଲଗାଇ ଅସଭ୍ୟ ଭାଷାରେ ଗାଳି ଦେଉଥିଲେ। ଚାପୁଡା ପରେ ଚାପୁଡା ମାରି ଚାଲିଥିଲେ। ଯୁବକ ଜଣକଙ୍କ ସ୍ଥିତି କ&rsquo;ଣ ହେଉଥିବ ଆପଣ ଅନୁମାନ କରିପାରୁଥିବେ। ଦୃଶ୍ୟଟିକୁ କେହି ଜଣେ ଦର୍ଶକ youtubeରେ ଅପ୍&zwnj;ଲୋଡ୍&zwnj; କରିବା ପରେ ଏବେ ଏହା ଭାଇରାଲ ହେବାରେ ଲାଗିଛି।</p> <p>ବାସ୍ତବରରେ ଘଟଣାର ଅନ୍ତରାଳେ ରହିଥିବା କାରଣଟି ହେଉଛି ଏମିତି। ଯୁବକ ଜଣକ କୁଆଡ ସମ୍ପୃକ୍ତା ଯୁବତୀଙ୍କୁ ଅସଦାଚରଣ କରି ଅଶ୍ଲିଳ ମନ୍ତବ୍ୟ ଦେଇଥିଲେ। ଯାହାକୁ ଯୁବତୀ ଜଣକ ସହି ପାରିଲେନି। ଆଉ ଯୁବକ ଜଣଙ୍କୁ ପାନେ ଚଖେଇବାକୁ ଯାଇ ଚଟ୍&zwnj;କରି ବିବସନା ହୋଇପଡିଲେ। ଆଉ ତା ପରର ସ୍ଥିତି ଆପଣ ଭିଡିଓରେ ଦେଖିଲେ। ଏଥର ବିଚାର ଆପଣଙ୍କର। ଏହା ପ୍ରଶଂସନୀୟ କି ନିନ୍ଦନୀୟ ପାଠକ ମତ ଦେବେ।</p>

Related story