ଲେଡିଜ୍‌ ହଷ୍ଟେଲରୁ ଦୁଇ ଦୁର୍ବୃତ୍ତଙ୍କୁ ଧରିଲା ପୋଲିସ, ଝିଅଙ୍କୁ ଲୁଟିବାକୁ କରୁଥିଲେ ଉଦ୍ୟମ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀରେ ଆଜି ସନ୍ଧ୍ୟାବେଳେ ଏକ ଲୁଟ୍‌ ଉଦ୍ୟମ ହୋଇଛି। ଦୁର୍ବୃତ୍ତମାନେ ଛୁରା ଧରି ଲେଡିଜ୍‌ ହଷ୍ଟେଲରେ ପଶି ଛାତ୍ରୀମାନଙ୍କୁ ଭୟଭୀତ କରାଇଥିଲେ। ଚନ୍ଦ୍ରଶେଖରପୁର ଥାନା ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଲୁଟେରାଙ୍କୁ କାବୁ କରିବାରେ ସଫଳ ହୋଇଛି। ଆଜି ସନ୍ଧ୍ୟା ବେଳେ ଦୁଇ ଜଣ ଦୁର୍ବୃତ୍ତ ଲୁଟ୍‌ ଉଦ୍ଦେଶ୍ୟରେ ହାତରେ ଛୁରା ଧରି ବୁଦ୍ଧ ପାର୍କ ଅଞ୍ଚଳରେ ଥିବା ଏକ ଲେଡିଜ୍‌ ହଷ୍ଟେଲରେ ପଶିଥିଲେ। ସେମାନେ ପ୍ରଥମେ ଜଣେ ଛାତ୍ରୀଙ୍କୁ ଦୁର୍ବ୍ୟବହାର […]

knife-attack

knife-attack

Rakesh Mallick
  • Published: Friday, 15 September 2017
  • Updated: 15 September 2017, 06:45 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀରେ ଆଜି ସନ୍ଧ୍ୟାବେଳେ ଏକ ଲୁଟ୍‌ ଉଦ୍ୟମ ହୋଇଛି। ଦୁର୍ବୃତ୍ତମାନେ ଛୁରା ଧରି ଲେଡିଜ୍‌ ହଷ୍ଟେଲରେ ପଶି ଛାତ୍ରୀମାନଙ୍କୁ ଭୟଭୀତ କରାଇଥିଲେ। ଚନ୍ଦ୍ରଶେଖରପୁର ଥାନା ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଲୁଟେରାଙ୍କୁ କାବୁ କରିବାରେ ସଫଳ ହୋଇଛି।

ଆଜି ସନ୍ଧ୍ୟା ବେଳେ ଦୁଇ ଜଣ ଦୁର୍ବୃତ୍ତ ଲୁଟ୍‌ ଉଦ୍ଦେଶ୍ୟରେ ହାତରେ ଛୁରା ଧରି ବୁଦ୍ଧ ପାର୍କ ଅଞ୍ଚଳରେ ଥିବା ଏକ ଲେଡିଜ୍‌ ହଷ୍ଟେଲରେ ପଶିଥିଲେ। ସେମାନେ ପ୍ରଥମେ ଜଣେ ଛାତ୍ରୀଙ୍କୁ ଦୁର୍ବ୍ୟବହାର କରିଥିଲେ। ଫଳରେ ଅନ୍ୟ ଛାତ୍ରୀମାନେ ଭୟଭୀତ ହୋଇଯାଇଥିଲେ। ତେବେ ସେମାନଙ୍କ ମଧ୍ୟରୁ ଜଣେ ଛାତ୍ରୀ ବାହାରକୁ ଆସି ପୋଲିସ୍‌କୁ ଫୋନ୍‌ କରି ଘଟଣା ସମ୍ପର୍କରେ କହିଥିଲେ। ପୋଲିସ ହଷ୍ଟେଲରେ ପହଞ୍ଚି ଦୁର୍ବୃତ୍ତଙ୍କୁ କାବୁ କରିବାରେ ସଫଳ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story