ବ୍ଲୁ ହ୍ୱେଲ୍‌ ଖେଳରେ ଫସିଥିବା ଇଞ୍ଜିନିୟରିଂ ଛାତ୍ର ଉଦ୍ଧାର: ପୋଲିସ କହିଲା- କିଛି ଷ୍ଟେପ୍‌ ଖେଳିଥିଲେ  

କଟକ(ଓଡ଼ିଶା ରିପୋର୍ଟର): ବ୍ଲୁ ହ୍ୱେଲ୍‌ ଗେମ୍‌ ଆତଙ୍କ ଥମିବାର ନାଁ ଧରୁନି। ଟାସ୍କ ପୂରଣ କରିନପାରିବାରୁ ଜୀବନ ହାରୁଛନ୍ତି ଯୁବପିଢ଼ି। ସଚେତନତା ସତ୍ତ୍ୱେ ଆଜି ଦୁଇଟି ଜୀବନ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଛି। ଏଥିରେ ଓଡିଶାରେ ଜଣେ ଇଞ୍ଜିନିୟରିଂ ଛାତ୍ର ଥିବା ବେଳେ ଅନ୍ୟ ଜଣେ ରାଜସ୍ଥାନର ନାବାଳିକା। ଟାସ୍କ ପୂରଣ ନକଲେ ମା’ଙ୍କ ମୃତ୍ୟୁ ହୋଇଯିବ। ଏପରି ଖବର ଶୁଣି ନାବାଳିକା ଜଣକ ହ୍ରଦକୁ ଡେଇଁ ପଡ଼ିଥିଲା। ସମ୍ୱଲପୁର ପରେ କଟକରେ ଜଣେ ଇଞ୍ଜିନିୟରିଂ ଛାତ୍ର […]

blue-1

blue-1

Rakesh Mallick
  • Published: Tuesday, 05 September 2017
  • Updated: 05 September 2017, 05:42 PM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର): ବ୍ଲୁ ହ୍ୱେଲ୍‌ ଗେମ୍‌ ଆତଙ୍କ ଥମିବାର ନାଁ ଧରୁନି। ଟାସ୍କ ପୂରଣ କରିନପାରିବାରୁ ଜୀବନ ହାରୁଛନ୍ତି ଯୁବପିଢ଼ି। ସଚେତନତା ସତ୍ତ୍ୱେ ଆଜି ଦୁଇଟି ଜୀବନ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଛି। ଏଥିରେ ଓଡିଶାରେ ଜଣେ ଇଞ୍ଜିନିୟରିଂ ଛାତ୍ର ଥିବା ବେଳେ ଅନ୍ୟ ଜଣେ ରାଜସ୍ଥାନର ନାବାଳିକା। ଟାସ୍କ ପୂରଣ ନକଲେ ମା’ଙ୍କ ମୃତ୍ୟୁ ହୋଇଯିବ। ଏପରି ଖବର ଶୁଣି ନାବାଳିକା ଜଣକ ହ୍ରଦକୁ ଡେଇଁ ପଡ଼ିଥିଲା।

ସମ୍ୱଲପୁର ପରେ କଟକରେ ଜଣେ ଇଞ୍ଜିନିୟରିଂ ଛାତ୍ର ବ୍ଲୁ ହ୍ୱେଲ୍‌ ଚାପରେ ରହୁଥିଲେ। ଏ ସମ୍ପର୍କରେ ପଡ଼ୋଶୀ ଜାଣିପାରି ଟ୍ୱିଟ୍‌ କରିଥିଲେ। କଟକ କମିଶନରେଟ୍‌ ପୋଲିସ ତାଙ୍କୁ ସିଡିଏ ଅଞ୍ଚଳରୁ ଉଦ୍ଧାର କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛନ୍ତି। ବ୍ଲୁ ହ୍ୱେଲ ଗେମ୍‌ ଖେଳୁଥିବା ଛାତ୍ର ଜଣକ କେନ୍ଦୁଝର ଜିଲ୍ଲାର ବୋଲି ଜଣାପଡ଼ିଛି।

କଟକ ଡିସିପି ଅଖିଳେଶ ସିଂହ କହିଛନ୍ତି-“ଉଦ୍ଧାର ଛାତ୍ର ଜଣକ ବ୍ଲୁ ହ୍ୱେଲ ଗେମ୍‌ର କିଛି ଷ୍ଟେପ୍‌ ଖେଳିଛନ୍ତି। ଖେଳିବା ପରେ ଛାତ୍ର ଜଣକ ଡରି ଯାଇଥିଲେ। ବର୍ତ୍ତମାନ ତାଙ୍କର ସ୍ୱାସ୍ଥ୍ୟ ଓ ମାନସିକ ସ୍ଥିତି ଠିକ୍‌ ଅଛି। ତାଙ୍କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।”

ଯୋଧପୁରରେ ନାବାଳିକାଙ୍କ ଆତ୍ମହତ୍ୟା ଉଦ୍ୟମ

ବ୍ଲୁ ହ୍ୱେଲ୍‌ ଗେମ୍‌ ଖେଳି ରାଜସ୍ଥାନ ଯୋଧପୁରର ଜଣେ ନାବାଳିକା ଆତ୍ମହତ୍ୟା ଉଦ୍ୟମ କରିଥିଲେ। ସୋମବାର ରାତିରେ ନାବାଳିକ ଜଣଙ୍କ ଏକ ହ୍ରଦକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରିଥିଲେ। ନାବାଳିକାଙ୍କ ବୟସ ୧୭ବର୍ଷ ହେବ। ତାଙ୍କ ହାତରେ ବ୍ଲୁ ହ୍ୱେଲର ଚିହ୍ନ ରହିଛି। ଟାସ୍କ ପୂରଣ ନକଲେ ତାଙ୍କ ମାଆଙ୍କ ମୃତ୍ୟୁ ହୋଇଯିବ ବୋଲି ଉଦ୍ଧାର ହେବା ପରେ ନାବାଳିକା ଜଣଙ୍କ କହିଛନ୍ତି। ଆତ୍ମହତ୍ୟା କରିଥିବା ନାବାଳିକାଙ୍କ ବାପା ଜଣେ ବିଏସ୍ଏଫ୍ ଯବାନ। ସୋମବାର ରାତିରେ ନାବାଳିକା ଜଣଙ୍କ ମାର୍କେଟ ଯିବେ ବୋଲି କହି ଘରୁ ବାହାରିଥିଲେ। ପରେ ଏକ ସ୍କୁଟରରେ ହ୍ରଦ ଚାରି ପାର୍ଶ୍ୱରେ ବୁଲିଥିଲେ। ତା’ପରେ ଏକ ସେଲଫି ଉଠାଇ ହ୍ରଦକୁ ଡେଇଁ ପଡିଥିଲେ। ତେବେ ସେହି ସମୟରେ ସେଠାରେ ଉପସ୍ଥିତ କିଛି ବ୍ୟକ୍ତି ନାବାଳିକା ଜଣଙ୍କୁ ଉଦ୍ଧାର କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story