ଛତିଶଗଡ, ହିମାଚଳପ୍ରଦେଶରେ ନିଆରା ଦଶହରା

ଭୁବନେଶ୍ୱର: ଛତିଶଗଡର ବସ୍ତର ଅଞ୍ଚଳରେ ନିଆରା ଦଶହରା। ଏଠାରେ ରଥରେ ବିରାଜାମାନ କରନ୍ତି ମା’ ଦାନ୍ତେଶ୍ୱରୀ । ଆଉ ଭକ୍ତମାନେ ରଥ ଟାଣନ୍ତି । ବିଜୟା ଦଶମୀରେ ସାରାଦେଶ ରାବଣ ଦହନ କରୁଥିବା ବେଳେ ଏଠାରେ କେବେ ବି ରାବଣ ଦହନ କରାଯାଏ ନାହିଁ । ୭୫ ଦିନର ଲମ୍ବା ସମୟ ଧରି ଏଠାରେ ପୂଜା ପାଇଥାନ୍ତି ମା’। ବସ୍ତରର ଆରାଧ୍ୟ ଦେବୀ ହେଉଛନ୍ତି ମା ଦାନ୍ତେଶ୍ୱରୀ। କଥିତଅଛି ପୂର୍ବରୁ ବସ୍ତରର ରାଜା ସ୍ୱପ୍ନାଦେଶ ପାଇ ପୁରୀର […]

chhattisgarh

chhattisgarh

Rakesh Mallick
  • Published: Sunday, 01 October 2017
  • Updated: 01 October 2017, 03:14 PM IST

Sports

Latest News

ଭୁବନେଶ୍ୱର: ଛତିଶଗଡର ବସ୍ତର ଅଞ୍ଚଳରେ ନିଆରା ଦଶହରା। ଏଠାରେ ରଥରେ ବିରାଜାମାନ କରନ୍ତି ମା’ ଦାନ୍ତେଶ୍ୱରୀ । ଆଉ ଭକ୍ତମାନେ ରଥ ଟାଣନ୍ତି । ବିଜୟା ଦଶମୀରେ ସାରାଦେଶ ରାବଣ ଦହନ କରୁଥିବା ବେଳେ ଏଠାରେ କେବେ ବି ରାବଣ ଦହନ କରାଯାଏ ନାହିଁ । ୭୫ ଦିନର ଲମ୍ବା ସମୟ ଧରି ଏଠାରେ ପୂଜା ପାଇଥାନ୍ତି ମା’।
ବସ୍ତରର ଆରାଧ୍ୟ ଦେବୀ ହେଉଛନ୍ତି ମା ଦାନ୍ତେଶ୍ୱରୀ।

କଥିତଅଛି ପୂର୍ବରୁ ବସ୍ତରର ରାଜା ସ୍ୱପ୍ନାଦେଶ ପାଇ ପୁରୀର ଦେବୀ ସୁଭଦ୍ରାଙ୍କ ରଥକୁ ଆଣି ଏଠାରେ ମା’ ଦାନ୍ତେଶ୍ୱରୀଙ୍କ ପୂଜା କରିଥିଲେ। ତା’ପରଠାରୁ ମା’ଙ୍କୁ ରଥରେ ପୂଜା କରାଯାଉଛି । ହଜାର ହଜାର ଭକ୍ତ ଏହି ରଥଯାତ୍ରାରେ ସାମିଲ ହୋଇଥାନ୍ତି।

ସେମିତି ଆଉ ଏକ ସ୍ଥାନ ହେଉଛି ହିମାଚଳ ପ୍ରଦେଶର କୁଲୁ। ପର୍ଯ୍ୟଟନ ପାଇଁ ବେଶ ଜଣାଶୁଣା ଏଠାରେ ବିଜୟା ଦଶମୀ ଠାରୁ ଆରମ୍ଭ ହୋଇଥାଏ ଦଶହରା। ସାତ ଦିନ ଧରି ଚାଲେ ମା’ ହଡିମ୍ବାଙ୍କ ଯାତ୍ରା। ବିଜୟା ଦଶମୀରେ ଆରମ୍ଭ ହୋଇଥିବା ଯାତ୍ରା କୁମାର ପୂର୍ଣ୍ଣିମାରେ ଶେଷ ହୋଇଥାଏ। ସ୍ଥାନୀୟ ଅଞ୍ଚଳର ଧାମପୁର ପଡିଆକୁ ଫୁଲ ଓ ଲାଇଟରେ ସୁନ୍ଦର ଭାବେ ସଜାଯାଇଥାଏ । ମା’ ହଡିମ୍ବାଙ୍କ ସହ ବିଭିନ୍ନ ଦେବାଦେବୀ ମଧ୍ୟ ଏଠାରେ ପୂଜା ପାଇଥାନ୍ତି ।

ଫଟୋ: ଉପର(ଛତିଶଗଡ଼), ନିମ୍ନ(ହିମାଚଳପ୍ରଦେଶ)

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story