ଶତ୍ରୁ ବିନାଶ ପାଇଁ ଚାଣକ୍ୟଙ୍କ ‘ବିଷ କନ୍ୟା’ ଥିଓରି

ଚାଣକ୍ୟ  ଏକାଧାରାରେ ଜଣେ ପ୍ରବୀଣ ଦାର୍ଶନିକ, ଅର୍ଥଶାସ୍ତ୍ରୀ  ଏବଂ  ରାଜନୀତି ବିଜ୍ଞାନର ଜଣେ ପ୍ରାଧ୍ୟାପକ ଥିଲେ। ଭାରତର ପୁରାତନ ବିଶ୍ୱବିଦ୍ୟାଳୟ  ତକ୍ଷଶିଳାରେ ସେ ଅର୍ଥଶାସ୍ତ୍ର ଓ ରାଜନୀତି ବିଜ୍ଞାନର ଜଣେ ପ୍ରାଧ୍ୟାପକ ଥିଲେ।  ଜଣେ କିଙ୍ଗ ମେକରଭାବେ ସେ ବେଶ୍ ଜଣାଶୁଣା। ସେହିପରି ସେ ପ୍ରଥମ ମୌର୍ଯ୍ୟ ସମ୍ରାଟ ଚନ୍ଦ୍ରଗୁପ୍ତ ଏବଂ ତାଙ୍କ ପୁତ୍ର ବିନ୍ଦୁସାରଙ୍କ ମୁଖ୍ୟ ପରାମର୍ଶଦାତା ଥିଲେ । ଚାଣକ୍ୟ ମଧ୍ୟ କୌଟିଲ୍ୟ ଓ ବିଷ୍ଣୁ ଗୁପ୍ତ ନାମରେ ପରିଚିତ ।  ସେ ଅନେକ […]

chanakya

chanakya

Rakesh Mallick
  • Published: Saturday, 14 October 2017
  • Updated: 15 October 2017, 03:23 PM IST

Sports

Latest News

ଚାଣକ୍ୟ  ଏକାଧାରାରେ ଜଣେ ପ୍ରବୀଣ ଦାର୍ଶନିକ, ଅର୍ଥଶାସ୍ତ୍ରୀ  ଏବଂ  ରାଜନୀତି ବିଜ୍ଞାନର ଜଣେ ପ୍ରାଧ୍ୟାପକ ଥିଲେ। ଭାରତର ପୁରାତନ ବିଶ୍ୱବିଦ୍ୟାଳୟ  ତକ୍ଷଶିଳାରେ ସେ ଅର୍ଥଶାସ୍ତ୍ର ଓ ରାଜନୀତି ବିଜ୍ଞାନର ଜଣେ ପ୍ରାଧ୍ୟାପକ ଥିଲେ।  ଜଣେ କିଙ୍ଗ ମେକରଭାବେ ସେ ବେଶ୍ ଜଣାଶୁଣା।

ସେହିପରି ସେ ପ୍ରଥମ ମୌର୍ଯ୍ୟ ସମ୍ରାଟ ଚନ୍ଦ୍ରଗୁପ୍ତ ଏବଂ ତାଙ୍କ ପୁତ୍ର ବିନ୍ଦୁସାରଙ୍କ ମୁଖ୍ୟ ପରାମର୍ଶଦାତା ଥିଲେ । ଚାଣକ୍ୟ ମଧ୍ୟ କୌଟିଲ୍ୟ ଓ ବିଷ୍ଣୁ ଗୁପ୍ତ ନାମରେ ପରିଚିତ ।  ସେ ଅନେକ ପୁସ୍ତକ ମଧ୍ୟ ରଚନା କରିଛନ୍ତି।  ଆଜିର ସମାଜ ଗଠନ ପାଇଁ ବି ଚାଣକ୍ୟଙ୍କ ନୀତି, ଆଦର୍ଶ ଖୁବ୍‌ ମହତ୍ୱ ରଖେ। ତେବେ ସେହି ମହାନାୟକଙ୍କ ବିଷୟରେ ଆସନ୍ତୁ କିଛି ଅକୁହା କଥା ଜାଣିବା।

୧-ଚାଣକ୍ୟ ମୂଳତଃ ଦ୍ରାବିଡ଼ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ। ଜନ୍ମବେଳେ ଚାଣକ୍ୟଙ୍କ ଗୋଟିଏ ଦାନ୍ତ ଅସ୍ୱାଭାବିକ୍‌ ଥିଲା । ଥରେ  ଜଣେ ସାଧୁ ତାଙ୍କ ପରିବାରକୁ ଅସିଥିଲେ। ଆଉ ଚାଣକ୍ୟଙ୍କ ଏହି ଦାନ୍ତ ତାଙ୍କ ନଜରେ ପଡ଼ିବା ପରେ ସାଧୁ ଜଣକ ଭବିଷ୍ୟବାଣୀ କରିଥିଲେ। କହିଥିଲେ ଦିନେ ନା ଦିନେ ଏହି ପୁତ୍ର ରାଜା ହେବ।

୨- ଚାଣକ୍ୟଙ୍କ ବାପା ଜଣେ ଶିକ୍ଷକ ଥିଲେ।  ତେବେ ସାଧୁଙ୍କ କଥାରେ ବିଚଳିତ ହୋଇ ତାଙ୍କ ବାପା । କାଳେ ପୁଅ ବଡ଼ହେଲେ ରାଜା ହୋଇ ବାପା ମା’ଙ୍କୁ ମାନିବେନି ସେହି ଭୟରେ ସେ ଚାଣକ୍ୟଙ୍କ ସେହି ଦାନ୍ତକୁ ଉପାଡ଼ି ଦେଇଥିଲେ। ତଥାପି ସମ୍ପୃକ୍ତ ସାଧୁଙ୍କ ବାଣୀ ସତ ହୋଇଥିଲା । ଚାଣକ୍ୟ ରାଜା ହୋଇ ନ ଥିଲେ ମଧ୍ୟ କିଙ୍ଗ ମେକର ହୋଇଥିଲେ।

୩-ତକ୍ଷଶିଳା ବିଶ୍ୱବିଦ୍ୟାଳୟ(ବର୍ତ୍ତମାନ ପାକିସ୍ତାନରେ ଅବସ୍ଥିତ)ରୁ ଚାଣକ୍ୟ ଅଧ୍ୟୟନ କରିଥିଲେ। ଏକଦା ଏହି ଶିକ୍ଷାନୁଷ୍ଠାନ ବିଶ୍ୱର ସବୁଠୁ ଶ୍ରେଷ୍ଠ ଥିଲା।

୪-ସେ ଏମିତି ଜଣେ ନାୟକ ଥିଲେ ଯିଏ ବିଶ୍ୱ ବିଜେତା ଆଲେକ୍ସଜେଣ୍ଡାର ଦି ଗ୍ରେଟଙ୍କ ଭାରତ ଆକ୍ରମଣ ବିରୋଧରେ ସମ୍ପୂର୍ଣ୍ଣ ଦେଶବାସୀଙ୍କୁ ଏକାଠି କରିପାରି ଥିଲେ। ଭାରତର ସବୁଠୁ ବିଶାଳ ରାଜ ସାମ୍ରାଜ୍ୟ ଗଠନ କରିବାରେ ସେ ହେଉଛନ୍ତି ପ୍ରଥମ। ଏଥିପାଇଁ ସେ ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ସହାୟତା ନେଇଥିଲେ। ଆଉ ୧୯ ବର୍ଷରେ ସେହି ସାମ୍ରାଜ୍ୟରେ ଚନ୍ଦ୍ରଗୁପ୍ତ ରାଜା ହୋଇପାରି ଥିଲେ।

୫-କୁହାଯାଏ ଶତ୍ରୁଙ୍କୁ ବିନାଶ ପାଇଁ ଚାଣକ୍ୟ ଯେଉଁ କୂଟନୀତି ଉପଯୋଗ କରିଥିଲେ ତାହା ଅତି ଭୟଙ୍କର ଥିଲା। ଶତ୍ରୁଙ୍କୁ ମାରିବା ପାଇଁ ଚାଣକ୍ୟ ବିଷ କନ୍ୟା ଥିଓରି ଉପଯୋଗ କରିଥିଲେ। ଏହି ଥିଓରି ଅନୁଯାୟୀ କେତେ ଯୁବତୀମାନଙ୍କୁ ପିଲାଦିନରୁ ପ୍ରତି ଦିନ ସ୍ୱଳ୍ପ ପରିମାଣରେ

ଟିକେ ଟିକେ ବିଷ ଦିଆଯାଉଥିଲା।  ଆଉ ବଡ଼ ହେଲାପରେ ଏମାନେ ବିଷ ଜର୍ଜରିତ ହୋଇ ଯାଉଥିଲେ। ଯେହେତୁ ବିଷ ସହିତ ଏମାନେ ଅଙ୍ଗାଙ୍ଗୀଭାବେ ଜଡ଼ିତ ହୋଇଯାଥିଲେ ସେମାନଙ୍କ ଶରୀରରେ କିଛି ହେଉ ନ ଥିଲା। ଖୁବ୍‌ ବିଷାକ୍ତ ଥିଲେ ଏମାନେ।  ଶତ୍ରୁଙ୍କୁ ପ୍ରେମ ଜାଲରେ ଛନ୍ଦିବା ପାଇଁ ଏହି ବିଷ କନ୍ୟାକୁ ଢାଲ କରାଯାଉଥିଲା। ଯେଉଁମାନେ ଏହି ଯୁବତୀଙ୍କ ଜାଲରେ ଫସୁଥିଲେ ସେମାନଙ୍କ ଜୀବନ ଯାଉଥିଲା। ବିଷ ପିଈ ବିଷାକ୍ତ ହୋଇଯାଉଥିବାରୁ ଏମାନେ ଯେଉଁମାନଙ୍କୁ ଚୁମା ଦେଉଥିଲେ  ସେମାନଙ୍କର ଅଳ୍ପଦିନ ଭିତରେ ବିଷକ୍ରୀୟାରେ ଆସି ମୃତ୍ୟୁ ଘଟୁଥିଲା।

୬-ଜଣେ ଦକ୍ଷ ପରିଚାଳକ ଛଡ଼ା ମେଡିସିନ୍‌ରେ ମଧ୍ୟ ଚାଣକ୍ୟଙ୍କ ଜ୍ଞାନ ଥିଲା।

୭-ଗୋଟିଏ କିମ୍ବଦନ୍ତୀ ଅନୁଯାୟୀ, ଚାଣକ୍ୟ ଯୁବାବୟସରେ ସମସ୍ତ ଦାୟିତ୍ୱ ସମ୍ପାଦନ ପରେ  ବନବାସ ଗମନ କରିଥିଲେ। ଆଉ ନିଜେ ନିଜର ମୃତ୍ୟୁର କାରଣ ପାଲଟିଥିଲେ।  ସେହିପରି ଅନ୍ୟ କିମ୍ବଦନ୍ତୀ ଅନୁଯାୟୀ ଚାଣକ୍ୟଙ୍କ ମୃତ୍ୟୁ ଷଡ଼ଜନ୍ତ୍ରଜନିତ ଥିଲା।

୮-ତାଙ୍କ ମତରେ ନାରୀ ହେଉଛନ୍ତି ସ୍ୱଭାବଜନିତ କୁଟୀଳ ପ୍ରକୃତିର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story