BSNLରେ ଇନ୍‌କ୍ୱାରୀ ଅଫିସର ପଦବୀ ପାଇଁ ବାହାରିଲା ବିଜ୍ଞପ୍ତି

ନୂଆଦିଲ୍ଲୀ: ଭାରତ ସଞ୍ଚାର ନିଗମ ଲିମିଟେଡ୍‌(ବିଏସ୍‌ଏନ୍‌ଏଲ୍‌)ରେ ଇନ୍‌କ୍ୱାରୀ ଅଫିସର ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଇଚ୍ଛୁକ ପ୍ରାର୍ଥୀ ୩୧ମେ ୨୦୧୮ପୂର୍ବରୁ ଆବେଦନ କରିପାରିବେ। ପଦବୀ ସଂଖ୍ୟା- ୦୧ ପୋଷ୍ଟ ଚାକିରି ସ୍ଥାନ- ନୂଆଦିଲ୍ଲୀ ଶିକ୍ଷାଗତ ଯୋଗ୍ୟତା- ବିଏସ୍‌ଏନ୍‌ଏଲ୍‌ କିମ୍ବା ଏମ୍‌ଟିଏନ୍‌ଏଲ୍‌ରେ ଦୂରସଞ୍ଚାର ବିଭାଗ ନିର୍ଦ୍ଦେଶକ ପଦର ଆବସର ପ୍ରାପ୍ତ ଅଧିକାରୀ ଥିବେ। ଚୟନ ପ୍ରକିୟା- ଲିଖିତ ଏବଂ ଇଣ୍ଟରଭ୍ୟୁ ମାଧ୍ୟମରେ ପ୍ରାର୍ଥୀ ଚୟନ କରାଯିବ। କେମିତି କରିବେ ଆବେଦନ- ଇଚ୍ଛୁକ ପ୍ରାର୍ଥୀ ଆବେଦନ ଫର୍ମକୁ GM […]

bs

Rakesh Mallick
  • Published: Monday, 16 April 2018
  • , Updated: 16 April 2018, 01:48 PM IST

ନୂଆଦିଲ୍ଲୀ: ଭାରତ ସଞ୍ଚାର ନିଗମ ଲିମିଟେଡ୍‌(ବିଏସ୍‌ଏନ୍‌ଏଲ୍‌)ରେ ଇନ୍‌କ୍ୱାରୀ ଅଫିସର ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଇଚ୍ଛୁକ ପ୍ରାର୍ଥୀ ୩୧ମେ ୨୦୧୮ପୂର୍ବରୁ ଆବେଦନ କରିପାରିବେ।

ପଦବୀ ସଂଖ୍ୟା- ୦୧ ପୋଷ୍ଟ

ଚାକିରି ସ୍ଥାନ- ନୂଆଦିଲ୍ଲୀ

ଶିକ୍ଷାଗତ ଯୋଗ୍ୟତା- ବିଏସ୍‌ଏନ୍‌ଏଲ୍‌ କିମ୍ବା ଏମ୍‌ଟିଏନ୍‌ଏଲ୍‌ରେ ଦୂରସଞ୍ଚାର ବିଭାଗ ନିର୍ଦ୍ଦେଶକ ପଦର ଆବସର ପ୍ରାପ୍ତ ଅଧିକାରୀ ଥିବେ।

ଚୟନ ପ୍ରକିୟା- ଲିଖିତ ଏବଂ ଇଣ୍ଟରଭ୍ୟୁ ମାଧ୍ୟମରେ ପ୍ରାର୍ଥୀ ଚୟନ କରାଯିବ।

କେମିତି କରିବେ ଆବେଦନ- ଇଚ୍ଛୁକ ପ୍ରାର୍ଥୀ ଆବେଦନ ଫର୍ମକୁ GM (Pers), BSNL Corporate Office, 4th Floor, Bharat Sanchar Bhawan, H.C.M. Lane, Janpath, New Delhi-110001 ଠିକଣାରେ ୩୧ମେ ପୂର୍ବରୁ ପଠାଇ ପାରିବେ।

Related story