ପୁରୁଣା ଫୋନ୍‌ର ଉପଯୋଗ କରନ୍ତୁ ଏମିତି

ଫୋନ୍‌ ଟିକେ ପୁରୁଣା ହୋଇଗଲେ ଆମେ ତାକୁ ଅଦରକାରୀ ଭାବି ଫିଙ୍ଗିଦେଉ ନ ହେଲେ ବିକ୍ରି କରିଦେଉ। କିନ୍ତୁ ଆପଣ ଜାଣନ୍ତି କି ସେ ପୁରୁଣା ଓ ଅଦରକାରୀ ଫୋନ୍ ବେଶ୍‌ ମୂଲ୍ୟବାନ୍‌। ଘରେ ପଡିଥିବା ପୁରୁଣା ଫୋନ୍‌ରୁ ଆପଣ ବେଶ୍ ଦରକାରୀ ଜିନିଷ ତିଆରି କରିପାରିବେ। ଯେମିତିକି ସିସିଟିଭି କ୍ୟାମେରା, ଜିପିଏସ୍‌ ଡିଭାଇସ୍ ଏବଂ ଟିଭି ରିମୋର୍ଟ। ଆଜି ଆମେ ଆପଣଙ୍କୁ ଜଣାଇବୁ ସେସବୁ ପୁରୁଣା ଫୋନ୍‌ରୁ କେମିତି ଆପଣ ଆବଶ୍ୟକୀୟ ଡିଭାଇସ୍‌ ତିଆରି କରିପାରିବେ। […]

phone img

Rakesh Mallick
  • Published: Sunday, 11 February 2018
  • , Updated: 11 February 2018, 05:30 PM IST

ଫୋନ୍‌ ଟିକେ ପୁରୁଣା ହୋଇଗଲେ ଆମେ ତାକୁ ଅଦରକାରୀ ଭାବି ଫିଙ୍ଗିଦେଉ ନ ହେଲେ ବିକ୍ରି କରିଦେଉ। କିନ୍ତୁ ଆପଣ ଜାଣନ୍ତି କି ସେ ପୁରୁଣା ଓ ଅଦରକାରୀ ଫୋନ୍ ବେଶ୍‌ ମୂଲ୍ୟବାନ୍‌। ଘରେ ପଡିଥିବା ପୁରୁଣା ଫୋନ୍‌ରୁ ଆପଣ ବେଶ୍ ଦରକାରୀ ଜିନିଷ ତିଆରି କରିପାରିବେ। ଯେମିତିକି ସିସିଟିଭି କ୍ୟାମେରା, ଜିପିଏସ୍‌ ଡିଭାଇସ୍ ଏବଂ ଟିଭି ରିମୋର୍ଟ। ଆଜି ଆମେ ଆପଣଙ୍କୁ ଜଣାଇବୁ ସେସବୁ ପୁରୁଣା ଫୋନ୍‌ରୁ କେମିତି ଆପଣ ଆବଶ୍ୟକୀୟ ଡିଭାଇସ୍‌ ତିଆରି କରିପାରିବେ।

ପୁରୁଣା ଫୋନ୍‌କୁ ସିସିଟିଭି କ୍ୟାମେରା ବନାଇବା ପାଇଁ IP Webcam ଏବଂ Tinycam monitor ଆପ୍‌ ଡାଉନ୍‌ଲୋଡ କରନ୍ତୁ। ଏଥିରୁ ଆପଣଙ୍କୁ ସିସି କ୍ୟାମେରା ବନାଇବାର ସବିଶେଷ ତଥ୍ୟ ମିଳିଯିବ।

ପୁରୁଣା ଫୋନ୍‌ରୁ ଆପଣ GPS ତିଆରି କରିପାରିବେ। ଏଥିପାଇଁ ଆପଣଙ୍କୁ ଗୁଗଲ୍‌ ମ୍ୟାପ ଏବଂ HERE WeGo ଆପ୍‌କୁ ଡାଉନ୍‌ଲୋଡ କରିବାକୁ ପଡିବ।

Related story