ମୌଳିକ ସମସ୍ୟାରୁ ବଞ୍ଚିତ ଗାଁ ଗୁଡ଼ିକରେ ଭୋଟ ବର୍ଜନ

ଭୁବନେଶ୍ୱର: ଦ୍ୱିତୀୟ ପର୍ଯ୍ୟାୟ ମତଦାନ ବେଳେ ସାଧାରଣ ମୌଳିକ ସୁବିଧା ପୂରଣ ହୋଇ ନ ଥିବା ଦାବିରେ ବିଭିନ୍ନ ସ୍ଥାନରେ ଲୋକେ ଭୋଟ ବର୍ଜନ କରିଛନ୍ତି। ଭଦ୍ରକ ଜିଲ୍ଲା ରମ୍ଭିଳା ପଞ୍ଚାୟତର ୭ ନଂ ୱାର୍ଡର କମାରଖଣୀ ଗ୍ରାମର ଦଳିତ ଲୋକମାନେ ମୌଳିକ ସୁବିଧାରୁ ବଞ୍ଚିତ ହୋଇଥିବାରୁ ଭୋଟ ବର୍ଜନ କରିଥିଲେ। ଗାଁକୁ ଭଲ ରାସ୍ତା ନ ଥିବା ବେଳେ ବିଦ୍ୟାଳୟ କିମ୍ବା ଅଙ୍ଗନୱାଡି କେନ୍ଦ୍ରରେ ପକ୍କା ଘର ନେଇ ଗ୍ରାମବାସୀ ପ୍ରଶାସନକୁ ଜଣାଇଥିଲେ ମଧ୍ୟ କୌଣସି […]

vote

vote

Rakesh Mallick
  • Published: Wednesday, 15 February 2017
  • Updated: 15 February 2017, 09:44 PM IST

Sports

Latest News

ଭୁବନେଶ୍ୱର: ଦ୍ୱିତୀୟ ପର୍ଯ୍ୟାୟ ମତଦାନ ବେଳେ ସାଧାରଣ ମୌଳିକ ସୁବିଧା ପୂରଣ ହୋଇ ନ ଥିବା ଦାବିରେ ବିଭିନ୍ନ ସ୍ଥାନରେ ଲୋକେ ଭୋଟ ବର୍ଜନ କରିଛନ୍ତି। ଭଦ୍ରକ ଜିଲ୍ଲା ରମ୍ଭିଳା ପଞ୍ଚାୟତର ୭ ନଂ ୱାର୍ଡର କମାରଖଣୀ ଗ୍ରାମର ଦଳିତ ଲୋକମାନେ ମୌଳିକ ସୁବିଧାରୁ ବଞ୍ଚିତ ହୋଇଥିବାରୁ ଭୋଟ ବର୍ଜନ କରିଥିଲେ। ଗାଁକୁ ଭଲ ରାସ୍ତା ନ ଥିବା ବେଳେ ବିଦ୍ୟାଳୟ କିମ୍ବା ଅଙ୍ଗନୱାଡି କେନ୍ଦ୍ରରେ ପକ୍କା ଘର ନେଇ ଗ୍ରାମବାସୀ ପ୍ରଶାସନକୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିଲା। ଏହାର ପ୍ରତିବାଦ କରି ଆଜି କମାରଖଣୀ ଗ୍ରାମର ଦଳିତ ଲୋକମାନେ ଭୋଟ୍‌ ଗ୍ରହଣ କେନ୍ଦ୍ର ଆଗରେ ଧାରଣାରେ ବସିଥିଲେ। ସେହିପରି କଲେଇ ପଞ୍ଚାୟତ ସୁନ୍ଦରଗାଡ଼ିଆ ଗ୍ରାମର ୧୮ ନଂ ୱାର୍ଡର ମଧ୍ୟ ଲୋକମାନେ ଭୋଟ ବର୍ଜନ କରିଥିଲେ।

ପଞ୍ଚାୟତ ପୁନର୍ଗଠନକୁ ବିରୋଧ କରି କନ୍ଧମାଳ କେ. ନୂଆଗାଁ ବ୍ଲକର ବଣ୍ଡଗୁଣ୍ଡା ଓ ଜିରିଡିକିଆ ପଞ୍ଚାୟତର ୬ଟି ୱାର୍ଡର ପ୍ରାୟ ୧୦ଟି ଗାଁ ଲୋକେ ଭୋଟ ବର୍ଜନ କରିଥିଲେ।

ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ବାରୁଆ-ବି ପଞ୍ଚାୟତ କୃଷ୍ଣପୁର ଗାଁ ଲୋକମାନେ ମଧ୍ୟ ଭୋଟ ବର୍ଜନ କରିଛନ୍ତି। ଓଡିଶ ପଞ୍ଚାୟତ ସହ କୃଷ୍ଣପୁର ଗାଁକୁ ସାମିଲ କରିବାକୁ ଗାଁ ଲୋକେ ଦାବି କରିଛନ୍ତି।

ମେଡିକାଲ ନିର୍ମାଣ ସହ ପାନୀୟଜଳ ଯୋଗାଣ ଦାବିରେ ନୟାଗଡ଼ ରଣପୁର ଗୋପାଳପୁର ପଞ୍ଚାୟତର ୮ଟି ଗାଁର ଲୋକେ ଭୋଟ ଦେଇନାହାନ୍ତି।

ଝାରସୁଗୁଡା କାତିକେଲା ପଞ୍ଚାୟତର ଭୁର୍କାମୁଣ୍ଡା ଓ ଭାଗିପାଲିରେ ଗ୍ରାମବାସୀ ଭୋଟ ବର୍ଜନ କରିଛନ୍ତି। ବେଦାନ୍ତ କାରଖାନାରେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି, ପ୍ରଦୂଷଣ ଓ ବିସ୍ଥାପନ ସମସ୍ୟାର ସମାଧାନ ହୋଇ ନ ଥିବାରୁ ଗ୍ରାମବାସୀ ଭୋଟ ଦେଇନାହାନ୍ତି।

ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ ଢାଲିଆକୁଜି ପଞ୍ଚାୟତର ଗୟଲକଣା ଓ ଦେଓଗାଁ ଗ୍ରାମବାସୀ ଭୋଟ ବର୍ଜନ କରିଛନ୍ତି। ଏହି ପଞ୍ଚାୟତର ୬ ନମ୍ବର ବୁଥ ଜବରଦଖଲ ହୋଇଥିବା ଅଭିଯୋଗକୁ ନେଇ ଭୋଟ ଅଧାରୁ ବନ୍ଦ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story