ହସ୍ପିଟାଲ ଭିତରେ ପାଦେ ପାଣି

କେନ୍ଦୁଝର: ବର୍ଷା ପାଣିରେ ଉବୁଟୁବୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ। ଗତକାଲି କେନ୍ଦୁଝରରେ ସାମାନ୍ୟ ବର୍ଷା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ହସ୍ପିଟାଲ ଭିତରେ ବାହାରେ ସବୁଠି ପାଣି। ଫଳରେ ରୋଗୀଶୂନ୍ୟ ହୋଇପଡ଼ିଛି ଡାକ୍ତରଖାନା।

[vc_video link="" align="center"]

ଡାକ୍ତରଖାନାର ମୁଖ୍ୟ ପ୍ରବେଶ ପଥ ଆଣ୍ଠୁଏ ପାଣିରେ ବୁଡ଼ି ରହିଛି। ସେହିଭଳି ହସ୍ପିଟାଲର ଆସବାବପତ୍ର ମଧ୍ୟ ପାଣିରେ ବୁଡ଼ି ରହିଛି। ହସ୍ପିଟାଲରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗ ଏବଂ ଓ୍ୱାର୍ଡରେ ପାଣି ପଶିଥିବାରୁ ରୋଗୀସେବା ବ୍ୟାହତ ହୋଇଛି। ବାହାରର ବର୍ଷା ଓ ମଇଳା ପାଣି ହସ୍ପିଟାଲ ଭିତରେ ଜମି ରହିଥିବାରୁ ଏହାକୁ ନିଷ୍କାସନ କରିବା ଏବେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ପାଇଁ କାଠିକର ପାଠ ହୋଇଛି।

Ordigital Desk
• Published: Thursday, 29 June 2017
• Updated: 29 June 2017, 01:48 PM IST

Sports

Latest News

କେନ୍ଦୁଝର: ବର୍ଷା ପାଣିରେ ଉବୁଟୁବୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ। ଗତକାଲି କେନ୍ଦୁଝରରେ ସାମାନ୍ୟ ବର୍ଷା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ହସ୍ପିଟାଲ ଭିତରେ ବାହାରେ ସବୁଠି ପାଣି। ଫଳରେ ରୋଗୀଶୂନ୍ୟ ହୋଇପଡ଼ିଛି ଡାକ୍ତରଖାନା।

[vc_video link="" align="center"]

ଡାକ୍ତରଖାନାର ମୁଖ୍ୟ ପ୍ରବେଶ ପଥ ଆଣ୍ଠୁଏ ପାଣିରେ ବୁଡ଼ି ରହିଛି। ସେହିଭଳି ହସ୍ପିଟାଲର ଆସବାବପତ୍ର ମଧ୍ୟ ପାଣିରେ ବୁଡ଼ି ରହିଛି। ହସ୍ପିଟାଲରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗ ଏବଂ ଓ୍ୱାର୍ଡରେ ପାଣି ପଶିଥିବାରୁ ରୋଗୀସେବା ବ୍ୟାହତ ହୋଇଛି। ବାହାରର ବର୍ଷା ଓ ମଇଳା ପାଣି ହସ୍ପିଟାଲ ଭିତରେ ଜମି ରହିଥିବାରୁ ଏହାକୁ ନିଷ୍କାସନ କରିବା ଏବେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ପାଇଁ କାଠିକର ପାଠ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos