ଜୋତା ସହ ମୋଜା ପିନ୍ଧନ୍ତୁ : ନହେଲେ ପଡ଼ିପାରନ୍ତି ଏହି ସମସ୍ୟାରେ

ସାଧାରଣତଃ ଅନେକ ବ୍ୟକ୍ତି ଜୋତା ପିନ୍ଧିବାକୁ ବେଶ୍‌ ପସନ୍ଦ କରିଥାନ୍ତି। ତେଣୁ ବଜାରରେ ଭିଳିକି ଭଳି ଜୋତା ବିକ୍ରି ହୋଇଥାଏ। ପ୍ରାୟତଃ ଆଜିକାଲି ଯୁବପିଢ଼ୀମାନେ ବିଭିନ୍ନ ଷ୍ଟାଇଲ୍‌ର ଜୋତା ପିନ୍ଧୁଛନ୍ତି। ଯଦି ଆପଣ ବି ଜୋତା ପିନ୍ଧୁଛନ୍ତି ତେବେ କିଛିଟା ଦିଗ ଉପରେ ଗୁରୁତ୍ୱ ଦିଅନ୍ତୁ। କିଛି ଲୋକ ଅଛନ୍ତି ବିନା ମୋଜାରେ ଜୋତା ପିନ୍ଧିଥାନ୍ତି। ଆପଣଙ୍କର ବି ଯଦି ଏପରି ଅଭ୍ୟାସ ରହିଛି,  ତେବେ ଖୁବଶୀଘ୍ର ପରିବର୍ତ୍ତନ କରି ଦିଅନ୍ତୁ। ଡାକ୍ତରଙ୍କ କହିବା ଅନୁସାରେ ଏହି […]

shoes

shoes

Rakesh Mallick
  • Published: Monday, 19 February 2018
  • Updated: 19 February 2018, 10:15 AM IST

ସାଧାରଣତଃ ଅନେକ ବ୍ୟକ୍ତି ଜୋତା ପିନ୍ଧିବାକୁ ବେଶ୍‌ ପସନ୍ଦ କରିଥାନ୍ତି। ତେଣୁ ବଜାରରେ ଭିଳିକି ଭଳି ଜୋତା ବିକ୍ରି ହୋଇଥାଏ। ପ୍ରାୟତଃ ଆଜିକାଲି ଯୁବପିଢ଼ୀମାନେ ବିଭିନ୍ନ ଷ୍ଟାଇଲ୍‌ର ଜୋତା ପିନ୍ଧୁଛନ୍ତି। ଯଦି ଆପଣ ବି ଜୋତା ପିନ୍ଧୁଛନ୍ତି ତେବେ କିଛିଟା ଦିଗ ଉପରେ ଗୁରୁତ୍ୱ ଦିଅନ୍ତୁ। କିଛି ଲୋକ ଅଛନ୍ତି ବିନା ମୋଜାରେ ଜୋତା ପିନ୍ଧିଥାନ୍ତି। ଆପଣଙ୍କର ବି ଯଦି ଏପରି ଅଭ୍ୟାସ ରହିଛି,  ତେବେ ଖୁବଶୀଘ୍ର ପରିବର୍ତ୍ତନ କରି ଦିଅନ୍ତୁ। ଡାକ୍ତରଙ୍କ କହିବା ଅନୁସାରେ ଏହି ଅଭ୍ୟାସ ପାଦ ଓ ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ।

ବିନା ମୋଜାରେ ଜୋତା ପିନ୍ଧିବା ଦ୍ୱାରା ପାଦରୁ କେବଳ ଦୁର୍ଗନ୍ଧ ବାହାରି ନଥାଏ, ପାଦ ସର୍ମ୍ପିକତ ଅନେକ ସମସ୍ୟା ଦେଖାଦେଇଥାଏ। ମୋଜା ନ ପିନ୍ଧିବା ଦ୍ୱାରା ପାଦର ଅଙ୍ଗୁଳି ମଝିରେ ଯନ୍ତ୍ରଣା ହେବାର ଆଶଙ୍କା ବଢ଼ିଯାଇଥାଏ। ପାଦରେ ଝାଳ ବହିବା ଯୋଗୁଁ ତ୍ୱଚାରେ ମଶ୍ଚୟର ବଢ଼ିଯାଇଥାଏ। ଯାହା ଫଙ୍ଗଲ୍‌ ଇନ୍‌ଫେକ୍‌ସନ୍ ହେବାର କାରଣ ପାଲଟି ଥାଏ। ଏହାଦ୍ୱାରା ପାଦ  କୁଣ୍ଡେଇ ହୋଇଥାଏ।

ମୋଜା ପାଦର ଝାଳକୁ ଶୁଖାଇ ଦେଇଥାଏ। ଯାହାଦ୍ୱରା ସଂକ୍ରମଣରୁ ଦୂରେଇ ରହିଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos