ବାରକୋଡ୍‌ କ’ଣ? କ’ଣ ଏହାର କାମ?

ଆଜିକାଲି ବାରକୋଡ୍ ଶବ୍ଦ ସହିତ ପ୍ରାୟ ସମସ୍ତେ ପରିଚିତ ଥିବେ। ଦୋକାନରୁ କୌଣସି ଜିନିଷ କିଣିଲା ବେଳେ ସେଥିରେ ଚାରିକୋଣିଆ ଧଳା ବକ୍ସ ଭିତରେ କିଛି କଳା ଗାର ଥିବା ଏକ ଷ୍ଟିକର ଲାଗିଥାଏ।  ଏହାକୁ ବାରକୋଡ୍(Barcode) କୁହାଯାଏ। ମନରେ ପ୍ରଶ୍ନ ଉଠେ କ’ଣ ଏହି ବାରକୋଡ୍? ଏହା କିପରି କାମ କରେ ? ଆଜି ଆମେ ଆପଣଙ୍କୁ ଏ ବିଷୟରେ ଜଣାଇବୁ। ଏହା ଜାଣିବାପରେ ଆପଣଙ୍କ ସମସ୍ତ ପ୍ରଶ୍ନର ଉତ୍ତର ମିଳିଯିବ। ତେବେ ଆସନ୍ତୁ ଏ […]

barcode

barcode

Rakesh Mallick
  • Published: Sunday, 04 March 2018
  • Updated: 04 March 2018, 06:59 PM IST

Sports

Latest News

ଆଜିକାଲି ବାରକୋଡ୍ ଶବ୍ଦ ସହିତ ପ୍ରାୟ ସମସ୍ତେ ପରିଚିତ ଥିବେ। ଦୋକାନରୁ କୌଣସି ଜିନିଷ କିଣିଲା ବେଳେ ସେଥିରେ ଚାରିକୋଣିଆ ଧଳା ବକ୍ସ ଭିତରେ କିଛି କଳା ଗାର ଥିବା ଏକ ଷ୍ଟିକର ଲାଗିଥାଏ।  ଏହାକୁ ବାରକୋଡ୍(Barcode) କୁହାଯାଏ। ମନରେ ପ୍ରଶ୍ନ ଉଠେ କ’ଣ ଏହି ବାରକୋଡ୍? ଏହା କିପରି କାମ କରେ ? ଆଜି ଆମେ ଆପଣଙ୍କୁ ଏ ବିଷୟରେ ଜଣାଇବୁ। ଏହା ଜାଣିବାପରେ ଆପଣଙ୍କ ସମସ୍ତ ପ୍ରଶ୍ନର ଉତ୍ତର ମିଳିଯିବ। ତେବେ ଆସନ୍ତୁ ଏ ବିଷୟରେ ଜାଣିବା।

ବାରକୋଡ୍‌ କୌଣସି ଉତ୍ପାଦକ ବିଷୟରେ ସମସ୍ତ ସୂଚନା ଦେଇଥାଏ। ଉତ୍ପାଦକର ମୂଲ୍ୟ, ପରିମାଣ, କେଉଁ ଦେଶର ତିଆରି ହୋଇଛି ଓ କେବେ ତିଆରି ହୋଇଛି-  ଏ ସମସ୍ତ ବିଷୟରେ ବାରକୋଡ୍‌ରେ ସୂଚନା ଦିଆଯାଇଥାଏ। ଏଥିସହିତ ବାରକୋଡ୍‌ ସାହାଯ୍ୟରେ କମ୍ପାନୀ ଓ ଷ୍ଟୋର ବିଷୟରେ ମଧ୍ୟ ଜାଣି ହେବ। ବାରକୋଡ୍‌କୁ ଅପ୍ଟିକାଲ ସ୍କାନର ସହାୟତାରେ ପଢ଼ାଯାଇପାରେ।

ବାରକୋଡ୍‌କୁ ଦୁଇ ଭାଗରେ ବିଭକ୍ତ କରାଯାଇଛି।

  • ପ୍ରଥମଟି ହେଲା ରେଖାକୃତ ବାରକୋଡ(Linear Barcode) କିମ୍ବା 1D ବା 1 Dimensional ବାରକୋଡ୍‌।
  • ଦ୍ୱିତୀୟଟି ହେଲା 2 Dimensional Barcodes ବା 2D ବାରକୋଡ୍‌।

1D ବାରକୋଡ୍‌ ସାଧାରଣ ସାମଗ୍ରୀ ଯେପରି ସାବୁନ୍, ପେନ୍‌ ଓ ମୋବାଇଲ୍‌ ଆଦିରେ ପ୍ରୟୋଗ କରାଯାଇଥାଏ। ସେହିଭଳି 2D ବାରକୋଡ୍‌ ପେଟିଏମ୍‌ ଆପ୍‌ରେ ଆପଣ ଦେଖିଥିବେ ନିଶ୍ଚୟ।

2D ବାରୋକଡ୍‌ରେ 1D ବାରକୋଡ୍‌ ଅପେକ୍ଷା ଅଧିକ ଡାଟା ଦିଆଯାଇପାରେ। ଯଦି ଏଥିରେ କିଛି କଟାକଟି ହୋଇଥାଏ, ତେବେ ସ୍କାନର ମାଧ୍ୟମରେ ଏହାକୁ ପଢ଼ା ଯାଇପାରିବ। କିନ୍ତୁ 1Dରେ ଏପରି ହୋଇପାରିବ ନାହିଁ।

1D ବାରକୋଡ୍‌ କ’ଣ?: ଆମେ ଆପଣଙ୍କୁ ଏଠାରେ କହି ଦେବାକୁ ଚାହୁଁଛୁ ଯେ, କମ୍ପ୍ୟୁଟର କେବଳ ‘୦’ ଏବଂ ‘୧’ ଭଳି ଦୁଇଟି  binary codeକୁ ବୁଝିବାକୁ ସକ୍ଷମ। ଏଣୁ ବାରକୋଡ୍‌ ମଧ୍ୟରେ ଥିବା ୯୫ଟି ଅନୁଭାଗରେ ଭିନ୍ନ ଆକୃତିରେ ଏହି ୨ଟି ସଂଖ୍ୟାକୁ ହିଁ ଉପସ୍ଥାପିତ କରାଯାଇଥାଏ। ଏହାପରେ ଉକ୍ତ ୯୫ ଅନୁଭାଗକୁ ଆହୁରି ୧୫ ଭାଗରେ ବାଣ୍ଟିଦିଆଯାଏ। ୧୫ ଭାଗରେ ବାଣ୍ଟି ହୋଇଯିବା ପରେ ତନ୍ମଧ୍ୟରୁ ୧୨ଟି ସାରଣୀ ବା ଅନୁଭାଗରେ ଲେଖାଯାଇଥାଏ ବାରକୋଡ୍‌।

ଆଉ ଗୋଟିଏ କଥା ମଧ୍ୟ ଜାଣିରଖିବା ଉଚିତ୍‌ ଯେ, ଏହି ବାରକୋଡ୍‌କୁ ବାମରୁ ଡାହାଣ ଆଡକୁ ବାରକୋଡ୍‌ ରିଡର୍‌ ମାଧ୍ୟମରେ ପଢା ଯାଇଥାଏ। ପଠିତ ସଂଖ୍ୟାଗୁଡିକ ସମ୍ପୂର୍ଣ୍ଣ ଭିନ୍ନ ହୋଇଥାନ୍ତି। ବାମପଟୁ ଆରମ୍ଭ ହେଉଥିବା ସଂଖ୍ୟା ‘୦’ରୁ ଆରମ୍ଭ ହୋଇ ‘୧’ରେ ଶେଷ ହୋଇଥାଏ। ହେଲେ ଡାହାଣ ପଟେ ଦିଆଯାଇଥିବା ନଂ ‘୧’ରୁ ଆରମ୍ଭ ହୋଇ ‘୦’ରେ ଶେଷ ହୋଇଥାଏ।

ବାରକୋଡ୍‌ କିପରି କାର୍ଯ୍ୟ କରେ:

୧. ବାରକୋଡ୍‌ ପଢ଼ିବା ପାଇଁ ଗୋଟିଏ ‘ବାରକୋଡ୍‌ ରିଡର’ର ଆବଶ୍ୟକତା ପଡ଼ିଥାଏ। ଏହାର ଲେଜର ଲାଇଟ୍‌ ବାରକୋଡ୍‌ ଉପରେ ପକାଯାଏ। ଏହି ଲାଇଟ୍‌ ବାରକୋଡ୍‌ର ପ୍ରଥମ କଲମ୍‌ ଉପରେ ପଡ଼ିବା ମାତ୍ରେ ଯଦି ନ ଜଳେ ତାହେଲେ ବାରକୋଡ୍‌ ରିଡର ଏହାକୁ ୧ ବୋଲି ପଢ଼ିଥାଏ।

୨. ଯଦି କୌଣସି କଲମ୍‌ ଉପରେ ଲାଇଟ୍ ପଡ଼ିଲା ମାତ୍ରେ ଲାଲ୍ ରଙ୍ଗର ଲାଇଟ୍‌ ଜଳେ ତାହେଲେ ବାରକୋଡ୍‌ ରିଡର ଏହାକୁ '୦' ପଢ଼ିଥାଏ।

୩. ବାରକୋଡ୍‌ର ଡାହାଣ ପାଖରେ ଲେଖାଯାଇଥିବା ‘୦’ ଉତ୍ପାଦକଟି କେଉଁ ପ୍ରକାର ତାହା ସୂଚାଇଥାଏ। ଯଦି ଡାହାଣ ପାଖରେ ୨ ଲେଖାଯାଇଥାଏ ତା’ହେଲେ ଏହା ମାଂସ କିମ୍ବା ଅନ୍ୟ କୌଣସି ଖାଇବା ପଦାର୍ଥ ବୋଲି ସୂଚନା ଦେଇଥାଏ। ଯଦି ଡାହାଣ ପାଖରେ ୩ ଲେଖାଯାଇଥାଏ, ତାହେଲେ ଉତ୍ପାଦାକଟି ଫାର୍ମାସୀ ସମ୍ବନ୍ଧୀୟ ହୋଇଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story