ଟ୍ରେନ୍‌ ବଗିରେ ଅଙ୍କିତ ହୋଇଥିବା ସଂଖ୍ୟାର ଅର୍ଥ କ’ଣ, ଜାଣନ୍ତୁ ରହସ୍ୟ

ଆପଣ ନିଶ୍ଚୟ ଟ୍ରେନ୍‌ରେ ଯାତ୍ରା କରିଥିବେ। ଏହି ଯାତ୍ରା ବେଳେ ଆପଣ ଟ୍ରେନ୍‌ର ଅନେକ କିଛି ଦୃଶ୍ୟ ଦେଖିଥିବେ। କିନ୍ତୁ ଆପଣ ଏହାକୁ ନଜର ଅନ୍ଦାଜ କରି ଥିବେ। ହେଲେ ଏ ସବୁ ପଛରେ କିଛି ନା କିଛି ଗୁରୁରୁତ୍ୱପୂର୍ଣ୍ଣ ଅର୍ଥ ଓ ଉଦ୍ଦେଶ୍ୟ ରହିଛି।  ଗରିବଠାରୁ ଧନୀ ପର୍ଯ୍ୟନ୍ତ ସମସ୍ତଙ୍କ ଜୀବନ ରେଖା କୁହାଯାଉଥିବା ଏହି ରେଳଗାଡ଼ିକୁ ନେଇ ଅନେକ ରୋଚକ ତଥ୍ୟ ରହିଛି। ଯାହା ଖୁବ୍‌ କୌତୁହଳପୂର୍ଣ୍ଣ। ଆଜି ଆମେ ଟ୍ରେନ୍‌ ବଗିରେ ଅଙ୍କିତ […]

rail-1

rail-1

Rakesh Mallick
  • Published: Thursday, 05 July 2018
  • Updated: 05 July 2018, 10:19 AM IST

Sports

Latest News

ଆପଣ ନିଶ୍ଚୟ ଟ୍ରେନ୍‌ରେ ଯାତ୍ରା କରିଥିବେ। ଏହି ଯାତ୍ରା ବେଳେ ଆପଣ ଟ୍ରେନ୍‌ର ଅନେକ କିଛି ଦୃଶ୍ୟ ଦେଖିଥିବେ। କିନ୍ତୁ ଆପଣ ଏହାକୁ ନଜର ଅନ୍ଦାଜ କରି ଥିବେ। ହେଲେ ଏ ସବୁ ପଛରେ କିଛି ନା କିଛି ଗୁରୁରୁତ୍ୱପୂର୍ଣ୍ଣ ଅର୍ଥ ଓ ଉଦ୍ଦେଶ୍ୟ ରହିଛି।  ଗରିବଠାରୁ ଧନୀ ପର୍ଯ୍ୟନ୍ତ ସମସ୍ତଙ୍କ ଜୀବନ ରେଖା କୁହାଯାଉଥିବା ଏହି ରେଳଗାଡ଼ିକୁ ନେଇ ଅନେକ ରୋଚକ ତଥ୍ୟ ରହିଛି। ଯାହା ଖୁବ୍‌ କୌତୁହଳପୂର୍ଣ୍ଣ। ଆଜି ଆମେ ଟ୍ରେନ୍‌ ବଗିରେ ଅଙ୍କିତ ହୋଇଥିବା ସଂଖ୍ୟାର ରାଜ୍‌ ବିଷୟରେ କହିବୁ । ପ୍ରତିବଗିର ସାଇଟ୍‌ରେ କାହିଁକି ଭିନ୍ନ ଭିନ୍ନ ବିଶିଷ୍ଟ ନମ୍ବର ଥାଏ ତାର କାରଣ କହିବୁ ।

ପ୍ରାୟ ୧୬୪ ବର୍ଷ ପୂର୍ବରୁ ୧୬ ଏପ୍ରିଲ ୧୮୫୩ରେ ଭାରତରେ ରେଳ ସେବା ଆରମ୍ଭ ହୋଇଥିଲା। ଆଉ ପ୍ରଥମ ଟ୍ରେନ୍‌ ମୁମ୍ବାଇରୁ ଥାଣେ ପର୍ଯ୍ୟନ୍ତ ୩୩ କିଲୋମିଟର ଚାଲିବା ପାଇଁ ନିଷ୍ପତ୍ତି ନିଯାଇଥିଲା। ସେହି ଟ୍ରେନ୍‌ରେ ୧୪ଟି ବଗି ଥିଲା।  ଯେତେବେଳେ ସେହି ଟ୍ରେନ୍‌ ୪୦୦ ଯାତ୍ରୀଙ୍କ ସହ ଭୋରୁ ୩ଟା ୩୦ ସମୟରେ ବୋରୀ ବନ୍ଦର ପହଞ୍ଚିଲା ସେହି ଦିନକୁ ସାର୍ବଜନୀକ  ଅବକାଶ ରୂପରେ ଘୋଷଣା କରାଯାଇଥିଲା। ୧୯୫୧ରେ ଭାରତୀୟ ରେଳକୁ ରାଷ୍ଟ୍ରୀୟମାନ୍ୟତା ମିଳିଥିଲା। ଆଉ ଏବେ ଭାରତୀୟ ରେଳ ଏସିଆର ସବୁଠୁ ବଡ଼ ରେଳ ନେଟ୍‌ୱର୍କ ଭାବେ ଉଭା ହୋଇଛି। ଖୁବ୍‌ କମ୍‌ ଦିନ ମଧ୍ୟରେ ଦୁନିଆର ଦ୍ୱିତୀୟ ବଡ଼ ନେଟୱର୍କ ହୋଇପାରିଛି।  ଏତେ ବଡ଼ ନେଟ୍‌ୱର୍କ ହେବା ସହ ଭାରତୀୟ ଟ୍ରେନ୍‌ରେ ଅଧିକ ବଗି ଥାଏ । ତା’ସହ ବଗି ପାଖରେ କିଛି ସଂଖ୍ୟା ମଧ୍ୟ ଥାଏ। ତେବେ ଆସନ୍ତୁ ଜାଣିବା ଏହା ପଛର ଉଦ୍ଦେଶ୍ୟ ଓ ଅର୍ଥ କ’ଣ।

ଏହାର ଅର୍ଥ: ବଗିରେ ସାଧାରଣତଃ ୪,୫ ଓ୬ ବିଶିଷ୍ଟ ଅଙ୍କର ସ୍ଥାନିତ ହୋଇଥାଏ। ଯେଉଁଥିରେ ପ୍ରଥମ  ଦୁଇ ଅଙ୍କ ନିର୍ମାଣର ବର୍ଷ ଦର୍ଶାଇଥାଏ।

ଉଦାହରଣ- ୮୪୩୯-ଯାହାର ଅର୍ଥ ୧୯୮୪ରେ ନିର୍ମିତ, ୦୪୦୫୨-ଯାହାର ଅର୍ଥ ୨୦୦୪ରେ ନିର୍ମିତ କିମ୍ବା ୯୨୧୩୨- ଯାହାର ଅର୍ଥ ୧୯୯୨ରେ ନିର୍ମିତ ବଗି। କିଛି ଘଟଣାରେ ପ୍ରଥମ ଦୁଇ ଅଙ୍କ ନିର୍ମାଣ ହୋଇଥିବା ବର୍ଷକୁ ପ୍ରତିନିଧିତ୍ୱ କରେ। କିନ୍ତୁ ଉତ୍ତର ରେଲୱେର କିଛି ରାଜଧାନୀ ଏକ୍ସ୍ରପ୍ରେସ୍‌ରେ ସ୍ଥାନିତ ହୋଇଥିବା ନମ୍ବର ପେଟେନ୍‌ ଭିନ୍ନ। ଏହି ଗାଡ଼ି ଗୁଡ଼ିକର କୋଚ୍‌ ଉପରେ 2951/2 କିମ୍ବା 2953/4 ଉଲ୍ଲେଖ ଥାଏ।  ସେହିପରି କିଛି ବଗିରେ ୩, ୪ ଏବଂ ୫ ଭଳି ସିରିଏଲ ନମ୍ବର ଥାଏ। ଯାହାର ଅର୍ଥ ହେଲା ଏହି ବଗି ଗୁଡ଼ିକ ଖୁବ୍‌ ପୁରୁଣା। ଯଦି ବଗିରେ '00', '01' ଭଳି ସଂଖ୍ୟା ଥାଏ ତେବେ ଏହାର ନିର୍ମାଣ ୨୦୦୦ ପରେ  ବୋଲି ଧରାଯିବ। ସେହିପରି ଏସି ବଗିକୁ ନେଇ ମଧ୍ୟ କିଛି ନମ୍ବର ରହିଥାଏ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story