୧୯୫୦ରେ ଦେଶରେ ସମ୍ବିଧାନ ଲାଗୁ ହୋଇଥିଲା: ଜାଣିଛନ୍ତି ସମୟ କେତେ ଥିଲା

ନୂଆଦିଲ୍ଲୀ: ୧୯୪୭ ଅଗଷ୍ଟ ୧୫ରେ ଦେଶ ସ୍ୱଧୀନ ହୋଇଥିଲା। ଏହାକୁ ସ୍ୱାଧୀନତା ଦିବସ ଭାବେ ପାଳନ କରାଯାଇଥାଏ। ୧୯୫୦ ଜାନୁଆରୀ ୨୬ ତାରିଖରେ ଭାରତକୁ ଗଣତନ୍ତ୍ର ରାଷ୍ଟ୍ର ଭାବେ ଘୋଷଣା କରାଯାଇଥିଲା ଓ ପ୍ରଥମ ଥର ପାଇଁ ଗଣତନ୍ତ୍ର ଦିବସ ପାଳନ କରାଯାଇଥିଲା। ଏହିଠାରୁ ଦେଶରେ ସବୁ କାମ ସମ୍ବିଧାନ ଅନୁସାରେ ଲାଗୁ ହୋଇଥିଲା। ଏହା ସମସ୍ତେ ଜାଣିଛନ୍ତି। ହେଲେ ବହୁତ କମ ଲୋକ ଜାଣିଛନ୍ତି ଭାରତ ଗଣତନ୍ତ୍ର ରାଷ୍ଟ୍ର ହେବା ବେଳେ ସମୟ କେତେ ହୋଇଥିଲା। […]

first-republic-day

first-republic-day

Rakesh Mallick
  • Published: Friday, 26 January 2018
  • Updated: 26 January 2018, 12:41 PM IST

Sports

Latest News

ନୂଆଦିଲ୍ଲୀ: ୧୯୪୭ ଅଗଷ୍ଟ ୧୫ରେ ଦେଶ ସ୍ୱଧୀନ ହୋଇଥିଲା। ଏହାକୁ ସ୍ୱାଧୀନତା ଦିବସ ଭାବେ ପାଳନ କରାଯାଇଥାଏ। ୧୯୫୦ ଜାନୁଆରୀ ୨୬ ତାରିଖରେ ଭାରତକୁ ଗଣତନ୍ତ୍ର ରାଷ୍ଟ୍ର ଭାବେ ଘୋଷଣା କରାଯାଇଥିଲା ଓ ପ୍ରଥମ ଥର ପାଇଁ ଗଣତନ୍ତ୍ର ଦିବସ ପାଳନ କରାଯାଇଥିଲା। ଏହିଠାରୁ ଦେଶରେ ସବୁ କାମ ସମ୍ବିଧାନ ଅନୁସାରେ ଲାଗୁ ହୋଇଥିଲା। ଏହା ସମସ୍ତେ ଜାଣିଛନ୍ତି। ହେଲେ ବହୁତ କମ ଲୋକ ଜାଣିଛନ୍ତି ଭାରତ ଗଣତନ୍ତ୍ର ରାଷ୍ଟ୍ର ହେବା ବେଳେ ସମୟ କେତେ ହୋଇଥିଲା। ଦେଶ ପ୍ରଥମେ ଗଣତନ୍ତ୍ର ହୋଇଥିଲା ନା ପ୍ରଥମେ ରାଷ୍ଟ୍ରପତି ହୋଇଥିଲେ। ଏହାକୁ ନେଇ ଓଡ଼ିଶା ରିପୋର୍ଟରର ବିଶେଷ ଉପସ୍ଥାପନା।

ପିଆଇବି (ପ୍ରେସ୍‌ ଇନ୍‌ଫରମେସନ ବ୍ୟୁର, ଭାରତ ସରକାର) ଅନୁସାରେ ଦେଶ ୨୬ ଜାନୁଆରୀ ୧୯୫୦ ସକାଳ ୧୦ଟା ୧୮ ମିନିଟ୍‌ରେ ଗଣତନ୍ତ୍ର ହୋଇଥିଲା। ଏହାର ୬ ମିନିଟ୍‌ ପରେ ସକାଳ ୧୦ଟା ୨୪ ମିନିଟ୍‌ରେ ଡକ୍ତର ରାଜେନ୍ଦ୍ର ପ୍ରସାଦ ଭାରତର ପ୍ରଥମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଥିଲେ।

ଏହି ଦିନ ରାଷ୍ଟ୍ରପତି ଭାବେ ପ୍ରସାଦ ବଗିରେ ବସି ପ୍ରଥମ ଥର ପାଇଁ ରାଷ୍ଟ୍ରପତି ଭବନରୁ ବାହାରି ଥିଲେ। ପ୍ରଥମ ଥର ପାଇଁ ତାଙ୍କୁ ଭାରତୀୟ ସେନା ସଲାମୀ ଦେଇଥିଲା। ପ୍ରଥମ ଥର ପାଇଁ ତାଙ୍କୁ ଗାର୍ଡ ଅଫ୍‌ ଅନର ଦିଆଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story