୩୧ରୁ ଏହି ୩ଟି ଫୋନ୍‌ରେ କାମ କରିବନି ହ୍ୱାଟସ୍‌ଆପ୍

ଯୁଗ ବଦଳୁଛି। ଦେଶ ଡିଜିଟାଲ ଆଡକୁ ମୁହାଁଉଛି। ଦୈନଦିନ ଜୀବନର ଦରକାରୀ କାମ ଇଣ୍ଟରନେଟ୍‌ ମାଧ୍ୟମରେ ହେଉଥିବା ବେଳେ କଥାବାର୍ତ୍ତାର ମାଧ୍ୟମ ସାଜିଛି ସୋସିଆଲ୍‌ ମିଡିଆ ଓ ମେସେଜିଂ ଆପ୍‌। ସେଥିମଧ୍ୟରୁ ହ୍ୱାଟସ୍ଆପ ଅନ୍ୟତମ। ଆଜିର ସବୁଠାରୁ ଲୋକପ୍ରିୟ ମେସେଜିଂ ଆପ୍‌ ହେଉଛି ହ୍ୱାଟସ୍ଆପ୍‌। ଚାଟ୍, ଭଏସ୍‌ କଲ ଓ ଭିଡିଓ କଲ୍‌ ପରି ସମସ୍ତ ସୁବିଧା ଏହି ଗୋଟିଏ ମେସେଜିଂ ଆପ୍‌ରେ ମିଳୁଥିବାରୁ ଏବେ ଏହାର ବହୁଳ ବ୍ୟବହାର ହେଉଛି। କିନ୍ତୁ ଯଦି ଆପଣ ଜାଣିବେ […]

whatsapp

Ordigital Desk
  • Published: Friday, 29 December 2017
  • , Updated: 29 December 2017, 04:09 PM IST

ଯୁଗ ବଦଳୁଛି। ଦେଶ ଡିଜିଟାଲ ଆଡକୁ ମୁହାଁଉଛି। ଦୈନଦିନ ଜୀବନର ଦରକାରୀ କାମ ଇଣ୍ଟରନେଟ୍‌ ମାଧ୍ୟମରେ ହେଉଥିବା ବେଳେ କଥାବାର୍ତ୍ତାର ମାଧ୍ୟମ ସାଜିଛି ସୋସିଆଲ୍‌ ମିଡିଆ ଓ ମେସେଜିଂ ଆପ୍‌। ସେଥିମଧ୍ୟରୁ ହ୍ୱାଟସ୍ଆପ ଅନ୍ୟତମ। ଆଜିର ସବୁଠାରୁ ଲୋକପ୍ରିୟ ମେସେଜିଂ ଆପ୍‌ ହେଉଛି ହ୍ୱାଟସ୍ଆପ୍‌। ଚାଟ୍, ଭଏସ୍‌ କଲ ଓ ଭିଡିଓ କଲ୍‌ ପରି ସମସ୍ତ ସୁବିଧା ଏହି ଗୋଟିଏ ମେସେଜିଂ ଆପ୍‌ରେ ମିଳୁଥିବାରୁ ଏବେ ଏହାର ବହୁଳ ବ୍ୟବହାର ହେଉଛି। କିନ୍ତୁ ଯଦି ଆପଣ ଜାଣିବେ ଯେ ଆପଣଙ୍କ ହ୍ୱାଟସ୍‌ଆପ୍ ବନ୍ଦ ହେବାକୁ ଯାଉଛି ତେବେ କ'ଣ କରିବେ? ହଁ, ଚଳିତ ବର୍ଷ ଡିସେମ୍ବର ୩୧ପରଠୁ କିଛି ମୋବାଇଲ୍ ଫୋନ୍‌ରେ ଆଉ ହ୍ୱାଟସ୍‌ଆପ୍‌ କାମ କରିବ ନାହିଁ। ସେଗୁଡିକ ହେଲା-

୧) ବ୍ଲାକବେରି os

୨) ବ୍ଲାକବେରି ୧୦

୩) ୱିନ୍‌ଡୋଜ୍‌ ୮୦

ଏହି ସବୁ ଫୋନ୍‌ରେ ସଫ୍ଟୱେର ଡେଭଲପ୍ କରିହୁଏନି ଓ ପୁରୁଣା ଫୋନ୍‌ରେ ଏମିତି କିଛି ଫିଚର ଅଛି ଯାହା ଯେକୌଣସି ମୁହୂର୍ତ୍ତରେ କାମ କରିବା ବନ୍ଦ କରିଦିଏ ବୋଲି କହିଛନ୍ତି ହ୍ୱାଟସ୍‌ଆପ୍‌ କର୍ତ୍ତୃପକ୍ଷ।

Related story