ପରିବାରରେ ସୁଖ ଶାନ୍ତି ପାଇଁ ଆମେ ଅନେକ କଥା ମାନିଥାଉ। କେତେବେଳେ ପୂଜାପାଠ ତ କେତେବେଳେ ନୀତିନିୟମ ମାନି ଚଳିବାକୁ ପଡିଥାଏ। ହେଲେ ଜାଣିଛନ୍ତି ଘରର ଆସବାପତ୍ର ରଖିବାର ମଧ୍ୟ ନିଦ୍ଧିଷ୍ଟ ନିୟମ ରହିଛି। ଏପରି କରିବା ଦ୍ୱାରା ଘରେ ଶାନ୍ତି ରହିଥାଏ। ବିଶ୍ୱାସ କରାଯାଏ ନିମ୍ନଲିଖିତ ଉପାୟଗୁଡିକୁ ଆପଣେଇଲେ ଘରେ ସୁଖ ଶାନ୍ତି ବଜାୟ ରହେ।
- ଶୋଇବା ଘରେ ସୂର୍ଯ୍ୟକିରଣ ପଡିବା ଉଚିତ। ଏହା ସହ ବାୟୁଚଳାଚଳ ଯେପରି ସଠିକ ଢଙ୍ଗରେ ହେବ ସେ ପ୍ରତି ଧ୍ୟାନ ଦେବା ଉଚିତ।
- ବାସ୍ତୁ ଅନୁସାରେ ଘରେ କୌଣସି କୃତିମ ଗଛ ନ ଲଗାଇ ଅସଲି ଗଛ ଲଗାନ୍ତୁ। ଏହା ଘର ପାଇଁ ଶୁଭ।
- ଘରେ ଡ୍ରେସିଂ ଟେବଲ ରଖିଥିଲେ ଏହାକୁ ଘରର ଉତ୍ତର-ପୂର୍ବ ଅବା ପୂର୍ବ ଦିଗରେ ରଖନ୍ତୁ।
- ଘରର ଉତ୍ତର ଦିଗରେ ସୋଫା, ଟିଭି, କୁଲରକୁ ରଖିବା ଭଲ।
- ପ୍ରବେଶ ଦ୍ୱାରରେ ଫିସ୍ ପଟ ରଖନ୍ତୁ। ଏହା ଦ୍ୱାରା ଆୟ ବଢିଥାଏ ବୋଲି ବିଶ୍ୱାସ କରାଯାଏ।
- ପଲଙ୍କ ତଳକୁ ସର୍ବଦା ସଫା ରଖନ୍ତୁ।
- ଘର ଟଏଲେଟ୍କୁ ଉତ୍ତର-ପୂର୍ବରେ ରଖନ୍ତୁ ନାହିଁ। ଏହା ଦ୍ୱାରା ଘରେ ଅଶାନ୍ତି ବଢିଥାଏ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Food
ବଡ଼ ଦିନରେ ଘରେ ପ୍ରସ୍ତୁତ କରନ୍ତୁ ଚିକେନର ଏହି ସୁନ୍ଦର ରେସିପି
ଏହାକୁ ଗରମାଗରମ ରୁଟି, ନାନ କିମ୍ବା ଭାତ ସହ ଖାଇପାରିବେ।
Health
ଭଲ ହୋଇଯିବ ଓଠ ଫଟା; ଆପଣାନ୍ତୁ ଏହି ଘରୋଇ ଉପଚାର
ଲିପବାମ୍ ବ୍ୟବହାର କରିବା ପରିବର୍ତ୍ତେ ଘରୋଇ ଉପଚାର ମାଧ୍ୟମରେ ଆମେ ଓଠ ଫାଟିବାରୁ ମୁକ୍ତି ପାଇ ପାରିବା।
Health
ଭୁବନେଶ୍ୱର AIIMSରେ ୩ ମାସରେ ୩୧ ଏଚ୍ଆଇଭି ପଜିଟିଭ୍ ଚିହ୍ନଟ
ଭାରତରେ ଏଚଆଇଭି ସର୍ଭିଲାନ୍ସ ପାଇଁ ଥିବା ୮ଟି ଆଞ୍ଚଳିକ ପ୍ରତିଷ୍ଠାନ ମଧ୍ୟରୁ ଭୁବନେଶ୍ୱର ଏମ୍ସ ଅନ୍ୟତମ।
Health
କାର୍ଡିଆକ୍ ଆରେଷ୍ଟ ଓ ହାର୍ଟ ଆଟାକ୍ ସମାନ, ନା ଭିନ୍ନ ଭିନ୍ନ?
ହୃଦଘାତ ଓ କାର୍ଡିଆକ୍ ଆରେଷ୍ଟକୁ ନେଇ ଅନେକ ସମୟରେ ଦ୍ୱନ୍ଦ୍ୱ ଉପୁଜେ। ଏହା ଗୋଟିଏ ପ୍ରକାର ରୋଗ, ନା ଭିନ୍ନ, ଜାଣନ୍ତୁ...
Health
କୋଲେଷ୍ଟ୍ରଲ ସହ ଏହି ସବୁ ସମସ୍ୟାକୁ ଦୂର କରେ ଚିଆ ସିଡ୍ସ ଓ ଲେମ୍ବୁ
ଚିଆ ସିଡ୍ସ ଓ ଲେମ୍ବୁ ରସକୁ ମିଶାଇ ପିଇବା ଦ୍ୱାରା କି କି ଫାଇଦା ମିଳେ, ଜାଣନ୍ତୁ...