ଜାଣନ୍ତୁ କେଉଁ ୨ଟି ଜିନିଷ ଏକାଠି କିଣିଲେ ଅମଙ୍ଗଳ

<p>ଭୁବନେଶ୍ୱର(ଓଡିଶା ରିପୋର୍ଟର): ଅନେକ ସମୟରେ ଆପଣ ଘରକରଣା ଜିନିଷ କିଣୁଥିବେ। ଯାହା ଆବଶ୍ୟକ ତାହା ବଜାର ଯାଇ ଏକସଙ୍ଗେ କିଣି ଆଣୁଥିବେ। ଶାସ୍ତ୍ରବିତ୍&zwnj;ଙ୍କ କହିବା ଅନୁଯାୟୀ କିଣାକିଣି କରିବା ସମୟରେ ଟିକେ ଧ୍ୟାନ ଦିଅନ୍ତୁ। କାରଣ ଏମିତି କିଛି ଘରକରଣା ଜିନିଷ ରହିଛି ଯାହା ଏକ ସଙ୍ଗେ କିଣିଲେ ଘର ପାଇଁ ଅମଙ୍ଗଳ ହୋଇଥାଏ। ଝାଡୁ ଏବଂ କୁଲାକୁ ଏକସଙ୍ଗେ କିଣନ୍ତୁ ନାହିଁ। ଏଥିସହ ଝାଡୁ ଓ କୁଲାକୁ ଘରେ ଏକାଠି ରଖନ୍ତୁ ନାହିଁ। ଏହାଦ୍ୱାରା ପରିବାରରେ ଅଶୁଭ ହୋଇଥାଏ।</p>

Ordigital Desk
  • Published: Monday, 19 March 2018
  • Updated: 19 March 2018, 12:10 PM IST

Sports

Latest News

<p>ଭୁବନେଶ୍ୱର(ଓଡିଶା ରିପୋର୍ଟର): ଅନେକ ସମୟରେ ଆପଣ ଘରକରଣା ଜିନିଷ କିଣୁଥିବେ। ଯାହା ଆବଶ୍ୟକ ତାହା ବଜାର ଯାଇ ଏକସଙ୍ଗେ କିଣି ଆଣୁଥିବେ। ଶାସ୍ତ୍ରବିତ୍&zwnj;ଙ୍କ କହିବା ଅନୁଯାୟୀ କିଣାକିଣି କରିବା ସମୟରେ ଟିକେ ଧ୍ୟାନ ଦିଅନ୍ତୁ। କାରଣ ଏମିତି କିଛି ଘରକରଣା ଜିନିଷ ରହିଛି ଯାହା ଏକ ସଙ୍ଗେ କିଣିଲେ ଘର ପାଇଁ ଅମଙ୍ଗଳ ହୋଇଥାଏ। ଝାଡୁ ଏବଂ କୁଲାକୁ ଏକସଙ୍ଗେ କିଣନ୍ତୁ ନାହିଁ। ଏଥିସହ ଝାଡୁ ଓ କୁଲାକୁ ଘରେ ଏକାଠି ରଖନ୍ତୁ ନାହିଁ। ଏହାଦ୍ୱାରା ପରିବାରରେ ଅଶୁଭ ହୋଇଥାଏ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos