କୌଣସି ଧାତବ ସାମଗ୍ରୀକୁ ଛୁଇଁଲେ ଥଣ୍ଡା ଲାଗେ କାହିଁକି?

ଭୁବନେଶ୍ୱର (ସଂଗ୍ରାମ ଦାସମହାପାତ୍ର): କୌଣସି ଧାତବ ସାମଗ୍ରୀକୁ ଛୁଇଁଲେ ତାହା ଆମ ହାତକୁ ଥଣ୍ଡା ଲାଗେ। ଆପଣ ଚାହିଁଲେ, ପାଖରେ ଥିବା ଯେକୌଣସି ଧାତୁରେ ତିଆରି ସାମଗ୍ରୀକୁ ଛୁଇଁ ପରୀକ୍ଷା କରିପାରନ୍ତି। ଏହାର କାରଣ ହେଉଛି, ଧାତବ ପଦାର୍ଥ ତାପର ସୁପରିବାହୀ ଏବଂ ସେଥିରେ ସହଜରେ ତାପମାତ୍ରା ଚଳପ୍ରଚଳ ହୋଇପାରେ। ଅନ୍ୟପକ୍ଷରେ ମନୁଷ୍ୟ ଶରୀରର ଉତ୍ତାପ ଯୋଗୁଁ ଆଙ୍ଗୁଠି ମଧ୍ୟ ଗରମ ଥାଏ। ଏହା ଆପଣଙ୍କୁ ଅନୁଭବ ନହେଲେ ମଧ୍ୟ ଧାତବ ପଦାର୍ଥର ସାଧାରଣ ଅବସ୍ଥା ଠାରୁ […]

sangram

sangram

Rakesh Mallick
  • Published: Sunday, 04 March 2018
  • Updated: 04 March 2018, 09:59 AM IST

Sports

Latest News

ଭୁବନେଶ୍ୱର (ସଂଗ୍ରାମ ଦାସମହାପାତ୍ର): କୌଣସି ଧାତବ ସାମଗ୍ରୀକୁ ଛୁଇଁଲେ ତାହା ଆମ ହାତକୁ ଥଣ୍ଡା ଲାଗେ। ଆପଣ ଚାହିଁଲେ, ପାଖରେ ଥିବା ଯେକୌଣସି ଧାତୁରେ ତିଆରି ସାମଗ୍ରୀକୁ ଛୁଇଁ ପରୀକ୍ଷା କରିପାରନ୍ତି। ଏହାର କାରଣ ହେଉଛି, ଧାତବ ପଦାର୍ଥ ତାପର ସୁପରିବାହୀ ଏବଂ ସେଥିରେ ସହଜରେ ତାପମାତ୍ରା ଚଳପ୍ରଚଳ ହୋଇପାରେ। ଅନ୍ୟପକ୍ଷରେ ମନୁଷ୍ୟ ଶରୀରର ଉତ୍ତାପ ଯୋଗୁଁ ଆଙ୍ଗୁଠି ମଧ୍ୟ ଗରମ ଥାଏ। ଏହା ଆପଣଙ୍କୁ ଅନୁଭବ ନହେଲେ ମଧ୍ୟ ଧାତବ ପଦାର୍ଥର ସାଧାରଣ ଅବସ୍ଥା ଠାରୁ ଏହାର ତାପମାତ୍ରା ଅଧିକ ହୋଇଥାଏ।

ତେଣୁ ଆପଣ ଯେତେବେଳେ କୌଣସି ଧାତବ ସାମଗ୍ରୀକୁ ଛୁଅଁନ୍ତି, ଆପଣଙ୍କ ଆଙ୍ଗୁଠି ଅଗରୁ ଉତ୍ତାପ ଧାତବ ସାମଗ୍ରୀର ପୃଷ୍ଠ ଭାଗକୁ ସଂଚରିତ ହୋଇଯାଏ। ଧାତବ ପଦାର୍ଥରେ ତାପମାତ୍ରା ଭଲଭାବେ ଚଳପ୍ରଚଳ ହେଉଥିବାରୁ ଏହା ଆମ ଆଙ୍ଗୁଠିରୁ ତାପମାତ୍ରା ଶୋଷିବା ବନ୍ଦ ନକରି ଆଗକୁ ଜାରି ରଖେ। ତେଣୁ ଆମକୁ ଏହା ଥଣ୍ଡା ଲାଗେ ।
ଜାଣି ରଖନ୍ତୁ, ଉତ୍ତାପ ସର୍ବଦା ଉଚ୍ଚ ତାପମାତ୍ରା ବିଶିଷ୍ଟ ପଦାର୍ଥରୁ ନିମ୍ନ ତାପମାତ୍ରା ବିଶିଷ୍ଟ ପଦାର୍ଥକୁ ସଂଚରିତ ହୋଇଥାଏ। ବାୟୁମଣ୍ଡଳ କିମ୍ବା ଆମକୁ ସ୍ପର୍ଶ କରିଥିବା କୌଣସି ପଦାର୍ଥର ତାପମାତ୍ରା ଆମ ଶରୀରର ତାପମାତ୍ରା ଠାରୁ କମ୍ ଥିଲେ ଏହା ଆମ ଦେହରୁ ଉତ୍ତାପ ଶୋଷିନିଏ। ଫଳରେ ଆମକୁ ଏହା ଥଣ୍ଡାଲାଗେ। ସେହିପରି ବାଯୁମଣ୍ଡଳ କିମ୍ବା କୌଣସି ସାମଗ୍ରୀର ତାପମାତ୍ରା ଅଧିକ ଥିଲେ ଏହା ଆମକୁ ଗରମ ଲାଗେ । ଏହି କାରଣରୁ ଶୀତ ଦିନେ ଆମକୁ ଶୀତ ଓ ଗ୍ରୀଷ୍ମ ଋତୁରେ ଗରମ ଲାଗେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story