କାହିଁକି ଝିଅମାନେ ଅବିବାହିତ ରହିବାକୁ ସ୍ଥିର କରନ୍ତି ? ଜାଣନ୍ତୁ କିଛି ଅଜବ ମାନସିକତା

ଆଜିକାଲି ସମସ୍ତେ ନିଜ କ୍ୟାରିୟରକୁ ନେଇ ବେଶ ସଚେତନ। ବିଶେଷ କରି ଝିଅମାନେ ଚାରିକାନ୍ଥରୁ ବାହାରି ସବୁ କ୍ଷେତ୍ରରେ ନିଜର ପାରଦର୍ଶିତା ଦେଖାଉଛନ୍ତି। ଏପରି ସ୍ଥିତିରେ ଏମିତି କିଛି ଝିଅ ଅଛନ୍ତି, ଯେଉଁମାନେ ନିଜ କ୍ୟାରିୟର, ବ୍ୟବହାର ଓ ଚାଲିଚଳନ ପାଇଁ ବିବାହ ନ କରି ସବୁଦିନ କୁଆଁରୀ ରହିବାକୁ ପସନ୍ଦ କରିଥାନ୍ତି। ଆସନ୍ତୁ ଜାଣିବା ଝିଅମାନଙ୍କ ଏମିତି କିଛି ସ୍ୱଭାବ ସମ୍ପର୍କରେ ଯାହା ସେମାନଙ୍କୁ କୁଆଁରୀ ରହିବାକୁ ପ୍ରେରିତ କରିଥାଏ। . କିଛି ଝିଅ ଭାବିଥାନ୍ତି […]

Rakesh Mallick
  • Published: Wednesday, 18 October 2017
  • Updated: 18 October 2017, 11:56 AM IST

Sports

Latest News

ଆଜିକାଲି ସମସ୍ତେ ନିଜ କ୍ୟାରିୟରକୁ ନେଇ ବେଶ ସଚେତନ। ବିଶେଷ କରି ଝିଅମାନେ ଚାରିକାନ୍ଥରୁ ବାହାରି ସବୁ କ୍ଷେତ୍ରରେ ନିଜର ପାରଦର୍ଶିତା ଦେଖାଉଛନ୍ତି। ଏପରି ସ୍ଥିତିରେ ଏମିତି କିଛି ଝିଅ ଅଛନ୍ତି, ଯେଉଁମାନେ ନିଜ କ୍ୟାରିୟର, ବ୍ୟବହାର ଓ ଚାଲିଚଳନ ପାଇଁ ବିବାହ ନ କରି ସବୁଦିନ କୁଆଁରୀ ରହିବାକୁ ପସନ୍ଦ କରିଥାନ୍ତି। ଆସନ୍ତୁ ଜାଣିବା ଝିଅମାନଙ୍କ ଏମିତି କିଛି ସ୍ୱଭାବ ସମ୍ପର୍କରେ ଯାହା ସେମାନଙ୍କୁ କୁଆଁରୀ ରହିବାକୁ ପ୍ରେରିତ କରିଥାଏ।

. କିଛି ଝିଅ ଭାବିଥାନ୍ତି ପ୍ରେମ, ବିବାହ, ପିଲାଛୁଆ ବ୍ୟତୀତ ସମାଜରେ ଏମିତି ବହୁତ ଗୁରୁତ୍ୱପୂର୍ଣ୍ଣ କାମ ଅଛି, ଯାହାକୁ ପ୍ରାଥମିକତା ଦିଆଯିବା ଦରକାର। ଏଥିପାଇଁ ସେମାନେ ସଂସାର ଜଞ୍ଜାଳରେ ନ ପଡ଼ି ସେ ଦିଗରେ ମନ ଦେଇଥାନ୍ତି।

. କିଛି ଝିଅଙ୍କ ଧାରଣା ସ୍ୱାମୀମାନେ ଅଯଥାରେ ରାଗିଥାନ୍ତି। ଏଥିପାଇଁ ସେମାନଙ୍କ ମନାଇବାକୁ ପଡ଼ିଥାଏ। ସେମାନଙ୍କୁ ମନାଇବା ବହୁତ କଷ୍ଟ। ବିବାହ କରି ରାଗିବା, ମନାଇବା ଜଞ୍ଜାଳରେ ପଡିବା ଅପେକ୍ଷା ସେହି ସମୟରେ ଅନ୍ୟ କିଛି କାମ କରିହେବ। ଏଥିପାଇଁ ସେମାନେ ବିବାହ କରିନଥାନ୍ତି।

. ଝିଅମାନେ ସ୍ୱଭାବରେ ନରମ। କିଛି ଝିଅ ଭାବନ୍ତି ସେମାନଙ୍କ ସ୍ୱଭାବ ଅନ୍ୟ ଝିଅଙ୍କ ପରି ନରମ ନୁହେଁ। ଯାହା ବିବାହ ପରେ ପାରିବାରିକ କଳହର କାରଣ ପାଲଟିବ। ଏଥିପାଇଁ ସେମାନେ ବିବାହ ନକରିବାକୁ ନିଷ୍ପତ୍ତି ନେଇଥାନ୍ତି।

. କିଛି ଝିଅ ନିଜର ବ୍ୟବହାର ଓ ଆଚାରକୁ ଅନ୍ୟମାନଙ୍କ ପାଇଁ ବଦଳାବାକୁ ଚାହାଁନ୍ତି ନାହିଁ। ଅନ୍ୟମାନଙ୍କ ପାଇଁ ନିଜକୁ ଆଡଜେଷ୍ଟ କରିବା ସେମାନଙ୍କ ପକ୍ଷେ ସମ୍ଭବ ହେବ ନାହିଁ ବୋଲି ଭାବିଥାନ୍ତି। ଯାହା ସେମାନଙ୍କୁ ଅବିବାହିତ ରହିବାକୁ ପ୍ରେରିତ କରିଥାଏ।

. ସାଙ୍ଗସାଥୀଙ୍କୁ କିଛି ଝିଅ ଅଧିକ ଗୁରୁତ୍ୱ ଦେଇଥାନ୍ତି ଓ ସେମାନଙ୍କ ସହ ଅଧିକ ସମୟ ବିତାଇବାକୁ ଚାହିଁଥାନ୍ତି। ଯାହା ବିବାହ ପରେ କରିବା କଷ୍ଟକର ହୋଇଯାଇଥାଏ। ଏଥିପାଇଁ ଏପରି ଧାରଣା ରଖୁଥିବା ଝିଅମାନେ ବିବାହ ନ କରି ଏକୁଟିଆ ରହିବାକୁ ନିଷ୍ପତ୍ତି ନେଇଥାନ୍ତି।

. ଏପରି କିଛି ଝିଅ ଅଛନ୍ତି ଯେଉଁମାନେ ଅନ୍ୟଙ୍କୁ ସେମାନଙ୍କ ସମକକ୍ଷ ଭାବନ୍ତି ନାହିଁ। ଏଥିପାଇଁ ସେମାନେ କାହାକୁ ଭଲ ବନ୍ଧୁ କରିପାରି ନଥାନ୍ତି। ଏପରି ଚିନ୍ତାଧାରା ରଖୁଥିବା ଝିଅମାନେ ନିଜ ବାପାମାଆ, ଭାଇଭଉଣୀ ଓ ସମ୍ପର୍କୀୟଙ୍କ ସହ ମଧ୍ୟ ଠିକ୍‌ରେ ମିଶିପାରି ନଥାନ୍ତି। ତେଣୁ ସେମାନେ ବିବାହ କରି ଅଯଥା ଟେନ୍‌ସନ୍‌ ନେବାକୁ ଚାହିଁ ନଥାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story