ରାତିରେ କାହିଁକି ଫାଶି ଦିଆଯାଏ ? କ’ଣ ଥାଏ ଘାତକର ଭୂମିକା ,ପଢନ୍ତୁ ପୂରା ରିପୋର୍ଟ

ଆମ ଦେଶରେ ମୋଗଲ ଶାସନ କାଳରେ ଯଦି କାହାକୁ ଫାସି ଦଣ୍ଡ ମିଳୁଥିଲା, ତେବେ ତାଙ୍କୁ ଦିନରେ ନ ଦେଇ ରାତିରେ ଦିଆଯାଉଥିଲା। ଇଂରେଜ ଶାସନ ବେଳେ ମଧ୍ୟ ରାତିରେ ଫାସି ଦିଆଯାଉଥିଲା। ଆଉ ଏବେ ମଧ୍ୟ ଭାରତୀୟ ଆଇନ ବ୍ୟବସ୍ଥାରେ ଏହି ପ୍ରଥା ଚାଲିଆସିଛି। ହେଲେ କେବେ ଭାବିଛନ୍ତି ଯେ କ’ଣ ପାଇଁ ଫାସି ଦିରେ ନ ଦିଆଯାଇ ରାତିରେ ଦିଆଯାଏ। କ’ଣ ରହିପାରେ ଏହା ପଛର କାରଣ ? ତେବେ ଆଜି ଆମେ ଆପଣଙ୍କୁ […]

fasi image

fasi image

Rakesh Mallick
  • Published: Tuesday, 06 March 2018
  • Updated: 06 March 2018, 07:39 PM IST

Sports

Latest News

ଆମ ଦେଶରେ ମୋଗଲ ଶାସନ କାଳରେ ଯଦି କାହାକୁ ଫାସି ଦଣ୍ଡ ମିଳୁଥିଲା, ତେବେ ତାଙ୍କୁ ଦିନରେ ନ ଦେଇ ରାତିରେ ଦିଆଯାଉଥିଲା। ଇଂରେଜ ଶାସନ ବେଳେ ମଧ୍ୟ ରାତିରେ ଫାସି ଦିଆଯାଉଥିଲା। ଆଉ ଏବେ ମଧ୍ୟ ଭାରତୀୟ ଆଇନ ବ୍ୟବସ୍ଥାରେ ଏହି ପ୍ରଥା ଚାଲିଆସିଛି। ହେଲେ କେବେ ଭାବିଛନ୍ତି ଯେ କ’ଣ ପାଇଁ ଫାସି ଦିରେ ନ ଦିଆଯାଇ ରାତିରେ ଦିଆଯାଏ। କ’ଣ ରହିପାରେ ଏହା ପଛର କାରଣ ? ତେବେ ଆଜି ଆମେ ଆପଣଙ୍କୁ ଏ ବିଷୟରେ ଜଣାବୁ। ସୂଚନା ଅନୁଯାୟୀ ଫାସି ଦଣ୍ଡ ସେହିମାନଙ୍କୁ ଦିଆଯାଏ ଯେଉଁମାନେ ଅତି ଜଘନ୍ୟରୁ ଜଘନ୍ୟ ଅପରାଧ କରିଥାନ୍ତି। ଆଉ ଆତଙ୍କରେ ଥରାଇଥାନ୍ତି ସେମାନଙ୍କୁ ରାତିରେ ଏଥିପାଇଁ ଫାସି ଦିଆଯାଏ ଯେ, ପରଦିନ ଯେତେବେଳେ ନୂଆ ସକାଳ ଆସିବ ସେତେବେଳେ ଆଉ ସେହି ବ୍ୟକ୍ତିର ଆତଙ୍କ ନ ଥିବ। ଅନ୍ୟ ପଟେ ଦିନରେ ଫାସି ଦେବାଦ୍ୱାରା ଜେଲର ଅନ୍ୟ କାମ ସବୁ ବନ୍ଦ ରହିଯିବ। ତେଣୁ ରାତିବେଳା ଫାସି ଦିଆଯାଏ।

ଫାସି ଦେବା ପୂର୍ବରୁ  କ’ଣ ସବୁ ହୋଇଥାଏ

୧- ଫାସି ଦିଆଯିବା ପୂର୍ବରୁ ଦୋଷୀଙ୍କୁ ଡାକ୍ତର ଚେକ୍‌ଅପ୍ କରିଥାନ୍ତି। ଯଦି ଦୋଷୀ ଜଣକ ସମ୍ପୂର୍ଣ୍ଣ ରୂପେ ସୁସ୍ଥ ଥାଏ ତେବେ ଯାଇ ତାଙ୍କୁ ଫାସି ଖୁଣ୍ଟରେ ଝୁଲାଯାଇଥାଏ।  ଫାସି ଦିଆଯିବା ୧୦ ମିନିଟ୍‌ ପରେ ପୁଣିଥରେ ଡାକ୍ତର ଚେକ୍‌ଅପ୍ କରିଥାନ୍ତି। ଯଦି ଡାକ୍ତର କହିଦିଅନ୍ତି ଯେ, ଦୋଷୀ ଜଣକ ମରିସାରିଛନ୍ତି ତେବେ ଯାଇ ତାଙ୍କୁ ଫାସି ଖୁଣ୍ଟରୁ ଓହ୍ଲାଇ ଦିଆଯାଏ।

୨- ଫାସି ଦିଆଯିବା ପୂର୍ବରୁ ଜେଲ୍‌ ପ୍ରଶାସନ ଦ୍ୱାରା ବ୍ୟକ୍ତିଜଣଙ୍କ ଶେଷ ଇଚ୍ଛା ପୂରଣ କରାଯାଇଥାଏ। ଶେଷ ଇଚ୍ଛା ନ ପଚରାଯାଇ କେବେ କାହାକୁ ଫାସି ଦିଆଯାଏ ନାହିଁ।

୩-ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି  ଯିଏ ଫାସି ଲଗାଇଥାଏ ତାଙ୍କ ଭୂମିକା କ’ଣ ଥାଏ। ଯିଏ ଫାସି ଦଉଡ଼ି ଲାଗାଇଥାଏ ତାଙ୍କୁ ଘାତକ ବୋଲି କୁହାଯାଇଥାଏ।  ଯଦି ଘାତକ ଜଣକ ହିନ୍ଦୁ ହୋଇଥାଏ ଫାସି ପାଇବା ପାଇଁ ଆସିଥିବା ବ୍ୟକ୍ତିର ରସି ଦଉଡ଼ି ଲଗାଇଲା ବେଳେ ସେ(ଘାତକ) ‘ରାମ ରାମ’ କହି ଥାଏ। ଆଉ ଯଦି ଘାତକ ଜଣକ ମୁସଲିମ୍ ହୋଇଥାଏ ଫାସି ପାଉଥିବା ବ୍ୟକ୍ତି ଜଣକୁ ସାଲ୍ୟୁଟ୍‌ କରିଥାଏ ଆଉ ରସିଟି ଟାଣିଦେଲା ବେଳେ ମୋତେ କ୍ଷମା କରିଦିଅ ବୋଲି କହିଥାଏ। କାରଣ ମୁଁ କାହା ହୁକୁମର ଜଣେ ଗୁଲାମ ବୋଲି କହିଥାଏ।

୪-ଏହି ସମୟରେ ମାଜିଷ୍ଟେଟ୍ରେଟ୍‌ଙ୍କ ଠାରୁ ଆରମ୍ଭ କରି ଜେଲର ପର୍ଯ୍ୟନ୍ତ ଜେଲ୍‌ର ସମସ୍ତ ବଡ଼ ପଦାଧିକାରୀମାନେ ସେଠାରେ ଉପସ୍ଥିତ ଥାନ୍ତି। କାରଣ ପୂର୍ବରୁ ନିଷ୍ପତ୍ତି ନିଆସରିଥାଏ ପାସି କେଉଁ ସମୟରେ ଦିଆଯିବ। ତେଣୁ ଫାସି ଦେବା ସମୟରେ ଯେପରି କିଛି ଗଡ଼ ବଡ଼ ନ ହୁଏ ସେଥିପ୍ରତି ସମସ୍ତେ ସତର୍କ ଥାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story