ବିପରୀତ ଲିଙ୍ଗ ପ୍ରତି କାହିଁକି ସୃଷ୍ଟି ହୁଏ ଆକର୍ଷଣ? ଜାଣନ୍ତୁ ଏହାର ବୈଜ୍ଞାନିକ କାରଣ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁରୁଷଟିଏ ନାରୀ ପ୍ରତି ଓ ନାରୀଟିଏ ପୁରୁଷ ପ୍ରତି ଆକର୍ଷିତ ହେବା ଏକ ସ୍ୱାଭାବିକ କ୍ରିୟା। ହେଲେ କେବେ ଭାବିଛନ୍ତି, ଏଭଳି ଆକର୍ଷଣର କାରଣ କ’ଣ?  କ’ଣ ପାଇଁ ବିପରୀତ ଲିଙ୍ଗ ପ୍ରତି ଆମର ଏତେ ଆକର୍ଷଣ? କ’ଣ ଏହାର ବିଜ୍ଞାନ? କୁହାଯାଏ ମଣିଷ ପାଖରେ କସ୍ପେଟିନ୍‌ ନାମକ ଏକ ହରମୋନ୍‌ ରହିଛି। ଯାହା ଏହି ଆକର୍ଷଣର ମୂଳ କାରଣ। ମାନବ ମସ୍ତିଷ୍କରେ ଏହା ସକ୍ରିୟ ରହିଥାଏ। ପୁଅଟିଏ ଝିଅଟିକୁ ଦେଖିଲେ ଓ ଝିଅଟିଏ […]

love

love

Rakesh Mallick
  • Published: Wednesday, 31 January 2018
  • Updated: 31 January 2018, 12:34 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁରୁଷଟିଏ ନାରୀ ପ୍ରତି ଓ ନାରୀଟିଏ ପୁରୁଷ ପ୍ରତି ଆକର୍ଷିତ ହେବା ଏକ ସ୍ୱାଭାବିକ କ୍ରିୟା। ହେଲେ କେବେ ଭାବିଛନ୍ତି, ଏଭଳି ଆକର୍ଷଣର କାରଣ କ’ଣ?  କ’ଣ ପାଇଁ ବିପରୀତ ଲିଙ୍ଗ ପ୍ରତି ଆମର ଏତେ ଆକର୍ଷଣ? କ’ଣ ଏହାର ବିଜ୍ଞାନ?

କୁହାଯାଏ ମଣିଷ ପାଖରେ କସ୍ପେଟିନ୍‌ ନାମକ ଏକ ହରମୋନ୍‌ ରହିଛି। ଯାହା ଏହି ଆକର୍ଷଣର ମୂଳ କାରଣ। ମାନବ ମସ୍ତିଷ୍କରେ ଏହା ସକ୍ରିୟ ରହିଥାଏ। ପୁଅଟିଏ ଝିଅଟିକୁ ଦେଖିଲେ ଓ ଝିଅଟିଏ ପୁଅକୁ ଦେଖିଲେ ମନରେ ଯୌନ ଭାବନାର ବିକାଶ କରିଥାଏ ଏହି ହର୍ମୋନ୍‌। ହେଲେ ଏହା ସନ୍ତୁଳିତ ରହିଲେ ଜଣେ ବ୍ୟକ୍ତି ସାଧାରଣ ଜୀବନ ଯାପନ କରିଥାଏ । ମାତ୍ର ଯଦି ଏହି ହରମୋନ୍‌ର ତୀବ୍ରତା ମସ୍ତିଷ୍କରେ ବୃଦ୍ଧି ପାଏ, ତା’ହେଲେ ଏହା ଶରୀରକୁ Psychosexual Disorder ଭଳି ମାରାତ୍ମର ରୋଗ ଉପହାର ଦେଇଥାଏ। ଯାହାର ତୁରନ୍ତ ଚିକିତ୍ସା କରାଇନେବା ନିହାତି ଆବଶ୍ୟକ। ଏହି ରୋଗରେ ଶିକାର ହେଲେ ଯୌନ କ୍ଷୁଧା ବୃଦ୍ଧି ପାଇବା ସହ ଏହା ମଣିଷକୁ ଯୌନ ବିକାରଗ୍ରସ୍ତ କରିପକାଏ। ମହିଳା ହୁଅନ୍ତୁ ବା ପୁରୁଷ ଉଭୟ ଏହି ରୋଗରେ ପଡ଼ିବାର ଆଶଙ୍କା ରହିଥାଏ।

ଏହି ହରମୋନ୍‌ ଏକ ନିର୍ଦ୍ଦିଷ୍ଟ ବୟସସୀମା ମଧ୍ୟରେ ମଣିଷକୁ ତରୁଣ ଦିଶିବା, ପ୍ରଜନନ କ୍ଷମ କରିବା ଓ ଯୌନକ୍ଷମ କରିବାରେ ସକ୍ଷମ ରଖିଥାଏ। ଜର୍ମାନୀର ସରଲେଣ୍ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରଫେସର ୟୁଲିଚ୍‌ ବୋଏମ୍‌ କରିଥିବା ଗବେଷଣା ଆଧାରରେ ଏହା କୁହାଯାଇଛି ଯେ,  ମସ୍ତିଷ୍କ ବାହ୍ୟଜଗତର ସବୁ ପ୍ରକାର ସଙ୍କେତକୁ ଡିକୋଡ୍‌ କରିବାର କ୍ଷମତା ରଖିଛି ଏବଂ ବାତାବରଣ ମୁତାବକ ଏହାକୁ ମଣିଷର ବ୍ୟବହାରରେ ପରିବର୍ତ୍ତନ କରୁଛି। ଏହି ବ୍ୟବହାର ସମୂହ ମଧ୍ୟରେ ଯୌନାଚାର ଗୋଟିଏ। ଉପରୋକ୍ତ ବିବରଣୀ ବାବଦରେ ନେଚର କମ୍ୟୁନିକେଶନ ନାମକ ଏକ ପତ୍ରିକାରେ ଲେଖା ପ୍ରକାଶ ପାଇଥିଲା। ଯାହାକୁ ଅଧାର କରି ଏହି ତଥ୍ୟ ଉପସ୍ଥାପନ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story