ରାଜଲକ୍ଷ୍ମୀ ଜେନାଙ୍କୁ କାହିଁକି ୯ ଲକ୍ଷ ଟଙ୍କା ଦେଇଥିଲେ ପ୍ରଭାତ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସିବିଆଇ ଦ୍ୱାରା ଗିରଫ ହୋଇଥିବା ବିଜେଡି ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ରିମାଣ୍ଡର ଆଜି ତୃତୀୟ ଦିନ। ଆଜି ମଧ୍ୟ ତାଙ୍କୁ ସିବିଆଇ ଅଧିକାରୀମାନେ ଘନଘନ ଜେରା କରିଛନ୍ତି। କେଉଁ ଉଦ୍ଦେଶ୍ୟରେ ରାଜଲକ୍ଷ୍ମୀ ଜେନା ନାମକ ଜଣେ ମହିଳାଙ୍କୁ ୯ ଲକ୍ଷ ଟଙ୍କା ଦେଇଥିଲେ, ସେ ସମ୍ପର୍କରେ ଆଜି ପ୍ରଭାତଙ୍କୁ ସିବିଆଇ ଅଧିକାରୀ ପଚରାଉଚରା କରିଛନ୍ତି। କଟକ ଓ ଚୌଦ୍ୱାର ଅଞ୍ଚଳରେ ବ୍ୟାବସାୟିକ ସାମ୍ରାଜ୍ୟ ବିସ୍ତାର ପାଇଁ ସି-ସୋରଠାରୁ କେତେ ଟଙ୍କା ପାଇଛନ୍ତି, ସେ ସମ୍ପର୍କରେ […]

Rakesh Mallick
  • Published: Thursday, 21 September 2017
  • Updated: 21 September 2017, 07:27 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସିବିଆଇ ଦ୍ୱାରା ଗିରଫ ହୋଇଥିବା ବିଜେଡି ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ରିମାଣ୍ଡର ଆଜି ତୃତୀୟ ଦିନ। ଆଜି ମଧ୍ୟ ତାଙ୍କୁ ସିବିଆଇ ଅଧିକାରୀମାନେ ଘନଘନ ଜେରା କରିଛନ୍ତି। କେଉଁ ଉଦ୍ଦେଶ୍ୟରେ ରାଜଲକ୍ଷ୍ମୀ ଜେନା ନାମକ ଜଣେ ମହିଳାଙ୍କୁ ୯ ଲକ୍ଷ ଟଙ୍କା ଦେଇଥିଲେ, ସେ ସମ୍ପର୍କରେ ଆଜି ପ୍ରଭାତଙ୍କୁ ସିବିଆଇ ଅଧିକାରୀ ପଚରାଉଚରା କରିଛନ୍ତି। କଟକ ଓ ଚୌଦ୍ୱାର ଅଞ୍ଚଳରେ ବ୍ୟାବସାୟିକ ସାମ୍ରାଜ୍ୟ ବିସ୍ତାର ପାଇଁ ସି-ସୋରଠାରୁ କେତେ ଟଙ୍କା ପାଇଛନ୍ତି, ସେ ସମ୍ପର୍କରେ ମଧ୍ୟ ସିବିଆଇ ଜେରା କରିଛି। ଉଭୟ ପତିପତ୍ନୀଙ୍କ ନାଁରେ ଥିବା ଆକାଉଣ୍ଟ ସମ୍ପର୍କରେ ମଧ୍ୟ ପଚରାଉଚରା କରାଯାଇଥିବା ଜଣାପଡ଼ିଛି।

ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଟାର୍ଗେଟ କଲା ବିଜେପି

ଚିଟ୍‌ଫଣ୍ଡ ଲିଙ୍କରେ ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ବିଜେପି ଟାର୍ଗେଟ୍ କରିଛି। ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜେପି ନେତାମାନେ କହିଛନ୍ତି-“ଗ୍ରୀନ୍ ରେ ଇଣ୍ଟରନ୍ୟାସନାଲ ଚିଟ୍‌ଫଣ୍ଡ ସହ ପ୍ରସନ୍ନଙ୍କ ଲିଙ୍କ୍ ରହିଛି। ପ୍ରସନ୍ନ ସ୍ୱାସ୍ଥ୍ୟ ମନ୍ତ୍ରୀ ଥିବା ବେଳେ ଗ୍ରୀନ ରେ ସହ ଔଷଧ ପ୍ରସ୍ତୁତି ନେଇ ୮୦ କୋଟିର ଚୁକ୍ତି ହୋଇଥିଲା। ପରେ ସଂସ୍ଥାର ମାଲିକ ମିର୍ ସାହାବୁଦ୍ଦିନ ଗିରଫ ହୋଇଥିଲେ। ସଂପୃକ୍ତ ସଂସ୍ଥାକୁ ଅହେତୁକ ଅନୁକମ୍ପା ଦେଖାଇଥିବା ସହ ବାଲେଶ୍ୱରରେ କମ୍ପାନୀର ଏକ ଉଦ୍‌ଘାଟନୀ ଉତ୍ସବରେ ମଧ୍ୟ ପ୍ରସନ୍ନ ଯୋଗଦେଇଥିଲେ ବୋଲି ବିଜେପି ଅଭିଯୋଗ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story