ପୁଣି ସ୍ୱାସ୍ଥ୍ୟସେବା ଫେଲ୍: ମେଡିକାଲ ଗେଟ୍ ଆଗରେ ପିଲା ଜନ୍ମ କଲେ ମହିଳା

<p>ଭଞ୍ଜନଗର: ସରକାର ଲୋକଙ୍କ ପାଇଁ ଏତେ ଯୋଜନା କରୁଛନ୍ତି। କିନ୍ତୁ ତାହା ଫେଲ ମାରୁଛି। ଏହା ଲୋକଙ୍କ ପାଖରେ ପହଞ୍ଚି ପାରୁ ନାହିଁ। ସରକାରଙ୍କ ଏତେ ଯୋଜନା ସତ୍ତ୍ୱେ ଜନନୀ &nbsp;ଏଠି ଅସୁରକ୍ଷିତ। ମେଡ଼ିକାଲ କର୍ତ୍ତୃପକ୍ଷ ଏବଂ ଆମ୍ବୁଲାନ୍ସ କର୍ମଚାରୀଙ୍କ ଦାୟିତ୍ୱହୀନତା ଯୋଗୁ ପ୍ରସୂତିଙ୍କୁ ହିନସ୍ତା ହେବାକୁ ପଡ଼ିଛି। ଏଥର ଅଭିଯୋଗ ଆସିଛି ଗଂଜାମ ଜିଲ୍ଲା ଭଂଜନଗରର ତିଲୁଡି ପଞ୍ଚାୟତ ଅସନାପଲ୍ଲୀ ଗାଁରୁ।</p> <p>ଗାଁର ବାସୁମତି ନାୟକ ପ୍ରସବ ଜନିତ ଯନ୍ତ୍ରଣା ହେବାରୁ ସ୍ଥାନୀୟ ଆଶାଦିଦିଙ୍କ ସହାୟତାରେ ଭଂଜନଗର ମେଡ଼ିକାଲକୁ ଯାଇଥିଲେ। ସେଠାରେ ଡାକ୍ତର ପ୍ରସବ ଜଟିଳ ଥିବା ଦର୍ଶାଇ ତାଙ୍କୁ ବ୍ରହ୍ମପୁରକୁ ରେଫର କରିଥିଲେ। &nbsp;ପରେ ପରିବାର ଲୋକେ ଆମ୍ବୁଲାନସକୁ ବାରମ୍ବାର ଫୋନ୍ କରି ଡକାଇଥିଲେ, କିନ୍ତୁ ଆମ୍ବୁଲାନ୍ସ ଆସି ନଥିଲା। ଶେଷରେ ଭଂଜନଗର ମେଡ଼ିକାଲ ଗେଟ୍ ନିକଟ ଚଟାଣରେ ହିଁ &nbsp;ବାସୁମତି ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ । ଉଭୟଙ୍କୁ ଭଂଜନଗରରେ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ମା&rsquo; ଛୁଆଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଥିବା ଜଣାପଡ଼ିଛି।</p>

Ordigital Desk
  • Published: Wednesday, 12 July 2017
  • Updated: 12 July 2017, 10:11 AM IST

Sports

Latest News

<p>ଭଞ୍ଜନଗର: ସରକାର ଲୋକଙ୍କ ପାଇଁ ଏତେ ଯୋଜନା କରୁଛନ୍ତି। କିନ୍ତୁ ତାହା ଫେଲ ମାରୁଛି। ଏହା ଲୋକଙ୍କ ପାଖରେ ପହଞ୍ଚି ପାରୁ ନାହିଁ। ସରକାରଙ୍କ ଏତେ ଯୋଜନା ସତ୍ତ୍ୱେ ଜନନୀ &nbsp;ଏଠି ଅସୁରକ୍ଷିତ। ମେଡ଼ିକାଲ କର୍ତ୍ତୃପକ୍ଷ ଏବଂ ଆମ୍ବୁଲାନ୍ସ କର୍ମଚାରୀଙ୍କ ଦାୟିତ୍ୱହୀନତା ଯୋଗୁ ପ୍ରସୂତିଙ୍କୁ ହିନସ୍ତା ହେବାକୁ ପଡ଼ିଛି। ଏଥର ଅଭିଯୋଗ ଆସିଛି ଗଂଜାମ ଜିଲ୍ଲା ଭଂଜନଗରର ତିଲୁଡି ପଞ୍ଚାୟତ ଅସନାପଲ୍ଲୀ ଗାଁରୁ।</p><p>ଗାଁର ବାସୁମତି ନାୟକ ପ୍ରସବ ଜନିତ ଯନ୍ତ୍ରଣା ହେବାରୁ ସ୍ଥାନୀୟ ଆଶାଦିଦିଙ୍କ ସହାୟତାରେ ଭଂଜନଗର ମେଡ଼ିକାଲକୁ ଯାଇଥିଲେ। ସେଠାରେ ଡାକ୍ତର ପ୍ରସବ ଜଟିଳ ଥିବା ଦର୍ଶାଇ ତାଙ୍କୁ ବ୍ରହ୍ମପୁରକୁ ରେଫର କରିଥିଲେ। &nbsp;ପରେ ପରିବାର ଲୋକେ ଆମ୍ବୁଲାନସକୁ ବାରମ୍ବାର ଫୋନ୍ କରି ଡକାଇଥିଲେ, କିନ୍ତୁ ଆମ୍ବୁଲାନ୍ସ ଆସି ନଥିଲା। ଶେଷରେ ଭଂଜନଗର ମେଡ଼ିକାଲ ଗେଟ୍ ନିକଟ ଚଟାଣରେ ହିଁ &nbsp;ବାସୁମତି ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ । ଉଭୟଙ୍କୁ ଭଂଜନଗରରେ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ମା&rsquo; ଛୁଆଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଥିବା ଜଣାପଡ଼ିଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos