ଚୋରି ହୋଇଗଲା ବିଶ୍ୱର ଦାମିକିଆ ଭୋଡକା ବୋତଲ, ୮କୋଟି ପାଣିରେ

ବିଶ୍ୱର ସବୁଠାରୁ ଦାମିକିଆ ଭୋଡକା ମଦ ବୋତଲ ଚୋରି ହୋଇଯାଇଛି। ଏହି ବୋତଲ ଡେନମାର୍କର କାଫେ ୩୩ରେ ରଖା ଯାଇଥିଲା। ଦାମିକିଆ ମଦ ବୋତଲ ସଂଗ୍ରହ କରିବାରେ ଏହି କାଫେ ବିଶ୍ୱରେ ବେଶ୍ ଚର୍ଚ୍ଚିତ। ଏହି ଚୋରି ହୋଇ ଯାଇଥିବା ଭୋଡକା ବୋତଲର ଦାମ ୧୧.୩ ମିଲିୟନ ଡଲାର। ଭାରତୀୟ ମୁଦ୍ରାରେ ଏହାର ମୂଲ୍ୟ ୮.୨୫ କୋଟି ଟଙ୍କା । ଏହାକୁ ଋଷ କମ୍ପାନୀ Dartz Motorz  ତିଆରି କରିଥିଲା। କମ୍ପାନୀ ଏହାର ନାମ ରଖିଥିଲା russo […]

1-555_010418025830

1-555_010418025830

Rakesh Mallick
  • Published: Saturday, 06 January 2018
  • Updated: 06 January 2018, 08:13 PM IST

Sports

Latest News

ବିଶ୍ୱର ସବୁଠାରୁ ଦାମିକିଆ ଭୋଡକା ମଦ ବୋତଲ ଚୋରି ହୋଇଯାଇଛି। ଏହି ବୋତଲ ଡେନମାର୍କର କାଫେ ୩୩ରେ ରଖା ଯାଇଥିଲା। ଦାମିକିଆ ମଦ ବୋତଲ ସଂଗ୍ରହ କରିବାରେ ଏହି କାଫେ ବିଶ୍ୱରେ ବେଶ୍ ଚର୍ଚ୍ଚିତ।

ଏହି ଚୋରି ହୋଇ ଯାଇଥିବା ଭୋଡକା ବୋତଲର ଦାମ ୧୧.୩ ମିଲିୟନ ଡଲାର। ଭାରତୀୟ ମୁଦ୍ରାରେ ଏହାର ମୂଲ୍ୟ ୮.୨୫ କୋଟି ଟଙ୍କା । ଏହାକୁ ଋଷ କମ୍ପାନୀ Dartz Motorz  ତିଆରି କରିଥିଲା। କମ୍ପାନୀ ଏହାର ନାମ ରଖିଥିଲା russo baltique vodka।

ଏହି ବୋତଲକୁ ସୁନା ଓ ରୂପା ଭଳି ଧାତୁରେ ତିଆରି କରାଯାଇଥିଲା। ଖାଲି ସେତିକି ନୁହେଁ ଏଥିରେ ଅନେକ ଦାମୀ ଦାମୀ ରତ୍ନ ଅଳଙ୍କାର ଖଚିତ ହୋଇଥିଲା। କାଫେର ମାଲିକ ବ୍ରାଏନ ଏଙ୍ଗବର୍ଜ ଫେସବୁକରେ ବୋତଲ ଚୋରି ହୋଇଥିବାର ସୂଚନା ଦେଇଥିଲେ। ରାତିରେ କେହି ଜଣେ ଦୁର୍ବୃତ୍ତ କାଫେର ଚାବି ଚୋରି କରି ଏଭିଳ କାରନାମା କରିଛି ବୋଲି ସେ ଫେସବୁକରେ ଲେଖିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story