ସମୁଦ୍ର ଗର୍ଭରେ ସବୁଠୁ ଲମ୍ବା ସୁଡ଼ଙ୍ଗ, ଲମ୍ବା...

ନୂଆଦିଲ୍ଲୀ: ଦୁନିଆର ସବୁଠାରୁ ଲମ୍ବା ସୁଡ଼ଙ୍ଗର ସନ୍ଧାନ ମିଳିଛି। ମେକ୍ସିକୋ ସମୁଦ୍ରରେ ଏହାର ସନ୍ଧାନ କରାଯାଇଛି। ସନ୍ଧାନ ମିଳିଥିବା ସୁଡ଼ଙ୍ଗଟି ସମୁଦ୍ର ଗର୍ଭରେ ମିଳିଥିବା ଏପର୍ଯ୍ୟନ୍ତ ସବୁ ସୁଡ଼ଙ୍ଗଠାରୁ ବଡ଼। ଏହାର ଲମ୍ବା ୩୪୭ କିମି ରହିଛି। ଏହି ସୁଡ଼ଙ୍ଗରୁ ପ୍ରାଚୀନ ମାୟା ସଭ୍ୟତା ବିଷୟରେ ଜାଣି ହେବ ବୋଲି ଆଶା କରାଯାଉଛି। ୟୁକାଟନ ପେନେସୁଲାରେ ସୁଡ଼ଙ୍ଗ ଖୋଜିବା ପାଇଁ ଗ୍ରୀନ ଏକ୍ୟୁଫେରୋ ମାୟା (GAM) ନାମକ ଏକ ଅଭିଯାନ ଆରମ୍ଭ ହୋଇଥିଲା। GAM ର ସମୁଦ୍ର […]

maya

maya

Rakesh Mallick
  • Published: Thursday, 18 January 2018
  • Updated: 18 January 2018, 08:01 PM IST

Sports

Latest News

ନୂଆଦିଲ୍ଲୀ: ଦୁନିଆର ସବୁଠାରୁ ଲମ୍ବା ସୁଡ଼ଙ୍ଗର ସନ୍ଧାନ ମିଳିଛି। ମେକ୍ସିକୋ ସମୁଦ୍ରରେ ଏହାର ସନ୍ଧାନ କରାଯାଇଛି। ସନ୍ଧାନ ମିଳିଥିବା ସୁଡ଼ଙ୍ଗଟି ସମୁଦ୍ର ଗର୍ଭରେ ମିଳିଥିବା ଏପର୍ଯ୍ୟନ୍ତ ସବୁ ସୁଡ଼ଙ୍ଗଠାରୁ ବଡ଼। ଏହାର ଲମ୍ବା ୩୪୭ କିମି ରହିଛି। ଏହି ସୁଡ଼ଙ୍ଗରୁ ପ୍ରାଚୀନ ମାୟା ସଭ୍ୟତା ବିଷୟରେ ଜାଣି ହେବ ବୋଲି ଆଶା କରାଯାଉଛି। ୟୁକାଟନ ପେନେସୁଲାରେ ସୁଡ଼ଙ୍ଗ ଖୋଜିବା ପାଇଁ ଗ୍ରୀନ ଏକ୍ୟୁଫେରୋ ମାୟା (GAM) ନାମକ ଏକ ଅଭିଯାନ ଆରମ୍ଭ ହୋଇଥିଲା। GAM ର ସମୁଦ୍ର ବୁଡାଳିମାନେ ଏହି ସୁଡ଼ଙ୍ଗର ସନ୍ଧାନ ପାଇଛନ୍ତି।

caveତୁମୁଲ ବିଚ୍‌ ପାଖରେ ପ୍ରଥମେ ଏହି ସୁଡ଼ଙ୍ଗର ଲମ୍ବା ୨୩୬ କିମି ମପା ଯାଇଥିଲା। ହେଲେ ଡସ୍‌ ଓଜୋସ ସିଷ୍ଟମ ମିଳିବା ପରେ ଏହାର ଲମ୍ବା ୩୪୭ କିମି ହୋଇଯାଇଛି। ସୁଡ଼ଙ୍ଗର ନାଁ ସେକ୍‌ ଏକଟନ୍‌ ରଖାଯାଇଛି। ଏହା ପ୍ରାୟ ୧୨,୦୦୦ ବର୍ଷ ପୁରୁଣା ବୋଲି କୁହାଯାଉଛି।

ଗୁରୁତ୍ୱପୂର୍ଣ୍ଣ କଥା ହେଲା ସମୁଦ୍ର ବୁଡାଳିମାନେ ସୁଡ଼ଙ୍ଗର ସନ୍ଧାନ କରିବା ସମୟରେ ଏଥିରେ ଏକ କବର ପାଇଛନ୍ତି। ଏହି କବରଟି କାହାର ତାକୁ ନେଇ ଯାଞ୍ଚ ଆରମ୍ଭ ହୋଇଯାଇଛି।

caveଅଭିଯାନରେ ସାମିଲ ଜଣେ ଅଧିକାରୀ କହିଛନ୍ତି, “ଆମ ଟିମ୍‌ ଏହି ସୁଡ଼ଙ୍ଗକୁ ଖୋଜି ବାହାର କରିଥିବାରୁ ଗର୍ବ ଅନୁଭବ କରୁଛୁ। ଯେଉଁମାନେ ଏଥିରେ ଆମକୁ ସହଯୋଗ କରିଛନ୍ତି ସେମାନଙ୍କୁ ଧନ୍ୟବାଦ ଜଣାଉଛୁ। ଆମ ଟିମ୍‌ ଦୁନିଆର ଦୁଇଟି କନେକ୍‌ଟେଡ ସୁଡ଼ଙ୍ଗକୁ ଖୋଜି ବାହାର କରିଛନ୍ତି। ଏହାର ନାଁ ସେକ୍‌ ଏକଟନ୍‌ ଓ ଡୋଜ ଓଜୋନ। ଦୁଇଟିକୁ ମିଶାଇ ସୁଡ଼ଙ୍ଗର ନାଁ ସେକ୍‌ ଏକଟନ୍‌ ରଖାଯାଇଛି।”

GAM ଡାଇରେକ୍ଟର କହିଛନ୍ତି, “ଏଠାରେ ତୀର୍ଥସ୍ଥଳ, ପୂର୍ବରୁ ଥିବା ଜନବସତି ଓ ଅସ୍ତି ମିଳିବାର ସମ୍ଭାବନା ରହିଛି। ଅନୁମନ କରାଯାଉଛି, ପ୍ରାଚୀନ ମାୟା ସଭ୍ୟତାର ମନ୍ଦିର ଏଠାରେ ରହିଛି। ବର୍ତ୍ତମାନ ଏହା ସ୍ପଷ୍ଟ ହୋଇନାହିଁ, ଏହାର ଯାଞ୍ଚ ଚାଲିଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story