ଅଦରକାରୀ କାଗଜକୁ ଏମିତି କରନ୍ତୁ ବ୍ୟବହାର: ବର୍ଷକୁ ୩୦ରୁ ୪୦ ଲକ୍ଷ ଟଙ୍କା କରନ୍ତୁ ରୋଜଗାର

ଭୁବନେଶ୍ୱର: ଖବର କାଗଜ କିମ୍ବା  ଅନ୍ୟ କୌଣସି କାଗଜ ବ୍ୟବହାର କରିସାରିବା ପରେ ଆପଣ ଏହାକୁ ଫିଙ୍ଗି ଦେଉଥିବେ। କିନ୍ତୁ ଆପଣ ଜାଣନ୍ତି ଏହି ଅଦରକାରୀ କାଗଜକୁ ବ୍ୟବହାର କରି ଆପଣ ବର୍ଷକୁ ଲକ୍ଷ ଲକ୍ଷ ଟଙ୍କା ଆୟ କରିପାରିବେ। ଏଥିରେ କାରୁକାର୍ଯ୍ୟ ତିଆରି କରିପାରିବେ।  କାଗଜର ଏହି କଳାକୁ ପେପର ମାଚି ଓ ପେପର ମାସ୍‌ କୁହାଯାଏ। ଓଡ଼ିଶାର ପ୍ରାୟ ଅନେକ ଜାଗାର ପେପର ମାଚି କାର୍ଯ୍ୟ କରାଯାଇଥାଏ। ପେପର ମାଚି କିପରି କରିବେ- ପ୍ରଥମେ […]

paper machuie

paper machuie

Rakesh Mallick
  • Published: Tuesday, 16 January 2018
  • Updated: 16 January 2018, 05:46 PM IST

Sports

Latest News

ଭୁବନେଶ୍ୱର: ଖବର କାଗଜ କିମ୍ବା  ଅନ୍ୟ କୌଣସି କାଗଜ ବ୍ୟବହାର କରିସାରିବା ପରେ ଆପଣ ଏହାକୁ ଫିଙ୍ଗି ଦେଉଥିବେ। କିନ୍ତୁ ଆପଣ ଜାଣନ୍ତି ଏହି ଅଦରକାରୀ କାଗଜକୁ ବ୍ୟବହାର କରି ଆପଣ ବର୍ଷକୁ ଲକ୍ଷ ଲକ୍ଷ ଟଙ୍କା ଆୟ କରିପାରିବେ। ଏଥିରେ କାରୁକାର୍ଯ୍ୟ ତିଆରି କରିପାରିବେ।  କାଗଜର ଏହି କଳାକୁ ପେପର ମାଚି ଓ ପେପର ମାସ୍‌ କୁହାଯାଏ। ଓଡ଼ିଶାର ପ୍ରାୟ ଅନେକ ଜାଗାର ପେପର ମାଚି କାର୍ଯ୍ୟ କରାଯାଇଥାଏ।

ପେପର ମାଚି କିପରି କରିବେ- ପ୍ରଥମେ ଅଦରକାରୀ କାଗଜକୁ  ପାଣିରେ ଭିଜାଇ ତାକୁ ଚିପୁଡ଼ି ଦେଇ ଗ୍ରାଇଣ୍ଡି କରି ଦିଅନ୍ତୁ। ଏହାପରେ ଏହାକୁ ଖରାରରେ ଭଲ କରି ଶୁଖାଇ ପୁଣିଥରେ ଗ୍ରାଇଣ୍ଡିଂ ଗୁଣ୍ଡ କରି କାଗଜ ଗୁଣ୍ଡ କରନ୍ତୁ। ଏହାପରେ ତେନ୍ତୁଳି ମଞ୍ଜିକୁ ପାଣିରେ ସିଝାଇ ଅଠା ତିଆରି କରନ୍ତୁ। ଅଠା ଅଧିକ ଦିନ ରହିବା ପାଇଁ ସଥିରେ ଟିକେ ତୁତିଆ ମିଶାଇ ଦିଅନ୍ତୁ। ଏହାପରେ ସେହି ଅଠାରେ କାଗଜ ଗୁଣ୍ଡ, ତକ୍‌ ପାଉଡର ମିଶାଇ ଏକ ବଣ୍ଡ ତିଆରି କରାଯାଏ। ଯାହାକୁ କୁହାଯାଏ ପଲ୍‌ଫ। ଏହି ପଲ୍‌ଫକୁ ଛାଞ୍ଚରେ ପକାଇ ତିଆରି ସୁନ୍ଦର ସୁନ୍ଦର ଘର ସଜା ଉପକରଣ। ଏହା କିପରି ଦେଖନ୍ତୁ ଭିଡ଼ିଓ।

ପେପର୍‌ ମାସ୍‌: ପେପର୍‌ ମାସ୍ କାମ ଆହୁରି ସହଜ। କାଗଜକୁ ପରସ୍ତ ପରସ୍ତ କରି ଗୋଡ଼ାଇ ଆପଣ ସୁନ୍ଦର ସନ୍ଦର ଫୁଲଦାନୀ କିମ୍ବା ଘର ସଜା ଉପକରଣ କରିପାରିବେ। ଏଥିପାଇଁ ଆପଣ ମାଟିରେ ତିଆରି ଏକ ଫୁଲ ଦାନୀ ଆଣନ୍ତୁ। ତା ଉପରେ  ପ୍ରଥମେ କାଗଜକୁ ପାଣିରେ ଭିଜାଇ ଗୋଟିଏ ପରସ୍ତ ଗୁଡ଼ାଇ ଦିଅନ୍ତୁ।  ସମ୍ପୂର୍ଣ୍ଣ ମାଟି ଫୁଲଦାନୀ  ଓଦା କାଗଜରେ ଘୋଡ଼ାଇ ହେଲା ପରେ ତା' ଉପରେ ତେନ୍ତୁଳି ମଞ୍ଜିରେ ତିଆରି ଅଠାକୁ କାଗଜରେ ମାରି ସେ ଓଦା କାଗଜ ଉପରେ ପରସ୍ତ ପରସ୍ତ କରି ଗୁଡ଼ାଇ ଚାଲନ୍ତୁ। ପ୍ରାୟ ୧୫ କିମ୍ବା ୧୭ ପରସ୍ତ ଗୁଡ଼ାଇ ସାରିବା ପରେ ଫୁଲଦାନୀକୁ ଖରାରେ ରଖିଦିଅନ୍ତୁ। ଫୁଲଦାନିଟି ଶୁଖି ସାରିବା ପରେ ତାକୁ ଆଣି କାଗଜକୁ କାଟି ମାଟି ଫୁଲଦାନିଟୁକି ବାହାର କରି ଦିଅନ୍ତୁ। ପରେ କଟା ସ୍ଥାନକୁ ଅଠା ଦେଇ ଯୋଡ଼ି ଦିଆଯାଏ। ଏହାପରେ ମସୃଣ ହେବା ପାଇଁ ଚକ ଗୁଣ୍ଡ, କାଠ ଗୁଣ୍ଡ, ତେନ୍ତୁଳି ମଞ୍ଜି ଅଠା ମିଶାଇ ଘୋଳ ତିଆରି କରି ତା’ ଉପରେ ଲେପ ଦିଆଯାଏ। ଲେପ ଉପରେ ପୁଣି କାଗଜ ପକାଇ ଫିନିସଂ କରି ଏଥିରେ ଆପଣ ଚାହୁଁଥିବା ଭଳି ପେଣ୍ଟି କରିପାରିବେ। ଆଉ ଏହି ପେପର ମାଚି ସାମଗ୍ରୀର ବଜାରରେ ଭଲ ଚାହିଦା ଥିବାରୁ ଘରେ ବସି ଆପଣ ବେଶ ଭଲ ପଇସା ରୋଜଗାର କରିପାରିବେ।

https://youtu.be/GoE-mB4pvN4

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story