କାହିଁକି ୬୦ ଓ ୧୦୦୦ ଟଙ୍କିଆ ପରି ବିଶେଷ କଏନ୍‌ ଜାରି କରେ ରିଜର୍ଭ ବ୍ୟାଙ୍କ

ନୂଆଦିଲ୍ଲୀ: ଦେଶରେ କଏନ୍‌ ବା ମୁଦ୍ରାକୁ ଭାରତ ସରକାର ତିଆରି କରନ୍ତି। କିନ୍ତୁ ଏହାକୁ ବଜାରରେ ପ୍ରବେଶ କରାଏ ରିଜର୍ଭ ବ୍ୟାଙ୍କ। ବର୍ତ୍ତମାନ ଭାରତୀୟ ବଜାରରେ ଟଙ୍କିକିଆ, ଦୁଇ ଟଙ୍କିଆ, ପାଞ୍ଚ ଟଙ୍କିଆ ଓ ଦଶ ଟଙ୍କିଆ କଏନ୍‌ ପ୍ରଚଳିତ ହେଉଛି। କିନ୍ତୁ ଆପଣ ଜାଣନ୍ତିକି ଏହିସବୁ କଏନ୍‌ ବ୍ୟତୀତ ୬୦ ଟଙ୍କାରୁ ଆରମ୍ଭ କରି ୧୦୦୦ ଟଙ୍କିଆ କଏନ୍ ମଧ୍ୟ ତିଆରି କରାଯାଇଛି। ହେଲେ ଏହା ନେଣଦେଣ ପାଇଁ ନୁହେଁ। ସରକାର ଦେଶର ସୁପୁତ୍ରମାନଙ୍କ ସମ୍ମାନରେ […]

IndiaTv8fedcc_home-pic-chillar-currency

IndiaTv8fedcc_home-pic-chillar-currency

Rakesh Mallick
  • Published: Friday, 29 December 2017
  • Updated: 29 December 2017, 08:31 PM IST

ନୂଆଦିଲ୍ଲୀ: ଦେଶରେ କଏନ୍‌ ବା ମୁଦ୍ରାକୁ ଭାରତ ସରକାର ତିଆରି କରନ୍ତି। କିନ୍ତୁ ଏହାକୁ ବଜାରରେ ପ୍ରବେଶ କରାଏ ରିଜର୍ଭ ବ୍ୟାଙ୍କ। ବର୍ତ୍ତମାନ ଭାରତୀୟ ବଜାରରେ ଟଙ୍କିକିଆ, ଦୁଇ ଟଙ୍କିଆ, ପାଞ୍ଚ ଟଙ୍କିଆ ଓ ଦଶ ଟଙ୍କିଆ କଏନ୍‌ ପ୍ରଚଳିତ ହେଉଛି। କିନ୍ତୁ ଆପଣ ଜାଣନ୍ତିକି ଏହିସବୁ କଏନ୍‌ ବ୍ୟତୀତ ୬୦ ଟଙ୍କାରୁ ଆରମ୍ଭ କରି ୧୦୦୦ ଟଙ୍କିଆ କଏନ୍ ମଧ୍ୟ ତିଆରି କରାଯାଇଛି। ହେଲେ ଏହା ନେଣଦେଣ ପାଇଁ ନୁହେଁ। ସରକାର ଦେଶର ସୁପୁତ୍ରମାନଙ୍କ ସମ୍ମାନରେ କିମ୍ବା କୌଣସି ବିଶେଷ ସମୟରେ ଏହି ଏକନ୍‌କୁ ଜାରୀ କରିଥାନ୍ତି। ଆସନ୍ତୁ ଜାଣିବ ଏହି କଏନ୍ ଗୁଡ଼ିକର ବିଶେଷତ୍ତ୍ୱ।

୧୦୦୦ ଟଙ୍କିଆ କଏନ୍‌: ଆରବିଆଇ ୧୦୦୦ ଟଙ୍କିଆ କଏନ  ୨୦୧୦ରେ ଜାରି କରିଥିଲା। ତାମିଲନାଡୁର ତାଞ୍ଜାବୁରର ବୃହଦେଶ୍ୱର ଶିବ ମନ୍ଦିରର ହାଜାରେ ବର୍ଷ ପୂର୍ତ୍ତି ଅବସରରେ ଏହି କଏନ ତିଆରି କରାଯାଇଥିଲା। ୮୦ ପ୍ରତିଶତ ରୂପା, ୨୦ ପ୍ରତିଶତ ତମ୍ବା ମିଶ୍ରଣରେ ତିଆରି ହୋଇଥିବା ଏହି କଏନ୍‌ର ଓଜନ ୩୫ ଗ୍ରାମ। ଏହାର ସମ୍ମୁଖ ଭାଗରେ ଅଶୋକ ସ୍ତମ୍ବ ଓ ପଛପଟରେ ବୃହଦେଶ୍ୱର ଶିବ ମନ୍ଦିର ଚିତ୍ର ରହିଛି। ୧୦୦୦ ଟଙ୍କିଆ କଏନକୁ ମୁମ୍ବାଇର ଟଙ୍କାଶାଳରେ ଛପା ଯାଇଥିଲା।

୧୫୦ ଟଙ୍କିଆ କଏନ୍:  ୨୦୧୦ରେ ଭାରତୀୟ ଆୟକର ବିଭାଗର ୧୫୦ ବର୍ଷ ପୂର୍ତ୍ତି ଅବସରରେ ୧୫୦ ଟଙ୍କିଆ କଏନ୍ ଜାରି କରାଯାଇଥିଲା। ଏହା ଚାଣକ୍ୟଙ୍କୁ ସମର୍ପିତ ଥିଲା। ୨୩ ମିଟର ବ୍ୟସ ବିଶିଷ୍ଟ ୧୫୦ କଏନଟି ୫୦ ପ୍ରତିଶତ ରୂପା, ୪୦ ତମ୍ବା, ୫ ପ୍ରତିଶତ ଜିଙ୍କରେ ତିଆରି ହୋଇଛି। କଲିକତାର ଟଙ୍କାଶଳରେ ଏହା ତିଆରି କରାଯାଇଥିଲା।

( ରବିନ୍ଦ୍ର ନାଥ ଟୋଗୋର ଜନ୍ମଦିନ ପାଇଁ ଏହି କଏନ୍‌କୁ ୧୦୧୧ରେ ଜାରି କରାଯାଇଥିଲା ପୁଣି ଏହାକୁ ପଣ୍ଡିତ ମଦନ ମୋହନ ମାଲବ୍ୟ, ଓ ମୋତି ଲାଲ ନେହେରୁଙ୍କୁ ଓ ସ୍ୱାମୀ ବିବେକାନନ୍ଦଙ୍କ ୧୫୦ ଜୟନ୍ତୀ ମଧ୍ୟ ଜାରି କରାଯାଇଥିଲା।)

୧୨୫ ଟଙ୍କିଆ କଏନ୍: ଏହି କଏନଟି ୨୦୧୪ରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହାର ଲାଲ୍ ନେହେରୁଙ୍କ ୧୨୫ ବର୍ଷ ଜନ୍ମବାର୍ଷିକିରେ ଜାରି କରାଯାଇଥିଲା।

(ଏହାପରେ ସର୍ବପଲ୍ଲୀ ରାଧାକ୍ରିଷ୍ଣନନଙ୍କର ୧୨୫ ଜୟନ୍ତି ଓ ଆମ୍ବେଦକରଙ୍କ ୧୨୫ ଜୟନ୍ତିରେ ଜାରି କରାଯାଇଥିଲା)

ଏହି କଏନ୍‌ କିଣାଯାଇ ପାରିବ ନାହିଁ କି ବଜାରରେ ପ୍ରବେଶ ହେବ ନାହିଁ। ଏହା କେବଳ ସରକାରୀ  କାର୍ଯ୍ୟକ୍ରମରେ ଗ୍ୟାଲେରୀରେ ଦେଖିପାରିବେ।

୧୦୦ ଟଙ୍କିଆ କଏନ୍‌: ଏହି କଏନ୍‌ଟିକୁ ୨୦୧୦ରେ ପ୍ରଥମେ ସୁବ୍ରମଣ୍ୟୁମ୍ ଓ ମଦର ଟେରେସାଙ୍କ ୧୦୦ତମ ଜୟନ୍ତୀ ଓ ୨୧ତମ କମନୱେଲ୍ଥ ଗେମ୍‌ ଅବସରରେ ଜାରି କରାଯାଇଥିଲା। ଏହାଛଡ଼ା ୨୦୧୫ରେ ଆନ୍ତର୍ଜାତୀୟ ଯୋଗ ଦିବସରେ ମଧ୍ୟ ୧୦୦ ଟଙ୍କିଆ କଏନ୍‌ ଜାରି କରାଯାଇଥିଲା।

୮୦ ପ୍ରତିଶତ ରୂପା, ୨୦ ପ୍ରତିଶତ ତମ୍ବା ମିଶ୍ରଣରେ ଏହି କଏନ୍‌ ତିଆରି କାରଯାଇଛି। ଏହାର ଓଜନ ୩୫ ଗ୍ରାମ ରହିଛି।

୭୫ ଟଙ୍କିଆ କଏନ୍: ୨୦୧୦ରେ ରିଜର୍ଭ ବ୍ୟାଙ୍କରର ପ୍ଲାଟିନମ୍‌ ଜୁବଲି ଅବସରରେ ମୁମ୍ବାଇ ଟଙ୍କାଶାଳରେ ଏହି କଏନ୍‌ ତିଆରି କରାଯାଇଥିଲା।ଏହାକୁ ଆରବିଆଇର ମିଣ୍ଟ ସଂଗ୍ରହାଳୟରେ ରଖାଯାଇଛି। ୫୦ ପ୍ରତିଶତ ରୂପା ଓ ତମ୍ବାର ମିଶ୍ରଣରେ ଏହି କଏନ ତିଆରି ହୋଇଛି। ଏହାର ବ୍ୟାସ ୨୫ ମିଲିମିଟର ଓ ଓଜନ ୩୫ ଗ୍ରାମ।

୬୦ ଟଙ୍କିଆ କଏନ୍: ଏହି କଏନ ୨୦୧୨ରେ ଜାରି ହୋଇଥିଲା। ଭାରତ ସରକାରଙ୍କ ୬୦ ବର୍ଷ ପୂର୍ତ୍ତି ଅବସରରେ ଏହି କଏନକୁ କୋଲକାତା ଟଙ୍କାଶାଳରେ ତିଆରି କରାଯାଇଥିଲା।ଏବେ ଏହା ସରକାରଙ୍କ ସ୍ମୃତି ହିସାବରେ ସଂଗ୍ରହାଳୟରେ ରଖାଯାଇଛି। ରୂପା, ତମ୍ବା, ଜିଙ୍କ, ନିକେଲ୍‌ର ଭଳି ଧାତୁର ମିଶ୍ର ତିଆରି ହୋଇଥିବା ଏହି କଏନ୍‌ର ଓଜନ ୩୦ରୁ ୩୫ ଗ୍ରାମ ମଧ୍ୟରେ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story