କାହିଁକି ଅଣ୍ଟାରେ ବେଲ୍ଟ ପିନ୍ଧନ୍ତି ମେଲାନିଆ

ନୂଆଦିଲ୍ଲୀ: ଗତକାଲି ଭାରତ ଆସିଛନ୍ତି ଡୋନାଲ୍ଡ ଟ୍ରମ୍ପ ଏବଂ ପତ୍ନୀ ମେଲାନିଆ ଟ୍ରମ୍ପ। ଗତକାଲି ନିଜ ପରିବାର ସହ ଭାରତରେ ପହଞ୍ଚିବା ପରେ ଟ୍ରମ୍ପ ଅହମ୍ମଦାବାଦ ଯାଇଥିଲେ। ସେଠାରୁ ସେ ସାବରମତି ଆଶ୍ରମ ଏବଂ ପରେ ଗୁଜରାଟର ମୋଟେରା ଷ୍ଟାଡିୟମରେ ଯାଇଥିଲେ। ଯାହାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଥିଲା। ପ୍ରଥମ ଥର ଭାରତ ଆସି ଟ୍ରମ୍ପ ଯେତିକି ଲୋକପ୍ରିୟତା ସାଉଁଟିଥିଲେ ସେତିକି ଚର୍ଚ୍ଚା ପ୍ରଥମ ମହିଳା ତଥା ଟ୍ରମ୍ପଙ୍କ ପତ୍ନୀ ମେଲାନିଆ ଟ୍ରମ୍ପକୁ ନେଇ ମଧ୍ୟ ହେଉଥିଲା। […]

micky-123

micky-123

Biswobandita Swain
  • Published: Tuesday, 25 February 2020
  • Updated: 25 February 2020, 02:09 PM IST

ନୂଆଦିଲ୍ଲୀ: ଗତକାଲି ଭାରତ ଆସିଛନ୍ତି ଡୋନାଲ୍ଡ ଟ୍ରମ୍ପ ଏବଂ ପତ୍ନୀ ମେଲାନିଆ ଟ୍ରମ୍ପ। ଗତକାଲି ନିଜ ପରିବାର ସହ ଭାରତରେ ପହଞ୍ଚିବା ପରେ ଟ୍ରମ୍ପ ଅହମ୍ମଦାବାଦ ଯାଇଥିଲେ। ସେଠାରୁ ସେ ସାବରମତି ଆଶ୍ରମ ଏବଂ ପରେ ଗୁଜରାଟର ମୋଟେରା ଷ୍ଟାଡିୟମରେ ଯାଇଥିଲେ। ଯାହାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଥିଲା। ପ୍ରଥମ ଥର ଭାରତ ଆସି ଟ୍ରମ୍ପ ଯେତିକି ଲୋକପ୍ରିୟତା ସାଉଁଟିଥିଲେ ସେତିକି ଚର୍ଚ୍ଚା ପ୍ରଥମ ମହିଳା ତଥା ଟ୍ରମ୍ପଙ୍କ ପତ୍ନୀ ମେଲାନିଆ ଟ୍ରମ୍ପକୁ ନେଇ ମଧ୍ୟ ହେଉଥିଲା। ସବୁଠୁ ଅଧିକ ଚର୍ଚ୍ଚା ହେଉଥିଲା ମେଲାନିଆଙ୍କ ଡ୍ରେସ୍‌କୁ ନେଇ। ଦୁଇ ଦିନରେ ଅଣ୍ଟାରେ ବେଲ୍ଟ ବନ୍ଧା ଦୁଇଟି ଧଳା ଡ୍ରେସ୍‌ ପିନ୍ଧିଥିବା ମେଲାନିଆଙ୍କୁ ଦେଖି ସମସ୍ତେ ଗୋଟେ କଥା ଚିନ୍ତା କରିଥିଲେ ଯେ, ମେଲାନିଆ ପ୍ରାୟ ଡ୍ରେସ୍‌ରେ ଅଣ୍ଟାରେ ବେଲ୍ଟ କାହିଁକି ପିନ୍ଧୁଛନ୍ତି?

କେବଳ ଭାରତ ନୁହେଁ, ୨୦୧୭ରେ ସାଉଦି ଆରବ ଗସ୍ତ ସମୟରେ ମଧ୍ୟ ମେଲାନିଆ ଏମିତି କଳା ଡ୍ରେସ୍‌ରେ ଏକ ସୁନେଲୀ ରଙ୍ଗର ବେଲ୍ଟ ପିନ୍ଧିଥିଲେ। ମେଲାନିଆ ଯୁଆଡେ ଯାଆନ୍ତି ପ୍ରାୟ ସମୟର ଅଣ୍ଟାରେ ବେଲ୍ଟ ପିନ୍ଧିଥାନ୍ତି।

ତେବେ ଏ ବେଲ୍ଟ ପିନ୍ଧିବା ପଛର କାରଣ କଣ? 

ଯାହା ସୂଚନା ମିଳିଛି, ଅଣ୍ଟାରେ ବେଲ୍ଟ ପିନ୍ଧିବା ଶକ୍ତିର ସଂକେତ ବୋଲି ସେ ଭାବନ୍ତି। କମିକ୍‌ ବହିରେ ହିରୋ ହୁଅନ୍ତୁ କିମ୍ବା ଫିଲ୍ମର ୱୋଣ୍ଡର ଓମେନ୍‌ ବଡ ବେଲ୍ଟ ସୁପର ପାୱର ବା ଶକ୍ତିଶାଳୀ ହେବାର ସଂକେତ ଦିଏ। ୧୯୭୫ରେ ବିଭିନ୍ନ ହଲିଉଡ୍‌ ଟିଭି ସିରିଜ୍‌ରେ ଖଳନାୟକମାନେ ଯେତେବେଳ ମହିଳା ପିନ୍ଧିଥିବା ବେଲ୍‌ଟ କାଢି ନିଅନ୍ତି ସେତେବେଳେ ତାଙ୍କର ସବୁ ଶକ୍ତି ଚାଲିଯାଏ ବୋଲି ମଧ୍ୟ ଦର୍ଶାଯାଇଛି।

ଯାହା ଶୁଣିବାକୁ ମିଳେ ମେଲାନିଆ ଟ୍ରମ୍ପଙ୍କର ମଧ୍ୟ ଏମିତି କିଛି ଭାବନା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story