ଗୁଜରାଟ ଓ ହିମାଚଳ ଫଳାଫଳ ପ୍ରଭାବ ଓଡ଼ିଶାରେ ପଡ଼ିବନି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଉଭୟ ଗୁଜରାଟ ଓ ହିମାଚଳ ପ୍ରଦେଶରେ ବିଜେପି ସରକାର ଗଢ଼ିବ। ଗୁଜରାଟରେ ବିଜେପି ଲଗାତାର ଷଷ୍ଠ ଥର ପାଇଁ କ୍ଷମତାକୁ ଆସିଥିବା ବେଳେ ହିମାଚଳରେ କଂଗ୍ରେସ ହାତରୁ ଶାସନ ଡୋରି ହାତେଇବାରେ ଦଳ ସକ୍ଷମ ହୋଇଛି। ତେବେ ଏହି ଫଳାଫଳର ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ କହିଛନ୍ତି, ଏହି ଫଳାଫଳର ପ୍ରଭାବ ଆସନ୍ତା ବିଜେପୁର ଉପନିର୍ବାଚନରେ ମଧ୍ୟ ପଡ଼ିବ ନାହିଁ। ସେ ଆହୁରି କହିଛନ୍ତି, “ରାଜ୍ୟରେ […]

MP

MP

Rakesh Mallick
  • Published: Tuesday, 19 December 2017
  • Updated: 19 December 2017, 02:15 PM IST

Sports

Latest News

ଭୁବନେଶ୍ୱର: ଉଭୟ ଗୁଜରାଟ ଓ ହିମାଚଳ ପ୍ରଦେଶରେ ବିଜେପି ସରକାର ଗଢ଼ିବ। ଗୁଜରାଟରେ ବିଜେପି ଲଗାତାର ଷଷ୍ଠ ଥର ପାଇଁ କ୍ଷମତାକୁ ଆସିଥିବା ବେଳେ ହିମାଚଳରେ କଂଗ୍ରେସ ହାତରୁ ଶାସନ ଡୋରି ହାତେଇବାରେ ଦଳ ସକ୍ଷମ ହୋଇଛି। ତେବେ ଏହି ଫଳାଫଳର ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ସେ କହିଛନ୍ତି, ଏହି ଫଳାଫଳର ପ୍ରଭାବ ଆସନ୍ତା ବିଜେପୁର ଉପନିର୍ବାଚନରେ ମଧ୍ୟ ପଡ଼ିବ ନାହିଁ।

ସେ ଆହୁରି କହିଛନ୍ତି, “ରାଜ୍ୟରେ ବିଜେଡି ସରକାର ଅନେକ ବିକାଶମୂଳକ କାମ କରିଛି।  ତେଣୁ ଏଠାରେ ସରକାର ବିରୋଧୀ ଜନମତ ସୃଷ୍ଟି ହେବ ନାହିଁ। ଆଗୁଆ ନିର୍ବାଚନ ପାଇଁ ବିଜେଡି ପ୍ରସ୍ତୁତ ଅଛି। ଏ କଥା ମୁଁ ପୂର୍ବରୁ ବି କହିଛି।”

https://twitter.com/PandaJay/status/942949800575561728

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story