ଡି'ଭିଲିୟର୍ସ ଓ ମୋଇନଙ୍କ ଅର୍ଦ୍ଧଶତକ, ଆରସିବି ୧୭୧/୭

ମୁମ୍ବାଇ: ଚଳିତ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ)ର ୩୧ତମ ମ୍ୟାଚ୍ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚରେ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ଏବି ଡି’ଭିଲିୟର୍ସ ଓ ମୋଇନ୍ ଅଲୀଙ୍କ ଅର୍ଦ୍ଧଶତକ ବଳରେ ଆରସିବି ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ୍ ହରାଇ ୧୭୧ ରନ୍ କରିଛି। ଡି’ଭିଲିୟର୍ସ ୫୧ ବଲରେ ୬ ଚୌକା ଓ ୪ ଛକା ସହ ୭୫ ଓ ମୋଇନ୍ ୩୨ ବଲରେ ୧ ଚୌକା ଓ […]

rcb

rcb

Ranjit Kumar Jena
  • Published: Monday, 15 April 2019
  • Updated: 15 April 2019, 09:53 PM IST

Sports

Latest News

ମୁମ୍ବାଇ: ଚଳିତ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ)ର ୩୧ତମ ମ୍ୟାଚ୍ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚରେ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ଏବି ଡି'ଭିଲିୟର୍ସ ଓ ମୋଇନ୍ ଅଲୀଙ୍କ ଅର୍ଦ୍ଧଶତକ ବଳରେ ଆରସିବି ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ୍ ହରାଇ ୧୭୧ ରନ୍ କରିଛି।

ଡି'ଭିଲିୟର୍ସ ୫୧ ବଲରେ ୬ ଚୌକା ଓ ୪ ଛକା ସହ ୭୫ ଓ ମୋଇନ୍ ୩୨ ବଲରେ ୧ ଚୌକା ଓ ୫ ଛକା ସହ ୫୦ ରନ୍ କରିଛନ୍ତି। ଏହି ମ୍ୟାଚକୁ ଜିତିବା ପାଇଁ ମୁମ୍ବାଇକୁ ୧୭୨ ରନ୍ କରିବାକୁ ପଡ଼ିବ।

ୱାଙ୍ଖଡେ ଷ୍ଟାଡିୟମରେ ଅନୁଷ୍ଠିତ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ୍ ଶର୍ମା ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଆରସିବି ଦଳର ଦୁଇ ଓପ୍ନର ପାର୍ଥିବ ପଟେଲ ଓ ଅଧିନାୟକ ବିରାଟ କୋହଲି ନିରାଶ କରିଥିଲେ।

ପଞ୍ଜାବ ବିପକ୍ଷ ମ୍ୟାଚରେ ଅର୍ଦ୍ଧଶତକ ମାରିଥିବା ଆରସିବି ଦଳର ଅଧିନାୟକ ବିରାଟ୍ କୋହଲି ମାତ୍ର ୮ ରନ୍ ଜେସନ୍ ବେହରେନଡର୍ଫଙ୍କ ଶିକାର ହୋଇଥିବା ବେଳେ ପାର୍ଥିବ ୨୮ (୨୦ ବଲ, ୪ ଚୌକା, ୧ ଛକା) ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ। ଏହା ପରେ ଏବି ଡି'ଭିଲିୟର୍ସ ଓ ମୋଇନ୍ ସ୍ଥିତି ସମ୍ଭାଳିଥିଲେ। ମୋଇନ ଆକ୍ରମଣାତ୍ମକ ବ୍ୟାଟିଂ କରିଥିବା ବେଳେ ଡି'ଭିଲିୟର୍ସ ସାମାନ୍ୟ ଧିମା ବ୍ୟାଟିଂ କରିଥିଲେ।

ମୋଇନ୍ ୩୧ ବଲରେ ଓ ଡି'ଭିଲିୟର୍ସ ୪୧ ବଲରେ ଅର୍ଦ୍ଧଶତକ ହାସଲ କରିଥିଲେ। ଦୁହେଁ ତୃତୀୟ ୱିକେଟ୍ ପାଇଁ ୯୫ ରନର ମଜଭୁତ୍ ପାର୍ଟନରଶିପ୍ କରି ଆରସିବିକୁ ସମ୍ମାନଜନକ ସ୍କୋରରେ ପହଞ୍ଚାଇଥିଲେ। ଦଳର ସ୍କୋର ୧୪୪ ଥିବା ବେଳେ ମୋଇନଙ୍କୁ ଲସିଥ୍ ମାଲିଙ୍ଗା ପ୍ୟାଭିଲିୟନ୍ ପଠାଇଥିଲେ।

ଅଲରାଉଣ୍ଡର ମାର୍କସ୍ ଷ୍ଟୋଇନିସ୍ (୦) ଖାତା ଖୋଲିବାକୁ ସକ୍ଷମ ହୋଇନଥିଲେ। ଇନିଂସର ଅନ୍ତିମ ଓଭରରେ ଡି'ଭିଲିୟର୍ସ ରନ୍ ଆଉଟ୍ ହୋଇଥିବା ବେଳେ ପୱନ୍ ନେଗି (୦) ମାଲିଙ୍ଗା ଆଉଟ୍ କରିଥିଲେ। ମୁମ୍ବାଇର ସଫଳ ବୋଲର ଭାବେ ମାଲିଙ୍ଗା ୩୧ ରନ୍ ଦେଇ ୪ଟି ୱିକେଟ୍ ନେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story