୨ଟି ସ୍ଥାନରେ ସଡ଼କ ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ଘଟିଛି: ଝାରସୁଗୁଡ଼ା ବଡ଼ମାଳ ଛକରେ ଘାଟି ପାର ହେଉଥିବା ବେଳେ ଗାଡ଼ି ମାଡିଯିବାରୁ ମା’ ପୁଅ ମୃତ, କୋରାପୁଟ ସୁନାବେଡ଼ାରେ ୨ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କାରେ ୨ ଜଣ ପ୍ରାଣ ହରାଇଛନ୍ତି

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।