ମାୟାଜାଲରେ ପଡ଼ିବା ପୂର୍ବରୁ ସାବଧାନ୍ ! ଜାଣନ୍ତୁ କ’ଣ ଘଟିଲା

ଭୁବନେଶ୍ୱର(‌ଓଡ଼ିଶା ରିପୋର୍ଟର): ଦେହଧନ୍ଧାର ମାୟାଜାଲରେ ପଡ଼ିବା ପୂର୍ବରୁ ସାବଧାନ୍ ! କ୍ଷଣିକ ସୁଖର ମୋହ ଆପଣଙ୍କୁ କରିଦେଇପାରେ ବରବାଦ୍ । ଆପଣ ବି  ବନିପାରନ୍ତି ବଳିକା କା ବକ୍ରା । କିଛି ଦୁର୍ବୃତ୍ତ ଜଣେ ମାଲଦାର୍ ଠିକାଦାରଙ୍କୁ ଦେହସୁଖର ମୋହ ଦେଖାଇ ଲୁଟିଛନ୍ତି କାର୍, ଟଙ୍କା ଆଉ ମୋବାଇଲ୍ । ଅଭିଯୋଗ ଅନୁଯାୟୀ, ସେହି ଠିକାଦାର ହେଉଛନ୍ତି ଅନୁଗୁଳ ଜିଲ୍ଲା ତାଳଚେରର । ଠିକାଦାରଙ୍କ  ମୋବାଇଲକୁ ଜଣେ ଯୁବତୀଙ୍କ ଫଟୋ ପଠାଇଥିଲେ ପୂର୍ବରୁ ପରିଚିତ ଜଣେ ଯୁବକ […]

hnmb-7bn

hnmb-7bn

Tapas Behera
  • Published: Thursday, 20 August 2020
  • Updated: 20 August 2020, 09:02 PM IST

Sports

Latest News

ଭୁବନେଶ୍ୱର(‌ଓଡ଼ିଶା ରିପୋର୍ଟର): ଦେହଧନ୍ଧାର ମାୟାଜାଲରେ ପଡ଼ିବା ପୂର୍ବରୁ ସାବଧାନ୍ ! କ୍ଷଣିକ ସୁଖର ମୋହ ଆପଣଙ୍କୁ କରିଦେଇପାରେ ବରବାଦ୍ । ଆପଣ ବି  ବନିପାରନ୍ତି ବଳିକା କା ବକ୍ରା । କିଛି ଦୁର୍ବୃତ୍ତ ଜଣେ ମାଲଦାର୍ ଠିକାଦାରଙ୍କୁ ଦେହସୁଖର ମୋହ ଦେଖାଇ ଲୁଟିଛନ୍ତି କାର୍, ଟଙ୍କା ଆଉ ମୋବାଇଲ୍ ।

ଅଭିଯୋଗ ଅନୁଯାୟୀ, ସେହି ଠିକାଦାର ହେଉଛନ୍ତି ଅନୁଗୁଳ ଜିଲ୍ଲା ତାଳଚେରର । ଠିକାଦାରଙ୍କ  ମୋବାଇଲକୁ ଜଣେ ଯୁବତୀଙ୍କ ଫଟୋ ପଠାଇଥିଲେ ପୂର୍ବରୁ ପରିଚିତ ଜଣେ ଯୁବକ । ଆଉ ଫଟୋ ଦେଖି ସଂପୃକ୍ତ ଠିକାଦାର ଜଣଙ୍କ  ତାଳଚେରରୁ ଡ୍ରାଇଭରକୁ ଧରି ନିଜ ବନ୍ଧୁ ସହ ଛୁଟି ଆସିଥିଲେ ରାଜଧାନୀର ଠିକଣା ଜାଗାକୁ । ତାପରେ ସମସ୍ତଙ୍କୁ ଲୁଟେରା ନେଇଗଲେ  ଖଣ୍ଡଗିରି ଅଞ୍ଚଳର ଏକ ଘରକୁ । ଆଉ ସେହି ଘର ଭିତରେ ବନ୍ଦ କରି ମାଡ଼ ମାରି ଲୁଟି ନେଇଗଲେ ଏକ ନୂଆ କାର୍ ସହ ୧୧ ହଜାର ଟଙ୍କା  ଏବଂ ୨ଟି ମୋବାଇଲ୍ । ଶେଷରେ ପୁଲିସ ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରିବା ସହ ଲୁଟ୍ କାର୍କୁ ଜବତ କରିଛି। ତାସହ ଫେରାର୍  ୩ ଲୁଟେରାଙ୍କୁ ଧରିବା ପାଇଁ ତନାଘନା ଜାରି ରଖିଛି ।

ରାଜଧାନୀରେ ଆଗରୁ ବି ଏମିତି ଅଭିନବ ଫଣ୍ଡାରେ ଅନେକ୍ ଲୁଟ୍‌ପାଟ୍ ହୋଇଛି । କେବେ ଦେହ ସୁଖର ମୋହରେ ପଡ଼ି ତ ଆଉ  କେବେ ମହିଳାଙ୍କ ଲିଫ୍ଟ ଅଫର୍ରେ ପଡ଼ି ଲୁଟତରାଜର ଶିକାର ହୋଇଛନ୍ତି ଏକାଧିକ ଲୋକ । ୨୦୧୭, ଅଗଷ୍ଟ ୨ । ସହିଦନଗର ଥାନା  ଅଞ୍ଚଳରେ ଜଣେ ଯୁବକଙ୍କୁ ଲିଫ୍ଟ ମାଗିବାର ବାହାନା କରି ମୋବାଇଲ୍ ସହ ଟଙ୍କା ଲୁଟିଥିଲେ ଯୁବତୀ । ୨୦୧୭ ନଭେମ୍ବର ୨। ସହିଦନଗର  ଥାନା ଅଞ୍ଚଳରେ ବି ଜଣେ କାର୍ ଚାଳକଙ୍କୁ ସମାନ ଢଙ୍ଗରେ ଲୁଟିଥିଲେ ୩ ମହିଳା । କେବଳ ଏତିକି ନୁହେଁ, ଯୁବତୀଙ୍କୁ ମାଧ୍ୟମ କରି  ରାଜଧାନୀରେ ବେଆଇନ ନିଶା କାରବାରର ବି ସାମ୍ନାକୁ ଆସିଥିଲା । ତେବେ ଏଭଳି ଅପରାଧ ପଛରେ କାହିଁକି ଯୁବତୀ କିମ୍ବା ମହିଳାଙ୍କୁ  ବ୍ୟବହାର କରୁଛନ୍ତି ଲୁଟେରା ?

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story