ଆଜି ଦାୟିତ୍ୱ ଗ୍ରହଣ କରିବେ ନୂଆ ପୋଲିସ୍ ଡିଜି କନୱର ବ୍ରଜେଶ ସିଂହ

କଟକ: କନୱର ବ୍ରଜେଶ ସିଂହ ହେଲେ ରାଜ୍ୟର ନୂଆ ପୋଲିସ୍ ଡିଜି। ଆଜି କଟକ ପୋଲିସ ମୁଖ୍ୟାଳୟରେ ସେ ଦାୟିତ୍ୱ ଗ୍ରହଣ କରିବେ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ବର୍ତ୍ତମାନର ଡିଜି ଥିବା ସଂଜୀବ ମାରିକ ଛୁଟିରେ ଯାଇଛନ୍ତି। ତାଙ୍କ ସ୍ଥାନରେ ଭିଜିଲାନ୍ସ ନିର୍ଦ୍ଦେଶକ ଥିବା କନୱର ବ୍ରଜେଶ ସିଂହଙ୍କୁ ପୋଲିସ୍ ମହାନିର୍ଦ୍ଦେଶକ ଦାୟିତ୍ୱ ଦିଆଯାଇଛି। ଆସନ୍ତା ଡିସେମ୍ୱର ୩୧ ତାରିଖରେ ଚାକିରୀରୁ ଅବସର ନେଇଥାନ୍ତେ ସଂଜୀବ ମାରିକ୍। ତେବେ ତାଙ୍କ ପରେ କାହାକୁ […]

dg

dg

Rakesh Mallick
  • Published: Sunday, 08 November 2015
  • Updated: 08 November 2015, 05:56 AM IST

Sports

Latest News

କଟକ: କନୱର ବ୍ରଜେଶ ସିଂହ ହେଲେ ରାଜ୍ୟର ନୂଆ ପୋଲିସ୍ ଡିଜି। ଆଜି କଟକ ପୋଲିସ ମୁଖ୍ୟାଳୟରେ ସେ ଦାୟିତ୍ୱ ଗ୍ରହଣ କରିବେ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ବର୍ତ୍ତମାନର ଡିଜି ଥିବା ସଂଜୀବ ମାରିକ ଛୁଟିରେ ଯାଇଛନ୍ତି। ତାଙ୍କ ସ୍ଥାନରେ ଭିଜିଲାନ୍ସ ନିର୍ଦ୍ଦେଶକ ଥିବା କନୱର ବ୍ରଜେଶ ସିଂହଙ୍କୁ ପୋଲିସ୍ ମହାନିର୍ଦ୍ଦେଶକ ଦାୟିତ୍ୱ ଦିଆଯାଇଛି।

ଆସନ୍ତା ଡିସେମ୍ୱର ୩୧ ତାରିଖରେ ଚାକିରୀରୁ ଅବସର ନେଇଥାନ୍ତେ ସଂଜୀବ ମାରିକ୍। ତେବେ ତାଙ୍କ ପରେ କାହାକୁ ପୋଲିସ୍ ମହାନିର୍ଦ୍ଦେଶକ ପଦ ମିଳିବ ତାକୁ ନେଇ ପାୱାର୍ କରିଡରରେ ବେଶ୍ କିଛି ଦିନ ଧରି ଚର୍ଚ୍ଚା ଚାଲିଥିଲା। ଦୌଡ଼ରେ ଏକାଧିକ ଦାବିଦାରଙ୍କ ନାଁ ଚର୍ଚ୍ଚାକୁ ଆସିଥିଲା ବେଳେ ଶେଷରେ କେ.ବି. ସିଂହଙ୍କୁ ରାଜ୍ୟ ପୋଲିସର ଏହି ସର୍ବୋଚ୍ଚ ଦାୟିତ୍ୱ ମିଳିଛି। ୧୯୮୫ ବ୍ୟାଚର ଏହି ଆଇପିଏସ୍ ଅଧିକାରୀ ଭିଜିଲାନ୍ସ ନିର୍ଦ୍ଦେଶକ ପଦରେ ଥାଇ ରାଜ୍ୟ ସରକାରଙ୍କ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ନିର୍ବାହ କରିଛନ୍ତି। ସେପଟେ କେ.ବି.ସିଂହଙ୍କ ସ୍ଥାନରେ ୱାଇ.ବି.ଖୁରାନିଆଙ୍କୁ ଭିଜିଲାନ୍ସ ନିର୍ଦ୍ଦେଶକ ଦାୟିତ୍ୱ ମିଳିଛି। ସେହିପରି ବିଜୁ ପଟ୍ଟନାୟକ ପୋଲିସ୍ ଏକାଡେମୀର ନିର୍ଦ୍ଦେଶକ ଥିବା ବିନୟ ବେହେରାଙ୍କୁ ଡିଜି ହୋମଗାର୍ଡ ଓ ଫାୟାର୍ ସର୍ଭିସର ଦାୟିତ୍ୱ ଦିଆଯାଇଛି। ଏସ୍.ଏମ୍. ନରୱଣେ ହୋଇଛନ୍ତି ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀର ନୂଆ ନିର୍ଦ୍ଦେଶକ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story