ଆଜି ଓଟିଭି ଫୋରସାଇଟ୍‌ ୨୦୧୭

ଭୁବନେଶ୍ୱର: ଆଜି ଅନୁଷ୍ଠିତ ହେବ ଓଟିଭିର ସପ୍ତମ ବାର୍ଷିକ ଆଲୋଚନା ଚକ୍ର ଓ ସମ୍ମିଳନୀ ଫୋରସାଇଟ୍‌ ୨୦୧୭। ସକାଳ ୧୦ଟା୩୦ରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବ। ବିଭିନ୍ନ ପର୍ଯ୍ୟାୟରେ ହେବାକୁ ଥିବା ଫାଷ୍ଟ ସେସନ୍‌ରେ କେନ୍ଦ୍ର ଶିଳ୍ପ ଓ ବାଣିଜ୍ୟ ରାଷ୍ଟ୍ରମନ୍ତ୍ରୀ ନିର୍ମଳା ସୀତାରମନ୍‌ ଓ ମେଦାନ୍ତ ହସପିଟାଲର ଚେୟାରମ୍ୟାନ୍‌ ଡାକ୍ତର ନରେଶ ତ୍ରେହାନ୍‌ ଯୋଗଦେବେ। ଆଲୋଚନାଚକ୍ରରେ  ଅବକାରୀ ଓ ସମବାୟ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ, ବିରୋଧୀ ଦଳର ନେତା ନରସିଂହ ମିଶ୍ର, ବିଜେପି ରାଷ୍ଟ୍ରୀୟ […]

foresight-200x150

Rakesh Mallick
  • Published: Saturday, 04 February 2017
  • , Updated: 04 February 2017, 06:50 PM IST

ଭୁବନେଶ୍ୱର: ଆଜି ଅନୁଷ୍ଠିତ ହେବ ଓଟିଭିର ସପ୍ତମ ବାର୍ଷିକ ଆଲୋଚନା ଚକ୍ର ଓ ସମ୍ମିଳନୀ ଫୋରସାଇଟ୍‌ ୨୦୧୭। ସକାଳ ୧୦ଟା୩୦ରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବ। ବିଭିନ୍ନ ପର୍ଯ୍ୟାୟରେ ହେବାକୁ ଥିବା ଫାଷ୍ଟ ସେସନ୍‌ରେ କେନ୍ଦ୍ର ଶିଳ୍ପ ଓ ବାଣିଜ୍ୟ ରାଷ୍ଟ୍ରମନ୍ତ୍ରୀ ନିର୍ମଳା ସୀତାରମନ୍‌ ଓ ମେଦାନ୍ତ ହସପିଟାଲର ଚେୟାରମ୍ୟାନ୍‌ ଡାକ୍ତର ନରେଶ ତ୍ରେହାନ୍‌ ଯୋଗଦେବେ। ଆଲୋଚନାଚକ୍ରରେ  ଅବକାରୀ ଓ ସମବାୟ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ, ବିରୋଧୀ ଦଳର ନେତା ନରସିଂହ ମିଶ୍ର, ବିଜେପି ରାଷ୍ଟ୍ରୀୟ ସଂପାଦକ ସୁରେଶ ପୂଜାରୀ ଏବଂ ଉତ୍କଳ ଭାରତର ସଭାପତି ଖାରବେଳ ସ୍ୱାଇଁ ପ୍ରମୁଖ ଆଲୋଚନାରେ ଭାଗ ନେବେ।

ସେହିଭଳି ଜଣାଶୁଣା ଲେଖକ ଏବଂ ସ୍ତମ୍ଭକାର ଚେତନ ଭଗତ ମଧ୍ୟ ଓଟିଭି ଫୋରସାଇଟ୍‌ରେ ଯୋଗଦେବେ।

ଆଜିର ଆଲୋଚନା ଚକ୍ରରେ  ୪ଟି ଟପିକ୍‌ ରହିଛି। De-Globalzation India’s Economic Prospects in an Increasingly protectionist, ୨ୟରେ  ହେଲଥ କେୟାର-Continuum for Odisha,୩ୟରେ  How can We make,‘Make in Odisha’ A Reaility ଏବଂ ୪ର୍ଥ Mainstream Medias Disconnect with the Mainstream।

 

 

 

Related story