ଆଜି ରାଜ୍ୟ କ୍ୟାବିନେଟ ବୈଠକ

ଭୁବନେଶ୍ୱର: ଆଜି ବସିବ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ପୂର୍ବାହ୍ନ ୧୧ଟା ୩୦ରେ ହେବାକୁ ଥିବା ଏଇ ବୈଠକରେ ମୋଟ ୧୮ଟି ପ୍ରସ୍ତାବ ଉପରେ ଆଲୋଚନା ହୋଇପାରେ। ସେ ଭିତରୁ ଅର୍ଥବିଭାଗ ଅନ୍ତର୍ଗତ ଚୁକ୍ତିଭିତ୍ତିକ ସରକାରୀ ନିଯୁକ୍ତିରେ ପେନସନ୍ ବ୍ୟବସ୍ଥା ଲାଗୁ ସଂପର୍କିତ ପ୍ରସ୍ତାବ ଉପରେ କ୍ୟାବିନେଟରେ ମଞ୍ଜୁରୀ ମିଳିବାର ସମ୍ଭାବନା ରହିଛି। ପୂର୍ବରୁ ଚୁକ୍ତିଭିତ୍ତିକ ନିଯୁକ୍ତିର ୬ବର୍ଷ ପରେ ଚାକିରି ନିୟମିତ ହେଉଥିଲା ଏବଂ ପେନସନ୍ ଲାଗୁ ହେଉଥିଲା। କିନ୍ତୁ ନୂଆ ପ୍ରସ୍ତାବ […]

Odisha-Assembly

Odisha-Assembly

Rakesh Mallick
  • Published: Monday, 02 November 2015
  • Updated: 02 November 2015, 07:56 AM IST

Sports

Latest News

ଭୁବନେଶ୍ୱର: ଆଜି ବସିବ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ପୂର୍ବାହ୍ନ ୧୧ଟା ୩୦ରେ ହେବାକୁ ଥିବା ଏଇ ବୈଠକରେ ମୋଟ ୧୮ଟି ପ୍ରସ୍ତାବ ଉପରେ ଆଲୋଚନା ହୋଇପାରେ। ସେ ଭିତରୁ ଅର୍ଥବିଭାଗ ଅନ୍ତର୍ଗତ ଚୁକ୍ତିଭିତ୍ତିକ ସରକାରୀ ନିଯୁକ୍ତିରେ ପେନସନ୍ ବ୍ୟବସ୍ଥା ଲାଗୁ ସଂପର୍କିତ ପ୍ରସ୍ତାବ ଉପରେ କ୍ୟାବିନେଟରେ ମଞ୍ଜୁରୀ ମିଳିବାର ସମ୍ଭାବନା ରହିଛି। ପୂର୍ବରୁ ଚୁକ୍ତିଭିତ୍ତିକ ନିଯୁକ୍ତିର ୬ବର୍ଷ ପରେ ଚାକିରି ନିୟମିତ ହେଉଥିଲା ଏବଂ ପେନସନ୍ ଲାଗୁ ହେଉଥିଲା। କିନ୍ତୁ ନୂଆ ପ୍ରସ୍ତାବ ଅନୁସାରେ ଚୁକ୍ତିଭିତ୍ତିକ ନିଯୁକ୍ତି ସହିତ ପେନସନ୍ ବ୍ୟବସ୍ଥା ଲାଗୁ ହେବ। ସେହିପରି ସମବାୟ ବିଭାଗ ଅନ୍ତର୍ଗତ ଓୟାର ହାଉସ୍ ଇନଫାଷ୍ଟ୍ରକ୍ଚର ପ୍ରୋଜେକ୍ଟରେ ୨ ହଜାର ୬୦୧ଟି ଗୋଦାମ ଘର ନିର୍ମାଣ ସଂପର୍କିତ ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ୍ ଅନୁମୋଦନ ମିଳିପାରେ। ସେହିପରି କ୍ୟାବିନେଟର ସରକାରୀ ଜମି ହସ୍ତାନ୍ତର ଓ ବେସରକାରୀ ଅଧିଗ୍ରହଣ କରି ଶିଳ୍ପ ପାଇଁ ଲ୍ୟାଣ୍ଡ ବ୍ୟାଙ୍କ ପ୍ରସ୍ତାବ ନେଇ ଆଲୋଚନା ହୋଇପାରେ। ଓଡ଼ିଶା ଟାଉନ୍ ପ୍ଲାନିଂ ସର୍ଭିସ୍ ବୋର୍ଡ ୧୯୭୦ର ସଂଶୋଧନ, ଓଡ଼ିଶା ଏକ୍ସାଇଜ୍ ରୁଲ୍ ୨୦୦୨ର ସଂଶୋଧନ, ଓଡ଼ିଶା ସିଭିଲ୍ ସର୍ଭିସ୍ ରୁଲ୍ ୧୯୯୨ ସଂଶୋଧନ ପ୍ରସ୍ତାବ ମଧ୍ୟ କ୍ୟାବିନେଟକୁ ଆସିପାରେ। ଅପରପକ୍ଷରେ ୨୦୧୨ ମାର୍ଚ୍ଚ ୩୧ରେ ଗଞ୍ଜାମ ଫାଶୀଗୁଡ଼ାରେ ହୋଇଥିବା ଗୁଳିକାଣ୍ଡ ମାମଲାର ତଦନ୍ତ କମିଶନ୍ ରିପୋର୍ଟ ମଧ୍ୟ କ୍ୟାବିନେଟକୁ ଆସିବାର ସମ୍ଭାବନା ରହିଛି। ସେହିପରି ରୁରାଲ୍ ସେଲଫ ଏମ୍ପ୍ଲୟମେଣ୍ଟ ଟ୍ରେନିଂ ଇନିଷ୍ଟିଚ୍ୟୁଟ୍, ଏନସିଟିଇ ରିଜିଓନାଲ୍ କମିଟି କାର୍ଯ୍ୟାଳୟ, ଆଠଗଡ଼ରେ ମୌଲାନା ଆଜାଦ୍ ଉର୍ଦ୍ଧୁ ବିଶ୍ୱବିଦ୍ୟାଳୟର ଆଞ୍ଚଳିକ ଶାଖା ନିର୍ମାଣ ପାଇଁ ବିନା ପ୍ରିମିୟମରେ ଜମି ଯୋଗାଣ ପ୍ରସ୍ତାବ କ୍ୟାବିନେଟରେ ମଞ୍ଜୁରୀ ଲାଭ କରିପାରେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story