ଆଜି ସେସୁ ଅଞ୍ଚଳରେ ସାଢ଼େ ୬ ଘଣ୍ଟା ବିଦ୍ୟୁତକାଟ

ଭୁବନେଶ୍ୱର: ସେସୁ ଅଞ୍ଚଳରେ ଆଜି ପାୱାର କଟ୍ ହେବ। ସକାଳ ୬ଟାରୁ ୯ଟା ୩୦ ଏବଂ ଅପରାହ୍ନ ୩ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବିଦ୍ୟୁତ ସରବରାହ ବନ୍ଦ ରହିବ। କଟକ, ଭୁବନେଶ୍ୱର  ଓ ପୁରୀରେ ବିଦ୍ୟୁତ୍ କାଟ ହେବନି। ବାହାର ରାଜ୍ୟରୁ  ଆସୁଥିବା ବିଦ୍ୟୁତ୍ ବିଭ୍ରାଟ ଯୋଗୁ ପାୱାର କଟ୍ ହେଉଥିବା ଜଣାପଡ଼ିଛି। ପଶ୍ଚିମବଙ୍ଗର କହଲଗାଓଁ  ଓ ଫାରକାର ୟୁନିଟ୍ – ୫ ଅଞ୍ଚଳ ଯୋଗୁ ବିଦ୍ୟୁତକାଟ୍ କରାଯାଉଥିବା ସୂଚନା ଦେଇଛନ୍ତି ସେସୁ  ଜିଏମ୍ ପି.କେ ପାଢ଼ୀ।

sasu

Rakesh Mallick
  • Published: Tuesday, 05 April 2016
  • , Updated: 05 April 2016, 02:55 PM IST

ଭୁବନେଶ୍ୱର: ସେସୁ ଅଞ୍ଚଳରେ ଆଜି ପାୱାର କଟ୍ ହେବ। ସକାଳ ୬ଟାରୁ ୯ଟା ୩୦ ଏବଂ ଅପରାହ୍ନ ୩ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବିଦ୍ୟୁତ ସରବରାହ ବନ୍ଦ ରହିବ। କଟକ, ଭୁବନେଶ୍ୱର  ଓ ପୁରୀରେ ବିଦ୍ୟୁତ୍ କାଟ ହେବନି। ବାହାର ରାଜ୍ୟରୁ  ଆସୁଥିବା ବିଦ୍ୟୁତ୍ ବିଭ୍ରାଟ ଯୋଗୁ ପାୱାର କଟ୍ ହେଉଥିବା ଜଣାପଡ଼ିଛି। ପଶ୍ଚିମବଙ୍ଗର କହଲଗାଓଁ  ଓ ଫାରକାର ୟୁନିଟ୍ - ୫ ଅଞ୍ଚଳ ଯୋଗୁ ବିଦ୍ୟୁତକାଟ୍ କରାଯାଉଥିବା ସୂଚନା ଦେଇଛନ୍ତି ସେସୁ  ଜିଏମ୍ ପି.କେ ପାଢ଼ୀ।

Related story