କୋଟିଆରେ ଆନ୍ଧ୍ରର ଯୋଜନା ପଣ୍ଡ

କୋରାପୁଟ/ଜୟପୁର(ଓଡ଼ିଶା ରିପୋର୍ଟର) ଏକତା ହିଁ ବଳ । କୋଟିଆ ପାଇଁ ଏଭଳି କିଛି କରିଦେଖାଇଛନ୍ତି ତିନି ରାଜନୈତିକ ଦଳର ନେତା । ଆଜି କୋଟିଆ ପଞ୍ଚାୟତ ଫାଟୁସିନେରୀରେ ଆନ୍ଧ୍ର ସରକାରଙ୍କ ପକ୍ଷରୁ ବଡ ଧରଣର କାର୍ଯ୍ୟକ୍ରମ ଥିଲା ଯାହାକୁ ପ୍ରବଳ ବିରୋଧ ମାଧ୍ୟମରେ ପଣ୍ଡ କରିଦେଇଛନ୍ତି ତିନି ଦଳର ନେତା । ରାଜନୈତିକ ଦଳର ନେତାଙ୍କ ସହ ପ୍ରଶାସନର ପ୍ରସ୍ତୁତିକୁ ଦେଖି ପଛଘୁଂଚା ଦେଇଛନ୍ତି ଆନ୍ଧ୍ର ସରକାର। ଓଡ଼ିଶା ମାଟିରେ ଆନ୍ଧ୍ରକୁ ପୁରାଇ ନଦେବାକୁ ଜୋରଦାର ପ୍ରସ୍ତୁତି  […]

6912

6912

Tapas Behera
  • Published: Monday, 16 August 2021
  • Updated: 16 August 2021, 09:01 PM IST

Sports

Latest News

କୋରାପୁଟ/ଜୟପୁର(ଓଡ଼ିଶା ରିପୋର୍ଟର) ଏକତା ହିଁ ବଳ । କୋଟିଆ ପାଇଁ ଏଭଳି କିଛି କରିଦେଖାଇଛନ୍ତି ତିନି ରାଜନୈତିକ ଦଳର ନେତା । ଆଜି କୋଟିଆ ପଞ୍ଚାୟତ ଫାଟୁସିନେରୀରେ ଆନ୍ଧ୍ର ସରକାରଙ୍କ ପକ୍ଷରୁ ବଡ ଧରଣର କାର୍ଯ୍ୟକ୍ରମ ଥିଲା ଯାହାକୁ ପ୍ରବଳ ବିରୋଧ ମାଧ୍ୟମରେ ପଣ୍ଡ କରିଦେଇଛନ୍ତି ତିନି ଦଳର ନେତା । ରାଜନୈତିକ ଦଳର ନେତାଙ୍କ ସହ ପ୍ରଶାସନର ପ୍ରସ୍ତୁତିକୁ ଦେଖି ପଛଘୁଂଚା ଦେଇଛନ୍ତି ଆନ୍ଧ୍ର ସରକାର।

ଓଡ଼ିଶା ମାଟିରେ ଆନ୍ଧ୍ରକୁ ପୁରାଇ ନଦେବାକୁ ଜୋରଦାର ପ୍ରସ୍ତୁତି  ବ୍ୟାରିକେଡ୍ ବାନ୍ଧି ଜଗି ରହିଲେ ନେତା। ପ୍ରଶାସକ ଓ ସ୍ଥାନୀୟ ବାସିନ୍ଦା ଓଡ଼ିଶା-ଆନ୍ଧ୍ର ସୀମାନ୍ତ କୋଟିଆ ପଂଚାୟତର ଫାଟୁସିନେରୀରେ ସୋମବାର ଆନ୍ଧ୍ର ସରକାରଙ୍କ ପକ୍ଷରୁ ବଡ ଧରଣର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । କମ୍ୟୁନିଟି ହଲ୍, ଅଙ୍ଗନୱାଡି କେନ୍ଦ୍ର ଏବଂ ସ୍କୁଲ କୋଠାର ଭିତ୍ତି ପ୍ରସ୍ତର ସ୍ଥାପନ କରିବାକୁ ଆସିଥାନ୍ତେ ସାଲୁର ବିଧାୟକ, ଉପଜିଲ୍ଲାପାଳ ଏବଂ ଅନ୍ୟ ପ୍ରଶାସନିକ ଅଧିକାରୀ । ବିଦ୍ୟାଳୟରେ ବୃକ୍ଷରୋପଣ ସହ ପିଲାଙ୍କୁ ବଣ୍ଟା ଯାଇଥାନ୍ତା ତେଲୁଗୁ ବହି । ହେଲେ କୋଟିଆରେ ଆନ୍ଧ୍ରର ଅନୁପ୍ରବେଶ ରୋକିବାକୁ ସୀମାନ୍ତ ନନ୍ଦା ଗାଁରେ ୫ ପ୍ଲାଟୁନ୍ ପୁଲିସ ସହ ବ୍ୟାରିକେଡ୍ କରି ଅବରୋଧ କରିଥିଲା ପ୍ରଶାସନ ।

କୋଟିଆରେ ମନ ଇଛା ପଶି ଦାଦାଗିରି ଚଳାଇଥିବା ଆନ୍ଧ୍ରକୁ ରୋକିବାକୁ ଜିଲ୍ଲା ପ୍ରଶାସନ ସହ ଅଂଟା ଭିଡିଥିଲେ ଚାରି ଚାରି ଜଣ ବିଧାୟକ ଏବଂ ସମର୍ଥକ । କୋଟିଆ ମାଟି ପାଇଁ ଏକାଠି ହୋଇଥିଲେ ସବୁ ରାଜନୈତିକ ଦଳର ନେତା।  ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ଓ ନେତାଙ୍କ ପ୍ରତିବାଦ ନେଇ ସୂଚନା ପାଇବା ପରେ କୋଟିଆରେ କାର୍ଯ୍ୟକ୍ରମ ବାତିଲ କରିଥିଲେ ଆନ୍ଧ୍ର ସରକାର ।

କୋଟିଆ ପଞ୍ଚାୟତର ୨୧ଟି ଗାଁ ଉପରେ ଅଧିକାର ନେଇ ଓଡ଼ିଶା ଓ ଆନ୍ଧ୍ର ସରକାରଙ୍କ ମଧ୍ୟରେ ଆଇନଗତ ଲଢେଇ ଜାରି ରହିଛି। ଏଭଳି ସ୍ଥିତିରେ ଫାଟୁସିନେରୀକୁ ପଂଚାୟତ ମାନ୍ୟତା ଦେଇ ସେଠାରେ ନିର୍ବାଚନ କରାଇସାରିଛନ୍ତ।  ଆନ୍ଧ୍ର ସରକାର ସୀମାନ୍ତ ଗାଁରେ ଲୋକଙ୍କୁ ବାରମ୍ବାର ଜମି ପଟ୍ଟା ଏବଂ ରାସନ ସାମଗ୍ରୀ ବଣ୍ଟାଯାଉଛି।  ଗୋଟିଏ ପଟେ ଓଡ଼ିଶାର କୋଟିଆରେ ଜୋରଜବରଦସ୍ତ ପଶି ସେଠାରେ ବିକାଶମୂଳକ କାମ କରୁଛନ୍ତି ଆନ୍ଧ୍ର ସରକାର।  ଅନ୍ୟପଟେ ନିଜ ରାଜ୍ୟରେ ଆସୁଥିବା ସାଲୁରର କଡମା ପଞ୍ଚାୟତରେ ଏଯାଏଁ କୌଣସି ବିକାଶ ହୋଇପାରିନଥିବା ଅଭିଯୋଗ ହୋଇଛି । ଏହାର ପ୍ରତିବାଦରେ ଆଜି କଡମା ପଞ୍ଚାୟତବାସୀ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story