ସୁସ୍ଥ ହେଲେ ୨୭୯୬ କରୋନା ଆକ୍ରାନ୍ତ, କେଉଁ ଜିଲ୍ଲାରୁ କେତେ ପଢ଼ନ୍ତୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ୨୭୯୬ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ୨ ଲକ୍ଷ ୩୨ ହଜାର ୯୮୮ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌ କରିଛି। Another 2796 Covid patients have recovered and are being discharged on 13.10.2020 582 from Khordha179 from Cuttack148 from Jajapur135 from Anugul127 from Puri120 from Nabarangpur107 […]

corona

corona

Manoranjan Sial
  • Published: Tuesday, 13 October 2020
  • Updated: 13 October 2020, 08:24 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ୨୭୯୬ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ୨ ଲକ୍ଷ ୩୨ ହଜାର ୯୮୮ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌ କରିଛି।

https://twitter.com/HFWOdisha/status/1315994349423845378?s=20

ଆଜି ଆରୋଗ୍ୟ ହୋଇଥିବା କରୋନା ଆକ୍ରାନ୍ତଙ୍କ ଭିତରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୮୨ ଜଣ ଅଛନ୍ତି। ସେହିପରି କଟକରୁ ୧୭୯, ଷ୍ଟେଟ ପୁଲ୍‌ରୁ ୧୫୦, ଯାଜପୁରରୁ ୧୪୮, ଅନୁଗୋଳରୁ ୧୩୫, ପୁରୀରୁ ୧୨୭, ନବରଙ୍ଗପୁରରୁ ୧୨୦, ବଲାଙ୍ଗିରରୁ ୧୦୭, ସମ୍ବଲପୁରରୁ ୧୦୬, କେନ୍ଦ୍ରାପଡ଼ାରୁ ୧୦୨, ବରଗଡ଼ରୁ ୯୭, ନୂଆପଡ଼ାରୁ ୯୭, ମୟୂରଭଞ୍ଜରୁ ୯୬,
ସୁନ୍ଦରଗଡ଼ରୁ ୭୭, କଳାହାଣ୍ଡିରୁ ୭୬, ବାଲେଶ୍ୱରରୁ ୭୫, ସୁବର୍ଣ୍ଣପୁରରୁ ୭୧, ଜଗତସିଂହପୁରରୁ ୫୨, କନ୍ଧମାଳରୁ ୫୦, କୋରାପୁଟରୁ ୪୭, ଭଦ୍ରକରୁ ୪୨, କେନ୍ଦୁଝରରୁ ୪୧, ମାଲକାନଗିରିରୁ ୪୧, ନୟାଗଡ଼ରୁ ୩୭, ଗଞ୍ଜାମରୁ ୩୪, ଢେଙ୍କାନାଳରୁ ୩୩, ଝାରସୁଗୁଡ଼ାରୁ ୩୧, ଦେବଗଡ଼ରୁ ୧୭, ଗଜପତିରୁ ୧୭, ବୌଦ୍ଧରୁ ୫, ରାୟଗଡ଼ାରୁ ୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos