ଆସନ୍ତାକାଲି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାହୁଲ ଗାନ୍ଧି

ଭୁବନେଶ୍ୱର: ଆସନ୍ତାକାଲିଠାରୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କଂଗ୍ରେସ୍ ଉପାଧ୍ୟକ୍ଷ ରାହୁଲ ଗାନ୍ଧି। ବରଗଡ଼ ଦେବବାହାଲରେ ଚାଷୀ ବଞ୍ଚାଅ ପଦଯାତ୍ରାରେ ଯୋଦଦେବେ ରାହୁଲ। ପରେ ସେ ଅତାବିରାରେ କଲେଜ ଛାତ୍ରଛାତ୍ରୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଶୁକ୍ରବାର ରାହୁଲ୍ କଟକ ଶିଶୁ ଭବନ ଯାଇ ସ୍ଥିତିର ଅନୁଧ୍ୟାନ କରିବେ। ଏପେଟେ ରାହୁଲଙ୍କ ଗସ୍ତକୁ ନେଇ ରାଜ୍ୟ କଂଗ୍ରେସ ବେଶ୍ ଉତ୍ସାହିତ। ଆସନ୍ତାକାଲି ରାହୁଲ ପ୍ରଥମେ ଝାରସୁରୁଗଡ଼ା ଏୟାରଷ୍ଟ୍ରିପରେ ଓହ୍ଲାଇବା ପରେ ସଡ଼କ ପଥରେ ବରଗଡ଼ର ଦେବାହାଲ ଯିବେ। […]

rahulgandhi

rahulgandhi

Rakesh Mallick
  • Published: Wednesday, 09 September 2015
  • Updated: 10 September 2015, 02:38 AM IST

Sports

Latest News

rahulଭୁବନେଶ୍ୱର: ଆସନ୍ତାକାଲିଠାରୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କଂଗ୍ରେସ୍ ଉପାଧ୍ୟକ୍ଷ ରାହୁଲ ଗାନ୍ଧି। ବରଗଡ଼ ଦେବବାହାଲରେ ଚାଷୀ ବଞ୍ଚାଅ ପଦଯାତ୍ରାରେ ଯୋଦଦେବେ ରାହୁଲ। ପରେ ସେ ଅତାବିରାରେ କଲେଜ ଛାତ୍ରଛାତ୍ରୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଶୁକ୍ରବାର ରାହୁଲ୍ କଟକ ଶିଶୁ ଭବନ ଯାଇ ସ୍ଥିତିର ଅନୁଧ୍ୟାନ କରିବେ। ଏପେଟେ ରାହୁଲଙ୍କ ଗସ୍ତକୁ ନେଇ ରାଜ୍ୟ କଂଗ୍ରେସ ବେଶ୍ ଉତ୍ସାହିତ।

ଆସନ୍ତାକାଲି ରାହୁଲ ପ୍ରଥମେ ଝାରସୁରୁଗଡ଼ା ଏୟାରଷ୍ଟ୍ରିପରେ ଓହ୍ଲାଇବା ପରେ ସଡ଼କ ପଥରେ ବରଗଡ଼ର ଦେବାହାଲ ଯିବେ। ସେଠାରେ ସେ ଚାଷୀ ବଞ୍ଚାଅ ପଦଯାତ୍ରାରେ ସାମିଲ ହେବେ। କିଛି ଚାଷୀ ପରିବାରଙ୍କୁ ବି ଭେଟିବେ। ବରଗଡ଼ରେ ଗତ କିଛି ଦିନରେ କିଛି ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ଆସିଛି। ଏ ସଂପର୍କରେ ସେ ଚାଷୀମାନଙ୍କ ସହିତ ଆଲୋଚନା କରିବେ। ତଥା କୃଷକମାନଙ୍କ ଅନ୍ୟାନ୍ୟ ସମସ୍ୟା ସଂପର୍କରେ ବି ଆଲୋଚନା କରିବେ।

ରାହୁଲ ଦେବାହାଲରୁ  ଅତାବିରା ଆସିବା ବାଟରେ ରେଙ୍ଗ।ଳି କ୍ୟାମ୍ପ ଓ ଲାର୍ଦେପାଲିଠାରେ ଅଟକିବାର କାର୍ଯ୍ୟକ୍ରମ ରହିଛି। ଅତାବିରା କଲେଜରେ ସେ ଛାତ୍ରଛାତ୍ରୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ବି ରହିଛି।

ରାହୁଲଙ୍କ ଦୁଇ ଦିନିଆ ଗସ୍ତକୁ ନେଇ ରାଜ୍ୟ କଂଗ୍ରେସ କ୍ୟାମ୍ପ ଉତ୍ସାହିତ ହୋଇପଡ଼ିଛି। ପ୍ରସାଦ ପିସିସି ସଭାପତି ହେବା ପରେ ଏହା ହେଉଛି ରାହୁଲଙ୍କ ପ୍ରଥମ ଓଡ଼ିଶା ଗସ୍ତ। ରାହୁଲଙ୍କ ପଦଯାତ୍ରାରୁ ପଶ୍ଚିମ ଓଡ଼ିଶାରେ ସଂଗଠନ ସଜାଡିବା ଚକ୍କକରେ ରହିଛି କଂଗ୍ରେସ। ବରଗଡ଼ ଲୋକସଭା ବିଜେଡି ଦଖଲରେ ରହିଛି। ତେବେ ବରଗଡ଼ ଲୋକସଭା ଅନ୍ତର୍ଗତ ୭ ବିଧାନସଭା ଆସନରୁ କଂଗ୍ରେସ କବଜାରେ ୨ଟି ଆସନ ଝାରସୁଗୁଡା ଓ ବିଜେପୁର ରହିଛି। ଝାରସୁଗୁଡାରୁ ନବ ଦାସ ଜିତିଥିବା ବେଳେ ବିଜେପୁରରୁ ବିଜୟ ଲାଭ କରିଥିଲେ ସୁବଳ ସାହୁ।

୧୧ ତାରିଖ ଦିନ ରାହୁଲ ଗାନ୍ଧି କଟକ ଶିଶୁ ଭବନ ଯାଇ ସ୍ଥିତିର ଅନୁଧ୍ୟାନ କରିବେ। ରାହୁଲଙ୍କ ଦୁଇ ଦିନିଆ ଗସ୍ତକୁ ଦୃଷ୍ଟିରେ ରଖି ବରଗଡ଼, କଟକ ଓ ଭୁବନେଶ୍ୱରରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। କେନ୍ଦ୍ରରୁ ଆସିଥିବା ଏସପିଜି ଟିମ୍ ରାହୁଲ ଗସ୍ତ କାର୍ଯ୍ୟକ୍ରମ ଥିବା କଟକ, ଭୁବନେଶ୍ୱର ସମେତ ବରଗଡ଼ ଯାଇ ପୁରା ସୁରକ୍ଷା ବନ୍ଦୋବସ୍ତର ସମୀକ୍ଷା କରିଛନ୍ତି।

ରାହୁଲଙ୍କ ଓଡ଼ିଶା ଗସ୍ତ କିଛି ନୂଆ ନୁହେଁ। ଗତ ୫ ବର୍ଷରେ ବିଭିନ୍ନ ସମୟରେ ରାହୁଲ ରାଜ୍ୟର ବିଭିନ୍ନ ସ୍ଥାନକୁ ଆସିଛନ୍ତି। କେତେବେଳେ ସେ ନିଜକୁ ଆଦିବାସୀଙ୍କ ସିପାହୀ ବୋଲି କହିଛନ୍ତି ତ କେତେବେଳେ ଚାଷୀଙ୍କ କ୍ଷତିପୂରଣ ପାଇଁ ଦାବି କରିଛନ୍ତି। ଆଉ କେତେବେଳେ ସଂଗଠନକୁ ମଜଭୁତ୍ କରିବା ପାଇଁ ରାଜ୍ୟ କଂଗ୍ରେସ ନେତାଙ୍କୁ ଆହ୍ୱାନ ଦେଇଛନ୍ତି ତ ପୁଣି କେତେବେଳେ ନବୀନ ସରକାରଙ୍କୁ ବି ଟାର୍ଗେଟ୍ କରିଛନ୍ତି ରାହୁଲ୍।

୨୬ ଅଗଷ୍ଟ ୨୦୧୦। କଳାହାଣ୍ଡି ଲାଞ୍ଜିଗଡ ନିୟମଗିରିରେ ରାହୁଲ। ତାର ଠିକ୍ ଦୁଇ ଦିନ ପୂର୍ବରୁ ବେଦାନ୍ତକୁ ନିୟମଗିରିରୁ ବକ୍ସାଇଟ୍ ଉତ୍ତୋଳନ ପାଇଁ ଷ୍ଟେଜ ଟୁ ବା ଚୂଡ଼ାନ୍ତ ଅନୁମତି ଦେବାକୁ କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟ ମନା କରିଦେଇଥିଲା। ସେହି ପ୍ରସଙ୍ଗରେ ରାହୁଲ୍ କହିଲେ ଦିଲ୍ଲୀ ଦରବାରରେ ଆଦିବାସୀଙ୍କ ସିପାହୀ ସାଜିଥିଲେ ସେ ନିଜେ।

୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ ବି ଓଡ଼ିଶା ଆସିଥିଲେ ରାହୁଲ। ଫେବ୍ରୁଆରୀ ୯, ୨୦୧୪ରେ ସାଲେପୁର ନିର୍ବାଚନୀ ସଭାରେ ଟାର୍ଗେଟ୍ କରିଥିଲେ ରାଜ୍ୟ ସରକାରଙ୍କୁ। ପ୍ରସଙ୍ଗ ଥିଲା ଖଣି ଦୁର୍ନୀତି ଓ ନରେଗା ସ୍କାମ୍। ତା’ପରଦିନ ରାଜ୍ୟ କଂଗ୍ରେସ ନେତାଙ୍କୁ ଶୃଙ୍ଖଳା ରକ୍ଷା ପାଇଁ ଚେତାବନୀ ବି ଦେଲେ ରାହୁଲ। ତା ସହିତ ଯୁବ ଓ ଛାତ୍ର କଂଗ୍ରେସ ନେତାଙ୍କୁ ବମ ଭେଟିଥିଲେ।

ଗତ ଅକବୋର ୨୦ରେ କୋରାପୁଟ ଗସ୍ତରେ ଆସିଥିଲେ ରାହୁଲ। ଜିଲ୍ଲାର ହୁଡହୁଡ୍ କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିବା ସହ ଚାଷୀଙ୍କ ସହ ଆଲୋଚନା ବି କରିଥିଲେ।

ଏଥର ରାହୁଲଙ୍କ ଫୋକସରେ ଚାଷୀ ସମସ୍ୟା ଓ ଶିଶୁ ଭବନ ଶିଶୁ ମୃତ୍ୟୁ ପ୍ରସଙ୍ଗ। ଦେଖାଯାଉ ଏନେଇ ସେ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କୁ କେମିତି ଘେରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story