ଆସନ୍ତାକାଲି ଗୁରୁଦିବସକୁ କଳାଦିବସ ଭାବେ ପାଳିବ ବ୍ଲକଗ୍ରାଣ୍ଟ ଶିକ୍ଷକ ଓ କର୍ମଚାରୀ ସଂଘ

ଭୁବନେଶ୍ୱର: ଆସନ୍ତାକାଲି ଗୁରୁଦିବସକୁ ରାଜ୍ୟର ବ୍ଲକଗ୍ରାଣ୍ଟ ଶିକ୍ଷକ ଓ କର୍ମଚାରୀ ସଂଘ କଳାଦିବସ ଭାବେ ପାଳନ କରିବ। ଏହାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଜୋର ଧରିଛି । କିଛିଦିନ ତଳେ ବିଧାନସଭା ଚାଲିଥିବା ବେଳେ ପିଏମଜି ଛକରେ ଏମିତି ଅହୋରାତ୍ର ଧାରଣା ଦେଇ ବ୍ଲକଗ୍ରାଣ୍ଟ ଉଚ୍ଛେଦ କରି ପୂର୍ଣ୍ଣ ଅନୁଦାନ ପ୍ରଦାନ କରିବାକୁ ବିଭିନ୍ନ ଶିକ୍ଷକ ସଂଘ ଦାବି କରିଥିଲେ । ବିଧାନସଭା ସରିଲା ହେଲେ ସେମାନଙ୍କ ସମସ୍ୟାର ସମାଧାନ ହୋଇ ପାରିନାହିଁ । ସେପଟେ […]

teacher

teacher

Rakesh Mallick
  • Published: Friday, 04 September 2015
  • Updated: 05 September 2015, 01:50 AM IST

Sports

Latest News

ଭୁବନେଶ୍ୱର: ଆସନ୍ତାକାଲି ଗୁରୁଦିବସକୁ ରାଜ୍ୟର ବ୍ଲକଗ୍ରାଣ୍ଟ ଶିକ୍ଷକ ଓ କର୍ମଚାରୀ ସଂଘ କଳାଦିବସ ଭାବେ ପାଳନ କରିବ। ଏହାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଜୋର ଧରିଛି । କିଛିଦିନ ତଳେ ବିଧାନସଭା ଚାଲିଥିବା ବେଳେ ପିଏମଜି ଛକରେ ଏମିତି ଅହୋରାତ୍ର ଧାରଣା ଦେଇ ବ୍ଲକଗ୍ରାଣ୍ଟ ଉଚ୍ଛେଦ କରି ପୂର୍ଣ୍ଣ ଅନୁଦାନ ପ୍ରଦାନ କରିବାକୁ ବିଭିନ୍ନ ଶିକ୍ଷକ ସଂଘ ଦାବି କରିଥିଲେ । ବିଧାନସଭା ସରିଲା ହେଲେ ସେମାନଙ୍କ ସମସ୍ୟାର ସମାଧାନ ହୋଇ ପାରିନାହିଁ । ସେପଟେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଆନ୍ଦୋଳନ ଯୋଗୁଁ ପ୍ରାଥମିକ ଶିକ୍ଷା ଏକପ୍ରକାର ଠପ୍ ହୋଇଯାଇଛି । ସେପଟେ ସିଏଜି ରିପୋର୍ଟରେ ୨୦୦୯ରୁ ୧୪ ମଧ୍ୟରେ ରାଜ୍ୟରେ ୩୩ ହଜାର ୪୯୯ରୁ ୫୦ ହଜାର ୪ ଶହ ଶିକ୍ଷକ ପଦବୀ ଖାଲି ପଡିଥିଲା କୁହାଯାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story